ମୁଖ୍ୟମନ୍ତ୍ରୀଙ୍କ ଉପରେ ୮୨ ବିଧାୟକ ଓ ମନ୍ତ୍ରୀଙ୍କର ଆସ୍ଥା ନାହିଁ: ନରସିଂହ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ ଗୋଟିଏ ଅଚଳ ସରକାର ଚାଲିଛି । ମୁଖ୍ୟମନ୍ତ୍ରୀଙ୍କ ଉପରେ ଅଧିକାଂଶ ମନ୍ତ୍ରୀ ଓ ବିଧାୟକମାନଙ୍କର ଆସ୍ଥା ନାହିଁ। ତେଣୁ ମୁଖ୍ୟମନ୍ତ୍ରୀ ତୁରନ୍ତ ଇସ୍ତଫା ଦେବା ଦରକାର ବୋଲି କଂଗ୍ରେସ ବିଧାୟକ ଦଳର ନେତା ନରସିଂହ ମିଶ୍ର ଦାବି କରିଛନ୍ତି। ଆଜି ଗୃହ ବାହାରେ ଗଣମାଧ୍ୟମ ଆଗରେ ବିସ୍ଫୋରକ ବୟାନ ରଖି ଶ୍ରୀ ମିଶ୍ର କହିଛନ୍ତି ଯେ, ଓଡ଼ିଶାରେ ଏବେ ଅଦ୍ଭୂତ ପରିସ୍ଥିତି ସୃଷ୍ଟି ହୋଇଛି। ଏଭଳି କେବେ ଆଗରୁ ହୋଇନଥିଲା । ଅଧାରୁ […]

congress-leader-narasingha-mishra

congress-leader-narasingha-mishra

Ordigital Desk
  • Published: Wednesday, 01 September 2021
  • Updated: 01 September 2021, 07:02 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ ଗୋଟିଏ ଅଚଳ ସରକାର ଚାଲିଛି । ମୁଖ୍ୟମନ୍ତ୍ରୀଙ୍କ ଉପରେ ଅଧିକାଂଶ ମନ୍ତ୍ରୀ ଓ ବିଧାୟକମାନଙ୍କର ଆସ୍ଥା ନାହିଁ। ତେଣୁ ମୁଖ୍ୟମନ୍ତ୍ରୀ ତୁରନ୍ତ ଇସ୍ତଫା ଦେବା ଦରକାର ବୋଲି କଂଗ୍ରେସ ବିଧାୟକ ଦଳର ନେତା ନରସିଂହ ମିଶ୍ର ଦାବି କରିଛନ୍ତି।

ଆଜି ଗୃହ ବାହାରେ ଗଣମାଧ୍ୟମ ଆଗରେ ବିସ୍ଫୋରକ ବୟାନ ରଖି ଶ୍ରୀ ମିଶ୍ର କହିଛନ୍ତି ଯେ, ଓଡ଼ିଶାରେ ଏବେ ଅଦ୍ଭୂତ ପରିସ୍ଥିତି ସୃଷ୍ଟି ହୋଇଛି। ଏଭଳି କେବେ ଆଗରୁ ହୋଇନଥିଲା । ଅଧାରୁ ଅଧିକ ମନ୍ତ୍ରୀ ଓ ବିଧାୟକ ବୋଧହୁଏ ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଣିଛନ୍ତି । ୧୭୭ଟି ହାଇସ୍କୁଲକୁ ଗ୍ରାଣ୍ଟ-ଇନ-ଏଡ୍ ଦାବି କରି ଶିକ୍ଷକମାନେ ତାଙ୍କୁ ଏଭଳି ଏକ ଦରଖାସ୍ତ ଦେଇଛନ୍ତି ଯେଉଁଥିରେ ୮୨ଜଣ ବିଧାୟକ ଓ ମନ୍ତ୍ରୀଙ୍କ ଦସ୍ତଖତ ରହିଛି। ଏହି ଦରଖାସ୍ତରେ ମୁଖ୍ୟମନ୍ତ୍ରୀଙ୍କୁ ବିଧାୟକମାନେ ପ୍ରଶ୍ନ କରିଛନ୍ତି ଯେ କାହିଁକି ଏସବୁ ସ୍କୁଲକୁ ଗ୍ରାଣ୍ଟ-ଇନ-ଏଡ୍ ଦିଆଯାଉ ନାହିଁ। ଏଠି ଗ୍ରାଣ୍ଟ-ଇନ-ଏଡ୍ ଦେବା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି କ୍ୟାବିନେଟ୍ ମନ୍ତ୍ରୀ ଲେଖୁଛନ୍ତି । ଏଥିରୁ ସ୍ପଷ୍ଟ ଜଣାପଡ଼ୁଛି ଯେ, ଏ ସରକାରରେ ମନ୍ତ୍ରୀମାନଙ୍କର କିଛି ଭୂମିକା ନାହିଁ। ମନ୍ତ୍ରୀମାନେ ଅପାରଗ ହୋଇପଡ଼ିଛନ୍ତି। ମନ୍ତ୍ରୀ ଯେତେବେଳେ ଅନୁଭବ କରନ୍ତି ଯେ ସେ ସରକାର ନୁହଁନ୍ତି, ତାଙ୍କୁ ସରକାର ବୋଲି ମାନ୍ୟତା ଦିଆଯାଉ ନାହିଁ, ସେତେବେଳେ ସେ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିବାକୁ ବାଧ୍ୟ ହୋଇଥାନ୍ତି। ବୋଧହୁଏ ମୁଖ୍ୟମନ୍ତ୍ରୀ ଅବା ତାଙ୍କ ତରଫରୁ ସେମାନଙ୍କୁ ସରକାରର ମାନ୍ୟତା ଦିଆଯାଉ ନାହିଁ । ମନ୍ତ୍ରୀଙ୍କର କଲେକ୍ଟିଭ ରେସପନ୍ସିବିଲିଟି ରହିଛି। ସ୍କୁଲକୁ ଅନୁଦାନ ଦେବା ପାଇଁ ମନ୍ତ୍ରୀମାନେ ଏଠି ବିରୋଧୀ ଦଳକୁ ସାହାଯ୍ୟ ମାଗୁଛନ୍ତି ବୋଲି ଶ୍ରୀ ମିଶ୍ର କହିଛନ୍ତି।

ସୂଚନାଯୋଗ୍ୟ, ୧୭୭ଟି ହାଇସ୍କୁଲକୁ ସରକାର ଗ୍ରାଣ୍ଟ-ଇନ-ଏଡ୍ ଦେବା ଦାବିରେ ବିଧାୟକ ଓ ମନ୍ତ୍ରୀମାନଙ୍କର ଦ୍ୱାରସ୍ଥ ହୋଇଛି। ସେମାନେ ମଧ୍ୟ କଂଗ୍ରେସ ବିଧାୟକ ଦଳ ନେତା ଶ୍ରୀ ମିଶ୍ରଙ୍କୁ ଏକ ଚିଠି ଲେଖି ସହାୟତା ମାଗିଛନ୍ତି,ଯେଉଁଥିରେ ଅଧିକାଂଶ ମନ୍ତ୍ରୀ ଓ ବିଧାୟକଙ୍କର ଦସ୍ତଖତ ରହିଛି ବୋଲି ସେ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story