ରନ୍ଧନ ଗ୍ୟାସ ଦରବୃଦ୍ଧି: ୨୨ରୁ ୩ଦିନ ଧରି ବିଜେଡି କରିବ ବିକ୍ଷୋଭ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଏଲପିଜି ରନ୍ଧନ ଗ୍ୟାସର ଅହେତୁକ ଦର ବୃଦ୍ଧି ଯୋଗୁ ରାଜ୍ୟର ମା’ ଓ ଭଉଣୀମାନେ ପ୍ରଭାବିତ ହୋଇଛନ୍ତି। ସାଢ଼େ ୩ବର୍ଷରେ ଏଲପିଜି ସିଲିଣ୍ଡର ପିଛା ୭୦% ଦରବୃଦ୍ଧି ହୋଇଛି, ଯାହାକି ଅତ୍ୟନ୍ତ ଯନ୍ତ୍ରଣାଦାୟକ। ଏହି ଦରବୃଦ୍ଧି ପ୍ରତିବାଦରେ ବିଜେଡି ଆସନ୍ତା ୨୨ତାରିଖରୁ ରାଜସ୍ୱ ଡିଭିଜନ(ଆରଡିସି)ସ୍ତରରେ ବିକ୍ଷୋଭ ଓ ପ୍ରତିବାଦ କରିବା ସହ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ସ୍ମାରକପତ୍ର ଦେବ ବୋଲି କହିଛି। ଆଜି ବିଜେଡି ଉପସଭାନେତ୍ରୀ ପ୍ରମିଳା ମଲ୍ଲିକ, ଯୁବ ସଭାପତି ବ୍ୟୋମକେଶ ରାୟ, ଛାତ୍ର […]

bjd

bjd

Ordigital Desk
  • Published: Wednesday, 17 November 2021
  • Updated: 17 November 2021, 09:14 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଏଲପିଜି ରନ୍ଧନ ଗ୍ୟାସର ଅହେତୁକ ଦର ବୃଦ୍ଧି ଯୋଗୁ ରାଜ୍ୟର ମା’ ଓ ଭଉଣୀମାନେ ପ୍ରଭାବିତ ହୋଇଛନ୍ତି। ସାଢ଼େ ୩ବର୍ଷରେ ଏଲପିଜି ସିଲିଣ୍ଡର ପିଛା ୭୦% ଦରବୃଦ୍ଧି ହୋଇଛି, ଯାହାକି ଅତ୍ୟନ୍ତ ଯନ୍ତ୍ରଣାଦାୟକ। ଏହି ଦରବୃଦ୍ଧି ପ୍ରତିବାଦରେ ବିଜେଡି ଆସନ୍ତା ୨୨ତାରିଖରୁ ରାଜସ୍ୱ ଡିଭିଜନ(ଆରଡିସି)ସ୍ତରରେ ବିକ୍ଷୋଭ ଓ ପ୍ରତିବାଦ କରିବା ସହ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ସ୍ମାରକପତ୍ର ଦେବ ବୋଲି କହିଛି।

ଆଜି ବିଜେଡି ଉପସଭାନେତ୍ରୀ ପ୍ରମିଳା ମଲ୍ଲିକ, ଯୁବ ସଭାପତି ବ୍ୟୋମକେଶ ରାୟ, ଛାତ୍ର ସଭାପତି ଦେବୀରଞ୍ଜନ ତ୍ରିପାଠୀ ଓ ବିଧାୟକ ପ୍ରଣବ ବଳବନ୍ତରାୟ ମିଳିତ ଭାବେ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ, ଏବେ ରନ୍ଧନ ଗ୍ୟାସ ସିଲିଣ୍ଡର ଦର ପିଛା ହଜାରେ ଟଙ୍କା ହେଲାଣି। କୌଣସି ସରକାରରେ ରନ୍ଧନ ଗ୍ୟାସ ମୂଲ୍ୟ ୭୦% ବୃଦ୍ଧି ପାଇନଥିଲା।

୨୦୧୬-୧୭ରେ ସିଲିଣ୍ଡର ପିଛା ୫୪୯.୬୯ଟଙ୍କା ଥିବାବେଳେ ଏବେ ଏହା ୯୨୬ଟଙ୍କାରେ ପହଂଚିଛି । ଅର୍ଥାତ୍ ମାତ୍ର ସାଢ଼େ ୩ବର୍ଷରେ ଏହି ଦର ୩୭୬.୩୧ଟଙ୍କା ବୃଦ୍ଧି ପାଇଛି । ମା’ ଭଉଣୀଙ୍କ ପ୍ରତି ଏହା ହେଉଛି କେନ୍ଦ୍ର ସରକାରଙ୍କ ଅବଦାନ। କେନ୍ଦ୍ରର ଆଚ୍ଛେଦିନ ଏବେ ଦୁର୍ଦ୍ଦିନରେ ପରିଣତ ହୋଇଛି । କେନ୍ଦ୍ର ସରକାରଙ୍କ ଉଜ୍ଜ୍ୱଳା ଯୋଜନା ଏବେ ଏକ ପ୍ରହସନ ହୋଇଛି । ଯେତିକି ଗ୍ୟାସ ରିଫିଲିଂ ହେବା କଥା ସେତିକି ହେଉନି। ଚୁଲିରେ ରୋଷେଇ କରିବା ପାଇଁ ମହିଳାମାନେ ବାଧ୍ୟ ହେଉଛନ୍ତି। ଉଜ୍ୱଳା ଯୋଜନା-୨ ଆରମ୍ଭ କରିବା କେବଳ ରାଜନୀତି ଓ ୟୁପି ନିର୍ବାଚନକୁ ଆଖିରେ ରଖି କେନ୍ଦ୍ର ସରକାର ଏହି ରାଜନୀତି କରୁଛନ୍ତି ବୋଲି ବିଜେଡି ଅଭିଯୋଗ କରିଛି।

ବିଜେଡି ଆସନ୍ତା ୨୨ତାରିଖରେ କଟକ, ୨୩ତାରିଖରେ ସମ୍ବଲପୁର ଓ ୨୪ତାରିଖରେ ବ୍ରହ୍ମପୁର ଆରଡିସି କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ଓ ପ୍ରତିବାଦ କରିବ । ଏହି ବିକ୍ଷୋଭ କାର୍ଯ୍ୟକ୍ରମରେ ଦଳର ମହିଳା, ଯୁବ ଓ ଛାତ୍ର ନେତା ଓ କର୍ମୀମାନେ ସାମିଲ ହେବେ । ମା’ ଭଉଣୀମାନଙ୍କୁ ନେଇ ବିଜେଡି ରାଜରାସ୍ତାକୁ ଓହ୍ଲାଇବ । ପ୍ରତିବାଦ ସହ ଆନ୍ଦୋଳନକୁ ଜୋରଦାର କରିବ । କେନ୍ଦ୍ର ସରକାର ଯଦି ଏଥିପ୍ରତି ଦୃଷ୍ଟି ନଦେବେ ତା’ହେଲେ ଦଳ ଆଗାମୀ ଦିନରେ ପ୍ରତି ବ୍ଲକକୁ ଯିବ ଓ ଆନ୍ଦୋଳନ କରିବ ବୋଲି ବିଜେଡି କହିଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story