ବଜେଟ୍ ଅତ୍ୟନ୍ତ ନୈରାଶ୍ୟଜନକ: କଂଗ୍ରେସ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର) : ୨୦୨୧-୨୨ ଆର୍ଥିକ ବର୍ଷର ବଜେଟ୍ ସମ୍ପୂର୍ଣ୍ଣ ଭାବେ ଋଣ ଓ କେନ୍ଦ୍ର ଉପରେ ନିର୍ଭରଶୀଳ ବୋଲି କଂଗ୍ରେସ କହିଛି। ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ ଅର୍ଥ ମନ୍ତ୍ରୀ ପଂଚାନନ କାନୁନଗୋ କହିଛନ୍ତି ଯେ, ଆୟ ଦୃଷ୍ଟିରୁ ଦେଖିଲେ ବଜେଟରେ ରାଜ୍ୟର ରାଜସ୍ୱ ଆୟ ୩୭ ହଜାର କୋଟି, ଅଣ ରାଜସ୍ୱ ଆୟ ୨୦ ହଜାର କୋଟି ଟଙ୍କାର ଆକଳନ କରାଯାଇଛି। ଋଣ ବାବଦରେ ୪୩ ହଜାର କୋଟି ଟଙ୍କା ଆଣିଲେ […]

congress

congress

Ranjit Kumar Jena
  • Published: Monday, 22 February 2021
  • Updated: 22 February 2021, 09:22 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର) : ୨୦୨୧-୨୨ ଆର୍ଥିକ ବର୍ଷର ବଜେଟ୍ ସମ୍ପୂର୍ଣ୍ଣ ଭାବେ ଋଣ ଓ କେନ୍ଦ୍ର ଉପରେ ନିର୍ଭରଶୀଳ ବୋଲି କଂଗ୍ରେସ କହିଛି। ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ ଅର୍ଥ ମନ୍ତ୍ରୀ ପଂଚାନନ କାନୁନଗୋ କହିଛନ୍ତି ଯେ, ଆୟ ଦୃଷ୍ଟିରୁ ଦେଖିଲେ ବଜେଟରେ ରାଜ୍ୟର ରାଜସ୍ୱ ଆୟ ୩୭ ହଜାର କୋଟି, ଅଣ ରାଜସ୍ୱ ଆୟ ୨୦ ହଜାର କୋଟି ଟଙ୍କାର ଆକଳନ କରାଯାଇଛି।

ଋଣ ବାବଦରେ ୪୩ ହଜାର କୋଟି ଟଙ୍କା ଆଣିଲେ ହିଁ ରାଜସ୍ୱ ବଳକା ହେବ। ଅନ୍ୟପକ୍ଷରେ ୧ଲକ୍ଷ ୭୦ ହଜାର କୋଟି ଟଙ୍କାରୁ ଏହି ୧ଲକ୍ଷ କୋଟି ଟଙ୍କା ବାଦ୍ ଦେଲେ କେନ୍ଦ୍ରଠାରୁ ରାଜ୍ୟ ବଜେଟ୍ ୭୦ ହଜାର କୋଟି ଟଙ୍କାର ଭରସା ରଖିଛି। ଋଣ ଓ କେନ୍ଦ୍ରୀୟ ଅନୁଦାନ ମିଳିଲେ ହିଁ ୧ଲକ୍ଷ ୭୦ ହଜାର କୋଟି ଟଙ୍କାର ଆୟବରାଦ ସଫଳ ହେବ। ଏଥିରେ ସମସ୍ତେ ଆଶା କରିଥିଲେ ପ୍ରାଥମିକ ସ୍ୱାସ୍ଥ୍ୟକୁ ସଶକ୍ତ କରିବା ଅର୍ଥାତ ଆବଶ୍ୟକ ବ୍ୟବସ୍ଥା ପୂରଣ ପାଇଁ ଅର୍ଥ ମଞ୍ଜୁର କରାଯିବ, ତା’ ହୋଇ ନାହିଁ।

ଉଜୁଡ଼ି ଯାଇଥିବା ପ୍ରାଥମିକ ଶିକ୍ଷାକୁ ସଜାଡ଼ିବା ନିମନ୍ତେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଓ ବ୍ୟୟ ବରାଦ କରାଯିବ ତା ହୋଇ ନାହିଁ, ମହାନଦୀର ବୋହି ଯାଉଥିବା ବନ୍ୟାଜଳକୁ ରୋକିବା ନିମନ୍ତେ ପୂର୍ବରୁ ଘୋଷଣା ଥିଲେ ମଧ୍ୟ ବ୍ୟୟ ବରାଦରେ ତାହା ସ୍ପଷ୍ଟ ନୁହେଁ।

କରୋନା ମହାମାରୀ ସମୟରେ ୩୨୭୦ଟି ଅଣୁ, କ୍ଷୁଦ୍ର, ମଧ୍ୟମ ଶିଳ୍ପ ବନ୍ଦ ହୋଇଥିଲା ଓ ପୂର୍ବରୁ ଏହି ବର୍ଗର ବହୁ ଶିଳ୍ପ ଯଥା- ଚିନି କାରାଖାନା, ତେଲ କଳ, ଲୁଗା ଓ ସୂତାକଳର ପୁନଃଉଦ୍ଧାର ବ୍ୟବସ୍ଥା ପାଇଁ କୌଣସି ସୂଚନା ନାହିଁ। ଏଣୁ ନିଯୁକ୍ତି କ୍ଷେତ୍ର ପୂର୍ବ ବର୍ଷଠାରୁ ଆହୁରି ସଂକୁଚିତ ହେବ ବୋଲି କଂଗ୍ରେସ ନେତା ଶ୍ରୀ କାନୁନଗୋ କହିଛନ୍ତି। ନିଜ ପିଠି ନିଜେ ଯେତେ ଥାପୁଡ଼େଇ ବାହା ବାହା ନେବାରେ ଚେଷ୍ଟାକଲେ ମଧ୍ୟ ଓଡ଼ିଶାର ଆର୍ଥିକ ଦୁର୍ଗତି ଦିଗରେ ଆଉ ଗୋଟିଏ ପାହାଚ ନବୀନ ବାବୁଙ୍କ ସରକାର ଆରୋହଣ କଲେ ବୋଲି ଶ୍ରୀ କାନୁନଗୋ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story