ପଦ୍ମ ଧରିଲେ NACର ପୂର୍ବତନ ଅଧ୍ୟକ୍ଷ ପୂର୍ଣ୍ଣଚନ୍ଦ୍ର ରାଉତ

ବିଜେପିରେ ଯୋଗ ଦେଲେ ରାଜଗାଙ୍ଗପୁର ପୌର ପରିଷଦର ପୂର୍ବତନ ଅଧ୍ୟକ୍ଷ ପୂର୍ଣ୍ଣଚନ୍ଦ୍ର ରାଉତ।

Manoj Swain
  • Published: Monday, 18 March 2024
  • Updated: 18 March 2024, 09:02 PM IST

Sports

Latest News

ବିଜେପିରେ ଯୋଗ ଦେଲେ ରାଜଗାଙ୍ଗପୁର ପୌର ପରିଷଦର ପୂର୍ବତନ ଅଧ୍ୟକ୍ଷ ପୂର୍ଣ୍ଣଚନ୍ଦ୍ର ରାଉତ। ଆଜି ବିଜେଡିର ପୂର୍ବତନ ନେତା ପୂର୍ଣ୍ଣଚନ୍ଦ୍ର ରାଉତ ରାଜ୍ୟ କାର୍ଯ୍ୟାଳୟରେ ବିଜେପିରେ ସାମିଲ ହୋଇଛନ୍ତି। ପୂର୍ବତନ ରାଜ୍ୟ ସଭାପତି କେଭି ସିଂଦେଓ ଏବଂ ସାଂସଦ ଜୁଏଲ ଓରାମଙ୍କ ଉପସ୍ଥିତିରେ ସାମିଲ ହେଲେ। 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos