‘ମୟୂରଭଞ୍ଜ ଜିଲ୍ଲାପାଳ ହେଉଛନ୍ତି ବିଜେଡି ଜିଲ୍ଲା ସଭାପତି’

ବାରିପଦା(ମାନିକ ଲାଲ ପାଣି): “ମୟୂରଭଞ୍ଜ ଜିଲ୍ଲାପାଳ ହେଉଛନ୍ତି ବିଜେଡି ଜିଲ୍ଲା ସଭାପତି। ଜିଲ୍ଲାରେ କାର୍ଯ୍ୟରତ ଓଏଏସ୍‌ମାନେ ବିଜେଡି କର୍ମୀ।” ଆଜି ଏପରି କହିଛନ୍ତି କେନ୍ଦ୍ର ଆଦିବାସୀ ବ୍ୟାପାର ଓ ଜଳଶକ୍ତି ରାଷ୍ଟ୍ରମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁ। ମୟୂରଭଞ୍ଜ ଉପରେ ରାଜ କରିଥିବା ପାଇଁ ନିଜର କର୍ତ୍ତବ୍ୟକୁ ଭୁଲି ଯାଉଛନ୍ତି ଜିଲ୍ଲାପାଳ ଓ ବଡ଼ ବଡ଼ ଅଧିକାରୀ। ଲେକେ ସେମାନଙ୍କୁ ଜବାବ ମାଗିବା ଉଚିତ ବୋଲି କେନ୍ଦ୍ରମନ୍ତ୍ରୀ ଶ୍ରୀ ଟୁଡୁ କହିଛନ୍ତି। କେନ୍ଦ୍ରମନ୍ତ୍ରୀଙ୍କ କହିବା ଅନୁସାରେ ବାରିପଦାରେ ରହିବା ପାଇଁ […]

Biswaswar Tudu

Biswaswar Tudu

Manoranjan Sial
  • Published: Wednesday, 13 October 2021
  • Updated: 13 October 2021, 08:50 PM IST

Sports

Latest News

ବାରିପଦା(ମାନିକ ଲାଲ ପାଣି): “ମୟୂରଭଞ୍ଜ ଜିଲ୍ଲାପାଳ ହେଉଛନ୍ତି ବିଜେଡି ଜିଲ୍ଲା ସଭାପତି। ଜିଲ୍ଲାରେ କାର୍ଯ୍ୟରତ ଓଏଏସ୍‌ମାନେ ବିଜେଡି କର୍ମୀ।” ଆଜି ଏପରି କହିଛନ୍ତି କେନ୍ଦ୍ର ଆଦିବାସୀ ବ୍ୟାପାର ଓ ଜଳଶକ୍ତି ରାଷ୍ଟ୍ରମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁ। ମୟୂରଭଞ୍ଜ ଉପରେ ରାଜ କରିଥିବା ପାଇଁ ନିଜର କର୍ତ୍ତବ୍ୟକୁ ଭୁଲି ଯାଉଛନ୍ତି ଜିଲ୍ଲାପାଳ ଓ ବଡ଼ ବଡ଼ ଅଧିକାରୀ। ଲେକେ ସେମାନଙ୍କୁ ଜବାବ ମାଗିବା ଉଚିତ ବୋଲି କେନ୍ଦ୍ରମନ୍ତ୍ରୀ ଶ୍ରୀ ଟୁଡୁ କହିଛନ୍ତି।

କେନ୍ଦ୍ରମନ୍ତ୍ରୀଙ୍କ କହିବା ଅନୁସାରେ ବାରିପଦାରେ ରହିବା ପାଇଁ ସର୍କିଟ ହାଉସରେ ବ୍ୟବସ୍ଥା କରିବାକୁ ଚିଠି ହୋଇଥିଲା। ହେଲେ ମୁଖ୍ୟମନ୍ତ୍ରୀ ଗସ୍ତ ପାଇଁ ସର୍କିଟ୍‌ ହାଉସ୍‌ରେ ରଙ୍ଗ ଦିଆଯାଉଥିବା ବାହାନା କରି ରୁମ୍‌ ଅଭାବ ରହିଛି ବୋଲି କହିଥିଲେ ମୟୂରଭଞ୍ଜ ଏଡିଏମ୍‌। କେତେ କହିବା ପରେ ବହୁ କଷ୍ଟରେ ଆମକୁ ଗୋଟିଏ ରୁମ୍‌ ଦେଇଥିଲେ। ପରେ ଅସନ୍ତୋଷ ଝାଡ଼ିବା ପରେ ଆଉ ଦୁଇଟି ରୁମ୍‌ ମିଳିଥିଲା। ଜଣେ କେନ୍ଦ୍ରମନ୍ତ୍ରୀଙ୍କୁ ଭିଆଇପି ସୁଟ୍‌ ନଦେଇ ଛୋଟ ରୁମ୍‌ରେ ରହିବାର ବ୍ୟବସ୍ଥା କରାଯାଇଥିଲା। କିନ୍ତୁ ଜଣେ ଡାଇରେକ୍ଟରଙ୍କୁ ଭିଆଇପି ସୁଟ୍ ଦିଆଯାଇଥିଲା। ତାହା ପୁଣି ନିଜ ବିଭାଗର ଡାଇରେକ୍ଟରଙ୍କୁ ଭିଆଇପି ସୁଟ୍ ଦିଆଯାଇଥିବା କେନ୍ଦ୍ରମନ୍ତ୍ରୀ କହିଛନ୍ତି।

କେନ୍ଦ୍ରମନ୍ତ୍ରୀ ଶ୍ରୀ ଟୁଡୁ କହିଛନ୍ତି,“ମୟୂରରଭଞ୍ଜ ଜିଲ୍ଲାରେ ଓଏଏସ୍‌ ସଂଘ ଏକ ଦଳର ଇସାରାରେ ଏଭଳି କରିଛନ୍ତି। କାହିଁକି ନା କିଛି ଦିନ ହେବ ମୟୂରଭଞ୍ଜ ଜିଲ୍ଲାରେ କେନ୍ଦ୍ରମନ୍ତ୍ରୀ ବ୍ଲକସ୍ତରରେ ଯାଇ ପ୍ରତ୍ୟେକ ଯୋଜନାର ସମୀକ୍ଷା କରୁଛନ୍ତି। ଆଉ ଅଧିକାରୀମାନେ ସେମାନଙ୍କ ଦୋଷ ଦୁର୍ବଳତାକୁ ଲୁଚାଉଛନ୍ତି। ଖାଲି ଏତିକି ନୁହେଁ, ବରଂ ମୟୂରଭଞ୍ଜ ଜିଲ୍ଲାରେ କାର୍ଯ୍ୟରତ ବିଡ଼ିଓ ଓ ତହସିଲଦାରମାନେ ଲୋକଙ୍କ ସମସ୍ୟାକୁ ଶୁଣୁ ନାହାନ୍ତି। କୌଣସି ସରକାରୀ ଯୋଜନା କାର୍ଯ୍ୟକାରୀ ହେଉନାହିଁ। ପଚାରିଲେ କିଛି ଉତ୍ତର ମିଳୁନାହିଁ। ଅଧିକାରୀମାନେ କେବେ ଭାବି ନଥିଲେ, ଜଣେ କେନ୍ଦ୍ରମନ୍ତ୍ରୀ ଏମିତି ବ୍ଲକ ଓ ଜିଲ୍ଲାସ୍ତରକୁ ଯାଇ ସମୀକ୍ଷା କରିବେ।”

କେନ୍ଦ୍ରମନ୍ତ୍ରୀ ବିଶେଶ୍ୱର ଟୁଡୁଙ୍କ ବ୍ୟାବହାରରେ ଅସନ୍ତୋଷ ବ୍ୟକ୍ତ କରିଥିଲେ ମୟୂରଭଞ୍ଜ ଜିଲ୍ଲାରେ କାର୍ଯ୍ୟରତ ଓଏଏସ୍ ସଂଘର କର୍ମକର୍ତ୍ତା। ତାଙ୍କୁ କୌଣସି କାର୍ଯ୍ୟରେ ସହଯୋଗ କରିବେ ନାହିଁ ବୋଲି ଚେତାବନୀ ଦେଇଥିଲେ। ଏପରିକି କଳା ବ୍ୟାଚ ପିନ୍ଧିଥିବା ଦେଖିବାକୁ ମିଳିଥିଲା।

https://youtu.be/79WV6IBDfJ8

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story