ଚାଷୀ ମୃତ୍ୟୁକୁ ନେଇ ଦାମୋଦର ରାଉତଙ୍କ ମନ୍ତବ୍ୟ ପରେ ରାଜନୀତି ସରଗରମ

ଭୁବନେଶ୍ୱର: ଚାଷୀ ଆତ୍ମହତ୍ୟାକୁ ନେଇ ସମବାୟ ମନ୍ତ୍ରୀ ଦାମୋଦର ରାଉତ ଦେଇଥିବା ମନ୍ତବ୍ୟକୁ ଏବେ ରାଜନୀତି ଆରମ୍ଭ ହୋଇଯାଇଛି। ବିରୋଧୀ ଏହାକୁ ଉଦ୍ଭଟ ଯୁକ୍ତି ବୋଲି କହିଛନ୍ତି । ସମବାୟ ମନ୍ତ୍ରୀ ଡାକ୍ତର ରାଉତ କହିଛନ୍ତି ଓଡ଼ିଶାର ଚାଷୀ ଆତ୍ମହତ୍ୟା କରେ ନାହିଁ କି ଆଦିବାସୀ ଭିକ ମାଗିନାହିଁ। ଦାମଙ୍କ ଏଟି ମନ୍ତବ୍ୟ ଉପରେ କଡା ପ୍ରତିକ୍ରିୟା ରଖିଛନ୍ତି ବିରୋଧୀ। ମରୁଡି ଓ ଚାଷୀ ଆତ୍ମହତ୍ୟାକୁ ନେଇ ରାଜନୀତି ଜୋର ଧରିଛି। ଯାହାକୁ ନେଇ ରାଜ୍ୟ ସରକାର […]

dama

dama

Rakesh Mallick
  • Published: Saturday, 07 November 2015
  • Updated: 07 November 2015, 05:31 PM IST

Sports

Latest News

ଭୁବନେଶ୍ୱର: ଚାଷୀ ଆତ୍ମହତ୍ୟାକୁ ନେଇ ସମବାୟ ମନ୍ତ୍ରୀ ଦାମୋଦର ରାଉତ ଦେଇଥିବା ମନ୍ତବ୍ୟକୁ ଏବେ ରାଜନୀତି ଆରମ୍ଭ ହୋଇଯାଇଛି। ବିରୋଧୀ ଏହାକୁ ଉଦ୍ଭଟ ଯୁକ୍ତି ବୋଲି କହିଛନ୍ତି । ସମବାୟ ମନ୍ତ୍ରୀ ଡାକ୍ତର ରାଉତ କହିଛନ୍ତି ଓଡ଼ିଶାର ଚାଷୀ ଆତ୍ମହତ୍ୟା କରେ ନାହିଁ କି ଆଦିବାସୀ ଭିକ ମାଗିନାହିଁ। ଦାମଙ୍କ ଏଟି ମନ୍ତବ୍ୟ ଉପରେ କଡା ପ୍ରତିକ୍ରିୟା ରଖିଛନ୍ତି ବିରୋଧୀ। ମରୁଡି ଓ ଚାଷୀ ଆତ୍ମହତ୍ୟାକୁ ନେଇ ରାଜନୀତି ଜୋର ଧରିଛି। ଯାହାକୁ ନେଇ ରାଜ୍ୟ ସରକାର ଅଡୁଆରେ ପଡିଥିବା ବେଳେ ବରିଷ୍ଠ ମନ୍ତ୍ରୀ ଡାକ୍ତର ରାଉତଙ୍କ ମନ୍ତବ୍ୟ ପ୍ରସଙ୍ଗକୁ ଆହୁରି ଜଟିଳ କରି ଦେଇଛି।

ବିଜେପି ବରିଷ୍ଠ ନେତା ବିଜୟ ମହାପାତ୍ର କହିଛନ୍ତି, ଯେଉଁ ଅଞ୍ଚଳରେ ଲୋକ ମରୁଛନ୍ତି ତାଙ୍କ ପରିବାର ଓ ଆଖପାଖ ଲୋକ ସେମାନେ ଚାଷୀ ବୋଲି କହୁଛନ୍ତି। ଋଣ ଭାର ସହି ନ ପାରି ସେମାନେ ଆତ୍ମହତ୍ୟା କରୁଛନ୍ତି। ଦାମ ବାବୁ ଏହାକୁ ଅସ୍ୱୀକାର କରିପାରିବେ ନାହିଁ। ଦାମ ବାବୁ ଏହାକୁ ଅସ୍ୱୀକାର କରିପାରିବେ ନାହିଁ ବୋଲି ସେ କହିଛନ୍ତି। ପିସିସି ସଭାପତି ପ୍ରସାଦ ହରିଚନ୍ଦନ କହିଛନ୍ତି ସରକାର ଶ୍ୱେତପତ୍ର ପ୍ରକାଶ କରନ୍ତୁ। ୪୬୦୦ ଚାଷୀ କାହିଁକି ମରିଛନ୍ତି, କେଉଁ କାରଣ ପାଇଁ କିଏ ମରିଛନ୍ତି ତାହା ସରକାର ପ୍ରକାଶ କରନ୍ତୁ ବୋଲି ସେ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story