‘ଦୀପ ଲିଭିଲା ବେଳେ ଜୋର ଜଳେ’

ଆଜି ନାମାଙ୍କନ ଭରିଛନ୍ତି ବିଜେପିର କଟକ ଲୋକସଭା ପ୍ରାର୍ଥୀ ଭର୍ତ୍ତୃହରି ମହତାବ।

Manoj Swain
  • Published: Friday, 03 May 2024
  • Updated: 03 May 2024, 06:47 PM IST

Sports

Latest News

ଆଜି ନାମାଙ୍କନ ଭରିଛନ୍ତି ବିଜେପିର କଟକ ଲୋକସଭା ପ୍ରାର୍ଥୀ ଭର୍ତ୍ତୃହରି ମହତାବ। ନାମାଙ୍କନ ଦାଖଲ ପରେ ଭର୍ତ୍ତୃହରି ମହତାବଙ୍କ ପ୍ରତିକ୍ରିୟା। ରାଜ୍ୟ ସରକାରଙ୍କୁ ଟାର୍ଗେଟ୍‌ କରି ଦୀପ ଲିଭିଲା ବେଳେ ଜୋର ଜଳେ କହିଲେ ଭର୍ତ୍ତୃହରି। ଓଡ଼ିଆ ଅସ୍ମିତା ଓ ସ୍ବାଭିମାନ ପାଇଁ ଆମର ଏହି ଲଢ଼େଇ। ତେବେ ସେ ଅଧିକ କଣ କହିଛନ୍ତି ଶୁଣନ୍ତୁ। 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos