'ଓଡ଼ିଶାବାସୀଙ୍କୁ ଭୂଆଁ ବୁଲାଉଛି ବିଜେଡି ସରକାର'

ରତ୍ନଭଣ୍ଡାର ସୁରକ୍ଷା ଏବଂ ଜଗନ୍ନାଥ ମନ୍ଦିରରେ ଅବ୍ୟବସ୍ଥା ପ୍ରସଙ୍ଗ ନେଇ ରାଜ୍ୟ ସରକାରଙ୍କ ଉପରେ ବର୍ଷିଲା କଂଗ୍ରେସ । 

Manoj Swain
  • Published: Monday, 06 November 2023
  • Updated: 06 November 2023, 04:04 PM IST

Sports

Latest News

ରତ୍ନଭଣ୍ଡାର ସୁରକ୍ଷା ଏବଂ ଜଗନ୍ନାଥ ମନ୍ଦିରରେ ଅବ୍ୟବସ୍ଥା ପ୍ରସଙ୍ଗ ନେଇ ରାଜ୍ୟ ସରକାରଙ୍କ ଉପରେ ବର୍ଷିଲା କଂଗ୍ରେସ । ଏନେଇ ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟରେ ଏକ ସାମ୍ବାଦିକ ସମ୍ମିଳନୀରେ କଂଗ୍ରେସ ନେତ୍ରୀ ଜୟଶ୍ରୀ ପାତ୍ର କହିଛନ୍ତି, ''ଭୋଟ୍ ରାଜନୀତିରେ ବିଜେଡି ସରକାର ଜଗନ୍ନାଥଙ୍କୁ ମଧ୍ୟ ବାଦ୍ ଦେଇନାହାନ୍ତି । ଭକ୍ତ ଏବଂ ଭଗବାନଙ୍କ ମଧ୍ୟରେ ବିଜେଡି ସରକାର ବାଧକ ସାଜିଛନ୍ତି । ରତ୍ନଭଣ୍ଡାର ସୁରକ୍ଷା ଏବଂ ଜଗନ୍ନାଥ ମନ୍ଦିରରେ ଅବ୍ୟବସ୍ଥା ନସୁଧୁରିଲେ କଂଗ୍ରେସ ରାଜରାସ୍ତାକୁ ଓହ୍ଲାଇବ । ଦଳ ପକ୍ଷରୁ ଆସନ୍ତା 9 ତାରିଖରେ ପ୍ରତି ବ୍ଲକ ଏବଂ ଏନଏସିରେ ଥିବା ଜଗନ୍ନାଥ ମନ୍ଦିରରେ ସଂକୀର୍ତ୍ତନ ସତ୍ୟାଗ୍ରହ କରାଯିବ।''

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos