୪୦ ବର୍ଷ ଧରି ପିପିଲିରେ ଶାନ୍ତି ହଜି ଯାଇଛି: ଧର୍ମେନ୍ଦ୍ର

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ପିପିଲି ଉପନିର୍ବାଚନ ପାଇଁ ଆଜି ପ୍ରଚାର ମଇଦାନକୁ ଓହ୍ଲାଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଏହି ଅବସରରେ ଶ୍ରୀ ପ୍ରଧାନ ବିରୋଧୀଙ୍କୁ ଟାର୍ଗେଟ୍ କରିବା ସହ ବିଜେପି ପ୍ରାର୍ଥୀ ଆଶ୍ରିତ ପଟ୍ଟନାୟକଙ୍କ ପାଇଁ ଭୋଟ୍ ଭିକ୍ଷା କରିଛନ୍ତି। ଧର୍ମେନ୍ଦ୍ର କହିଛନ୍ତି, ପିପିଲି ଓଡ଼ିଆ ଓ ଜଗନ୍ନାଥ ସଂସ୍କୃତିର ମୁଖଶାଳା। ମହାପ୍ରଭୁଙ୍କ ଦର୍ଶନ ପାଇଁ ସମସ୍ତଙ୍କୁ ପିପିଲି ମାଟି ଦେଇ ଯିବାକୁ ପଡେ। ଠିକ୍ ୧୦୦ ବର୍ଷ ତଳେ ମହାତ୍ମା ଗାନ୍ଧି ଓଡ଼ିଶା ଆସିଥିଲେ। ଆଉ […]

Dharmendra-Pradhan

Dharmendra-Pradhan

Ranjit Kumar Jena
  • Published: Tuesday, 13 April 2021
  • Updated: 13 April 2021, 09:47 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ପିପିଲି ଉପନିର୍ବାଚନ ପାଇଁ ଆଜି ପ୍ରଚାର ମଇଦାନକୁ ଓହ୍ଲାଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଏହି ଅବସରରେ ଶ୍ରୀ ପ୍ରଧାନ ବିରୋଧୀଙ୍କୁ ଟାର୍ଗେଟ୍ କରିବା ସହ ବିଜେପି ପ୍ରାର୍ଥୀ ଆଶ୍ରିତ ପଟ୍ଟନାୟକଙ୍କ ପାଇଁ ଭୋଟ୍ ଭିକ୍ଷା କରିଛନ୍ତି।

ଧର୍ମେନ୍ଦ୍ର କହିଛନ୍ତି, ପିପିଲି ଓଡ଼ିଆ ଓ ଜଗନ୍ନାଥ ସଂସ୍କୃତିର ମୁଖଶାଳା। ମହାପ୍ରଭୁଙ୍କ ଦର୍ଶନ ପାଇଁ ସମସ୍ତଙ୍କୁ ପିପିଲି ମାଟି ଦେଇ ଯିବାକୁ ପଡେ। ଠିକ୍ ୧୦୦ ବର୍ଷ ତଳେ ମହାତ୍ମା ଗାନ୍ଧି ଓଡ଼ିଶା ଆସିଥିଲେ। ଆଉ ଗାନ୍ଧିଜୀ ୧୯୩୮ ମସିହାରେ ପିପିଲି, ଡେଲାଙ୍ଗ ଓ ବେରୋବୋଇ ଅଞ୍ଚଳରେ କ୍ୟାମ୍ପ କରିଥିଲେ। ତାଙ୍କ ସହ କସ୍ତୁରବା, ସର୍ଦ୍ଦାର ବଲ୍ଲଭଭାଇ ପଟେଲ, ମହାଦେବ ଦେଶାଇ, ଡ. ହରେକୃଷ୍ଣ ମହତାବ, ଗୋପବନ୍ଧୁ ଚୌଧୁରୀ, ନବକୃଷ୍ଣ ଚୌଧୁରୀ, ରମାଦେବୀ, ମାଳ ଦେବୀ, ଆଚାର୍ଯ୍ୟ ହରିହରଙ୍କ ଭଳି କିଛି ତୁଙ୍ଗ ନେତା ଏଠାକୁ ଆସିଥିଲେ। ସେ ସମୟରେ ଦେଶର ସ୍ୱତନ୍ତ୍ରତା ସଂଗ୍ରାମ ପାଇଁ ଅର୍ଥନୀତି, ସ୍ୱଦେଶୀ ନୀତି, ଖଦି, ଜାତିପ୍ରଥା, ସେବା ଏବଂ ବିଭିନ୍ନ ସୁଧାର ଉପରେ ଏଠାରେ ଆଲୋଚନା ହୋଇଥିଲା।

ଶ୍ରୀ ପ୍ରଧାନ ଆହୁରି କହିଛନ୍ତି, ଗଣତନ୍ତ୍ର ଓ ଶାନ୍ତି ଭାଇଚାରା ହେଉଛି ସ୍ୱାଧୀନତାର ସବୁଠାରୁ ବଡ଼ ଉପଲବ୍ଧି। ବିଗତ ୪୦ ବର୍ଷ ପାଖାପାଖି ପିପିଲିରେ ଶାନ୍ତି ହଜି ଯାଇଛି। ତେଣୁ ମୁଁ ସମସ୍ତ ଭୋଟରଙ୍କୁ ନିବେଦନ କରୁଛି ଯେ ସମସ୍ତେ ଗଣତନ୍ତ୍ର ଉପାୟକୁ ଅବଲମ୍ବନ କରି ପିପିଲିର ମୂଳ ସମସ୍ୟା ବା ଶାନ୍ତିକୁ ଫେରାଇ ଆଣନ୍ତୁ। ମୁଁ ସବୁ ରାଜନୀତିକ ଦଳକୁ ନିର୍ବାଚନ ସମୟରେ ଶାନ୍ତି ଆପଣାଇବା ପାଇଁ ନିବେଦନ କରୁଛି। ଯଦି ଶାନ୍ତି ରହିବ ତାହେଲେ ବିକାଶ ହେବ, ରୋଜଗାର ବଢ଼ିବ, ଲୋକଙ୍କର ଦାରିଦ୍ର୍ୟତା ମୁକ୍ତି ହେବ, ପିପିଲିର ଚାନ୍ଦୁଆ ବି ବିକ୍ରି ହେବ, ପିପିଲିର କୃଷି ଉତ୍ପାଦନ ସାମଗ୍ରୀ ମଧ୍ୟ ବିକାଶ ହେବ। ତେଣୁ ଶାନ୍ତି ପାଇଁ ଭୋଟ୍ ହେବା ଦରକାର।

ଫନି ପାଇଁ ଯେଉଁ ଟଙ୍କା ଆସିଥିଲା, ତାହା ଆଜି ପର୍ଯ୍ୟନ୍ତ ଲୋକମାନଙ୍କୁ ମିଳିପାରିଲା ନାହିଁ। ସେହିପରି କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନା ଗୁଡ଼ିକର ଲାଭ ସର୍ବସମାଜକୁ ମିଳୁ ବୋଲି ଶ୍ରୀ ପ୍ରଧାନ କହିଛନ୍ତି। ପିପିଲିରେ ଶାନ୍ତିପୂର୍ଣ୍ଣ ଓ ନିରପେକ୍ଷ ନିର୍ବାଚନ ପାଇଁ ମୁଁ ଡିଜିଙ୍କୁ ନିବେଦନ କରିଛି। ଏହା ସହ ନିର୍ବାଚନ କମିଶନଙ୍କୁ ନିବେଦନ କରୁଛି ଯେ ପିପିଲିରେ ଶାନ୍ତି ପ୍ରତିଷ୍ଠା ସହ ନିରପେକ୍ଷତା ଅବଲମ୍ବନ କରାଯାଉ। ଶାନ୍ତି ହେଲେ ହିଁ ବିକାଶ ହେବ। ପ୍ରଧାନମନ୍ତ୍ରୀ ଯେଉଁ 'ସବ୍ କା ସାଥ୍ ସବକା ବିକାଶ' କଥା କୁହନ୍ତି, ତାହା ଏଠାରେ କାର୍ଯ୍ୟକାରୀ ହେବା ଦରକାର ବୋଲି ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story