ବାଇ-ଲ ପ୍ରସଙ୍ଗ: ସାଂସଦ-ମନ୍ତ୍ରୀ ମୁହାଁମୁହିଁ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): NMA ବାଇ-ଲ ର ନୂଆ ତଥ୍ୟ ସାମନାକୁ ଆସିବା ପରେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ ବାରମ୍ବାର ରାଜ୍ୟ ସରକାରଙ୍କୁ ଟାର୍ଗେଟ୍ କରିଆସୁଛନ୍ତି। ଏବେ ଏହି ପ୍ରସଙ୍ଗକୁ ନେଇ ପୁଣିଥରେ ମୁହାଁମୁହିଁ ହୋଇଛନ୍ତି ସାଂସଦ ଅପରାଜିତ ଓ ମନ୍ତ୍ରୀ ଅଶୋକ ପଣ୍ଡା। ମନ୍ତ୍ରୀ ଅଶୋକ ପଣ୍ଡା ବାଇ-ଲ ପ୍ରସଙ୍ଗକୁ ନେଇ ସାଂସଦଙ୍କୁ ୪ଟି ପ୍ରଶ୍ନ ପଚାରିଥିଲେ। ମନ୍ତ୍ରୀ ପଚାରିଛନ୍ତି ଯେ ସଂସଦରେ ବାଇ-ଲ ପ୍ରସଙ୍ଗ ନ ଉଠାଇ ହାତଛଡ଼ା କରିବା ଉଚିତ କି […]

Aparajita Sarangi

Aparajita Sarangi

Ranjit Kumar Jena
  • Published: Wednesday, 24 February 2021
  • Updated: 24 February 2021, 05:49 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): NMA ବାଇ-ଲ ର ନୂଆ ତଥ୍ୟ ସାମନାକୁ ଆସିବା ପରେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ ବାରମ୍ବାର ରାଜ୍ୟ ସରକାରଙ୍କୁ ଟାର୍ଗେଟ୍ କରିଆସୁଛନ୍ତି। ଏବେ ଏହି ପ୍ରସଙ୍ଗକୁ ନେଇ ପୁଣିଥରେ ମୁହାଁମୁହିଁ ହୋଇଛନ୍ତି ସାଂସଦ ଅପରାଜିତ ଓ ମନ୍ତ୍ରୀ ଅଶୋକ ପଣ୍ଡା। ମନ୍ତ୍ରୀ ଅଶୋକ ପଣ୍ଡା ବାଇ-ଲ ପ୍ରସଙ୍ଗକୁ ନେଇ ସାଂସଦଙ୍କୁ ୪ଟି ପ୍ରଶ୍ନ ପଚାରିଥିଲେ।

ମନ୍ତ୍ରୀ ପଚାରିଛନ୍ତି ଯେ ସଂସଦରେ ବାଇ-ଲ ପ୍ରସଙ୍ଗ ନ ଉଠାଇ ହାତଛଡ଼ା କରିବା ଉଚିତ କି ? ମୋ ଦଳ ଏବଂ ତାଙ୍କ ଦଳର ସାଂସଦ କେନ୍ଦ୍ର ସଂସ୍କୃତି ମନ୍ତ୍ରୀଙ୍କୁ ଭେଟିଲେ, ମାତ୍ର କୌଣସି ବି ଫଟୋରେ ସାଂସଦ ଅପରାଜିତାଙ୍କ କାହିଁକି ଦେଖା ନଥିଲା? କେନ୍ଦ୍ର ସଂସଦୀୟ ବ୍ୟାପାର ମନ୍ତ୍ରୀ ଡାକିବା ସତ୍ତ୍ୱେ ସାଂସଦ କାହିଁକି ଗଲେ ନାହିଁ? ANM ପାଇଁ ଏଏସଆଇ କୋଲକାତାର ରିଜିଓନାଲ୍ ଡାଇରେକ୍ଟର ଭାରପ୍ରାପ୍ତ ଅଧିକାରୀ, ତେବେ ସାଂସଦ କାହିଁକି ରାଜ୍ୟ ସରକାର ଓ ରାଜ୍ୟ ସଂସ୍କୃତି ବିଭାଗ ଅବହେଳା କରୁଛି ବୋଲି କହି ବୁଲୁଛନ୍ତି ବୋଲି ପ୍ରଶ୍ନ କରିଛନ୍ତି ଅଶୋକ।

ତେବେ ମନ୍ତ୍ରୀ ଅଶୋକଙ୍କ ପ୍ରଶ୍ନର ଜବରଦସ୍ତ ଜବାବ ଦେଇଛନ୍ତି ସାଂସଦ ଅପରାଜିତା। ସାଂସଦ ଅପରାଜିତ କହିଛନ୍ତି, ପ୍ରଥମେ ମୁଁ ଯେଉଁସବୁ ପ୍ରଶ୍ନ ପଚାରିଥିଲି, ତା'ର ଉତ୍ତର ପାଇଲା ପରେ ଉତ୍ତର ଦେବି। ଅଶୋକଙ୍କ ପ୍ରଶ୍ନ ନେଇ ପ୍ରତିକ୍ରିୟା ରଖି ଅପରାଜିତା କହିଛନ୍ତି, ଫେବ୍ରୁଆରୀ ୧୫ରେ ରାଜ୍ୟ ସରକାରଙ୍କୁ ୫ଟି ପ୍ରଶ୍ନ ପଚରାଯାଇଥିଲା। ସରକାର ଏପର୍ଯ୍ୟନ୍ତ ସେସବୁ ପ୍ରଶ୍ନର ଉତ୍ତର ଦେଇନାହାନ୍ତି। ସେହିସବୁ ପ୍ରଶ୍ନର ଉତ୍ତର ରାଜ୍ୟ ସରକାର ଦିଅନ୍ତୁ। ସେହିସବୁ ଉତ୍ତର ପାଇଲେ ଜଣେ କାହିଁକି, ରାଜ୍ୟ ସରକାରଙ୍କ ସବୁ ମନ୍ତ୍ରୀଙ୍କ ଉତ୍ତର ଦେବି ବୋଲି କହିଛନ୍ତି ଅପରାଜିତା।

ରାଜ୍ୟ ସରକାରଙ୍କୁ ପଚାରିଥିବା ଅପରାଜିତଙ୍କ ୫ ପ୍ରଶ୍ନ
୧. ପୁରାତନ କୀର୍ତ୍ତିରାଜି ଏବଂ ଐତିହ୍ୟରେ ଭରପୁର ହୋଇଥିବା ଅଞ୍ଚଳରେ ସମସ୍ତ ଉଚ୍ଛେଦ ପ୍ରକ୍ରିୟାରେ ASIକୁ କାହିଁକି ସାମିଲ କରାଯାଇ ନାହିଁ?

୨. ଲିଙ୍ଗରାଜ ଏବଂ ପୁରୀ ମନ୍ଦିର ପରିସର ଉନ୍ନତିକରଣ ପାଇଁ ହୋଇଥିବା ଡିପିଆର୍ ସମ୍ବନ୍ଧରେ ରାଜ୍ୟବାସୀଙ୍କୁ କାହିଁକି ଅବଗତ କରାଯାଇ ନାହିଁ, ଏହାକୁ ଗୋପନ ରଖିବା ପଛରେ କି ମନ୍ଦ ଉଦ୍ଦେଶ୍ୟ ରହିଛି ?

୩. NMA ବାଇ-ଲରେ କୌଣସି ପରାମର୍ଶ କିମ୍ବା ଅବଜେକସନ୍ ପରିବର୍ତ୍ତେ ଏହାର ପ୍ରତ୍ୟାହାର ଓ ଉଚ୍ଛେଦ ଦାବି କାହିଁକି ?

୪. ଯେଉଁ ଆର୍କିଓଲୋଜିକାଲ୍ ଫାର୍ମ ଜଗନ୍ନାଥ ମନ୍ଦିର, ପୁରୀ ଓ ଲିଙ୍ଗରାଜ ମନ୍ଦିର ବିକାଶର ରୂପରେଖ ପ୍ରସ୍ତୁତ କରୁଛନ୍ତି, ସେହି ଫାର୍ମର ଆବଶ୍ୟକ ଯୋଗ୍ୟତା ଅଛି ନା ନାହିଁ ସରକାର ସ୍ପଷ୍ଟ କରିବେ କି ?

୫. କିର୍ତ୍ତୀରାଜି ଉତ୍ପାଟନ ପୂର୍ବରୁ ଉଚ୍ଛେଦ ପ୍ରକ୍ରିୟା ଅନ୍ତର୍ଗତ ସମସ୍ତ ନୀତି ନିୟମ ସରକାର ଅନୁସରଣ କରିଛନ୍ତି ତ?

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story