ଦଳୀୟ କର୍ମକର୍ତ୍ତାଙ୍କୁ ଏମିତି ଆହ୍ୱାନ ଦେଲେ ଧର୍ମେନ୍ଦ୍ର

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର) ପ୍ରଧାନମନ୍ତ୍ରୀଙ୍କ ପୂର୍ବୋଦୟ ମିଶନକୁ ସଫଳ କରିବାକୁ ଦଳର କାର୍ଯ୍ୟକର୍ତ୍ତା ଏକ ଲକ୍ଷ୍ୟ ନେଇ କାମ କରନ୍ତୁ ବୋଲି ଆହ୍ୱାନ ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।  ବିଜେପି ରାଜ୍ୟ କାର୍ଯ୍ୟକାରିଣୀରେ ଯୋଗ ଦେଇ ଧର୍ମେନ୍ଦ୍ର କହିଛନ୍ତି ପୂର୍ବାପେକ୍ଷା ଦୁଇଗୁଣା ପରିଶ୍ରମ କରିବାକୁ ପଡ଼ିବ।  କାର୍ଯ୍ୟକର୍ତ୍ତାଙ୍କ ପରିଶ୍ରମ ଓ ଜନଆଶୀର୍ବାଦ ଯୋଗୁଁ ଆମେ ଆଗକୁ ବଢୁଛେ।  ସେବା, ସଂଗଠନ, ସଂପର୍କ, ସଂଘର୍ଷ ଆଧାରରେ ଦଳକୁ ଆହୁରି ମଜବୁତ କରିବାକୁ ସେ କାଅର୍ଯ୍ୟକର୍ତ୍ତାକୁ ପରାମର୍ଶ ଦେଇଛନ୍ତି।  ରାଜ୍ୟରେ ବିଜେପି […]

dharmendra-pradhan

dharmendra-pradhan

Tapas Behera
  • Published: Sunday, 07 March 2021
  • Updated: 07 March 2021, 08:23 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର) ପ୍ରଧାନମନ୍ତ୍ରୀଙ୍କ ପୂର୍ବୋଦୟ ମିଶନକୁ ସଫଳ କରିବାକୁ ଦଳର କାର୍ଯ୍ୟକର୍ତ୍ତା ଏକ ଲକ୍ଷ୍ୟ ନେଇ କାମ କରନ୍ତୁ ବୋଲି ଆହ୍ୱାନ ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।  ବିଜେପି ରାଜ୍ୟ କାର୍ଯ୍ୟକାରିଣୀରେ ଯୋଗ ଦେଇ ଧର୍ମେନ୍ଦ୍ର କହିଛନ୍ତି ପୂର୍ବାପେକ୍ଷା ଦୁଇଗୁଣା ପରିଶ୍ରମ କରିବାକୁ ପଡ଼ିବ।  କାର୍ଯ୍ୟକର୍ତ୍ତାଙ୍କ ପରିଶ୍ରମ ଓ ଜନଆଶୀର୍ବାଦ ଯୋଗୁଁ ଆମେ ଆଗକୁ ବଢୁଛେ।  ସେବା, ସଂଗଠନ, ସଂପର୍କ, ସଂଘର୍ଷ ଆଧାରରେ ଦଳକୁ ଆହୁରି ମଜବୁତ କରିବାକୁ ସେ କାଅର୍ଯ୍ୟକର୍ତ୍ତାକୁ ପରାମର୍ଶ ଦେଇଛନ୍ତି।  ରାଜ୍ୟରେ ବିଜେପି ପାଇଁ କେବଳ ରାଜ୍ୟ ସରକାରଙ୍କ ଦୋଷପୂର୍ଣ୍ଣ ନକରାତ୍ମକ ଭୋଟ୍ ନୁହେଁ ବରଂ ପ୍ରଧାନମନ୍ତ୍ରୀଙ୍କ ନାଁରେ ସକାରାତ୍ମକ ଭୋଟର ବିରାଟ ଯୋଗଦାନ ରହିବ ବୋଲି ସେ କହିଛନ୍ତି ।  ନୂଆ ଓ ଆତ୍ମନିର୍ଭର ଓଡ଼ିଶାର ଲକ୍ଷ୍ୟ ପୂରଣ ପାଇଁ ଦୁଇ ଗୁଣା ପରିଶ୍ରମ ଜରୁରୀ ବୋଲି ସେ କର୍ମକର୍ତ୍ତାଙ୍କୁ ଆହ୍ୱାନ ଦେଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story