ଓଡ଼ିଶାରେ ଲଢ଼େଇ; ଦିଲ୍ଲୀରେ ହେବ ରଣନୀତି

ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ରଙ୍କ ସମେତ ସମସ୍ତ ବିଧାୟକ ଭୁବନେଶ୍ୱର ଏୟାରପୋର୍ଟରୁ ଦିଲ୍ଲୀ ଯାଇଛନ୍ତି।

BJP PhotoOR

ଦିଲ୍ଲୀ ଅଭିମୁଖେ ବିଜେପିର ବରିଷ୍ଠ ନେତା ଓ ବିଧାୟକ

Tapaswini Nayak
  • Published: Wednesday, 20 December 2023
  • Updated: 20 December 2023, 10:21 AM IST

Sports

Latest News

ଦିଲ୍ଲୀରେ ହେବ ବିଜେପିର ଓଡ଼ିଶା ଦଖଲ ଷ୍ଟ୍ରାଟେଜି। କେନ୍ଦ୍ରୀୟ ନେତୃତ୍ୱଙ୍କୁ ଭେଟି ଏକାଠି ରଣନୀତି କରିବେ ବିଧାୟକ, ସାଂସଦ ଏବଂ କେନ୍ଦ୍ରମନ୍ତ୍ରୀ। ଏଥିପାଇଁ ଗତକାଲି ଦିଲ୍ଲୀ ମୁହାଁ ହୋଇଛନ୍ତି ରାଜ୍ୟର ବିଧାୟକ ତଥା ବିଜେପିର ପୂରା MLA ବ୍ରିଗେଡ୍।

ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ରଙ୍କ ସମେତ ସମସ୍ତ ବିଧାୟକ ଭୁବନେଶ୍ୱର ଏୟାରପୋର୍ଟରୁ ଦିଲ୍ଲୀ ଯାଇଛନ୍ତି। ସେଠାରେ ଏହି ସମସ୍ତ ବିଧାୟକଙ୍କ ସହ ସାଂସଦ ଓ କେନ୍ଦ୍ରମନ୍ତ୍ରୀ ସାମିଲ ହୋଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଗୃହମନ୍ତ୍ରୀ ଅମିତ ଶାହ ଓ ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡାଙ୍କ ସହ ଭେଟିବାର କାର୍ଯ୍ୟକ୍ରମ ରହିଛି।

Also Read

ଯେଉଁଠି ୨୦୨୪ ନିର୍ବାଚନ ବ୍ଲୁପ୍ରିଣ୍ଟ କାର୍ଯ୍ୟକାରୀ କରିବାକୁ ଆଲୋଚନା ହେବ। ଏଥିସହ କେନ୍ଦ୍ରୀୟ ଯୋଜନା ହଡ଼ପ ଏବଂ ଏସବୁଥିରେ ମୋଦି ଫଟୋ ହଟାଯିବା ସଂପର୍କରେ ପ୍ରଧାନମନ୍ତ୍ରୀଙ୍କୁ ଅବଗତ କରିବେ ବିଧାୟକ ଦଳ।

ଦିଲ୍ଲୀ ଅଭିମୁଖେ ଯିବାବେଳେ ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର କହିଛନ୍ତି, ଆମେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଗୃହମନ୍ତ୍ରୀ ଅମିତ ଶାହ ଓ ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡାଙ୍କୁ ସ ଭେଟି ଦଳ ବିଷୟରେ କାର୍ଯ୍ୟକ୍ରମ ରହିଛି।  ଏହାସହ ନବୀନଙ୍କ ଦୁର୍ନୀତିଗ୍ରସ୍ତ ସରକାର ୨୫ ବର୍ଷ ହେଲା  ଭୁଆଁ ବୁଲାଇ ସରକାର ଚଲାଇଛନ୍ତି। ଏସବୁ ବିଷୟରେ ପ୍ରଧାନମନ୍ତ୍ରୀଙ୍କ କହିବାର ଅଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story