ଦିଲ୍ଲୀରୁ ଫେରିବା ପରେ କ’ଣ କହିଲେ ଜୟନାରାୟଣ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଜୟନାରାୟଣ ମିଶ୍ରଙ୍କ ସମେତ ରାଜ୍ୟ ବିଜେପିର ୨୦ ଜଣ ବିଧାୟକ ଦିଲ୍ଲୀ ଗସ୍ତରେ ଥିବା ବେଳେ ସେମାନେ ସେଠାକୁ ନେତୃତ୍ୱ ପରିବର୍ତ୍ତନ ପାଇଁ ଯାଇଥିବା କଥା ଆଲୋଚନା ହେଉଥିଲା। କିନ୍ତୁ ଆଜି ଦିଲ୍ଲୀରୁ ଫେରିବା ପରେ ଜୟନାରାୟଣ ମିଶ୍ର ଏହାକୁ ଖଣ୍ଡନ କରିଛନ୍ତି। ଏହା ବେକାର କଥା ବୋଲି ସେ କହିଛନ୍ତି। ଜୟନାରାୟଣ ମିଶ୍ର କହିଛନ୍ତି, ଆମେ ଆମର ନେତା ପ୍ରଦୀପ୍ତ ନାଏକ (ବିରୋଧୀ ଦଳ ନେତା)ଙ୍କୁ ଭେଟିବାକୁ ଯାଇଥିଲୁ। କରୋନାରେ ଆକ୍ରାନ୍ତ […]

Jayanarayan Mishra

Jayanarayan Mishra

Jitendra Garnayak
  • Published: Sunday, 03 April 2022
  • Updated: 03 April 2022, 10:12 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଜୟନାରାୟଣ ମିଶ୍ରଙ୍କ ସମେତ ରାଜ୍ୟ ବିଜେପିର ୨୦ ଜଣ ବିଧାୟକ ଦିଲ୍ଲୀ ଗସ୍ତରେ ଥିବା ବେଳେ ସେମାନେ ସେଠାକୁ ନେତୃତ୍ୱ ପରିବର୍ତ୍ତନ ପାଇଁ ଯାଇଥିବା କଥା ଆଲୋଚନା ହେଉଥିଲା। କିନ୍ତୁ ଆଜି ଦିଲ୍ଲୀରୁ ଫେରିବା ପରେ ଜୟନାରାୟଣ ମିଶ୍ର ଏହାକୁ ଖଣ୍ଡନ କରିଛନ୍ତି। ଏହା ବେକାର କଥା ବୋଲି ସେ କହିଛନ୍ତି।

ଜୟନାରାୟଣ ମିଶ୍ର କହିଛନ୍ତି, ଆମେ ଆମର ନେତା ପ୍ରଦୀପ୍ତ ନାଏକ (ବିରୋଧୀ ଦଳ ନେତା)ଙ୍କୁ ଭେଟିବାକୁ ଯାଇଥିଲୁ। କରୋନାରେ ଆକ୍ରାନ୍ତ ହେବା ପରେ ବର୍ଷେ ହେଲାଣି ସେ ସୁସ୍ଥ ହୋଇନାହାନ୍ତି। ସେ ସେଠାରେ ବେଦାନ୍ତ ହସ୍ପିଟାଲ୍‌ରେ ଥିଲେ। ଏବେ ବେଦାନ୍ତ ହସ୍‌ପିଟାଲ୍‌ରୁ ଡିସ୍‌ଚାର୍ଜ ହୋଇ ତା’ ସାମ୍ନାରେ ଏକ ଆପାର୍ଟମେଣ୍ଟରେ ରହୁଛନ୍ତି। ତାଙ୍କୁ ଦେଖିବା ପାଇଁ ଆମେ ଯାଇଥିଲୁ। ତାଙ୍କୁ ଭେଟିଲୁ। ତା’ସହିତ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଅଶ୍ୱିନୀ ବୈଷ୍ଣବ ଓ ବିଶ୍ୱେଶ୍ୱର ଟୁଡୁଙ୍କୁ ଭେଟିଥିଲୁ। ଆମେ ଓଡ଼ିଶାର ବୋଲି ସେମାନେ ଡାକିଥିଲେ। ତେଣୁ ଭେଟିଥିଲୁ। ଦଳ ସଂପର୍କରେ ସେଠାରେ କିଛି ଆଲୋଚନା ହୋଇନି। ଆମେ ସେଥିପାଇଁ ସେଠାକୁ ଯାଇ ନଥିଲୁ।

ସେ କହିଛନ୍ତି, ଆମେ ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡାଙ୍କୁ ଭେଟି ନାହୁଁ। ପ୍ରଦୀପ୍ତ ନାଏକ ଅସୁସ୍ଥ ଅଛନ୍ତି। କରୋନା କଟକଣା ଯୋଗୁ ଆମେ ତାଙ୍କୁ ବର୍ଷେ ହେଲାଣି ଦେଖି ନଥିଲୁ। ଏବେ ହସ୍ପିଟାଲ୍‌ରୁ ବାହାରିଛନ୍ତି। ତଥାପି ଅକ୍ସିଜେନ୍ ସର୍ପୋଟରେ ଅଛନ୍ତି। ଏମିତି ଅବସ୍ଥାରେ ନେତୃତ୍ୱ ପରିବର୍ତ୍ତନ ପାଇଁ ଆମେ ଯାଇଥିବା କହିବାଟା ସମୀଚୀନ ନୁହେଁ।

ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି ପୃଥକ ଭାବେ ଦିଲ୍ଲୀ ଯିବା ନେଇ ଶ୍ରୀ ମିଶ୍ର କହିଛନ୍ତି ଯେ ତାଙ୍କୁ ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡା ଡାକିଥିଲେ। ରାଜ୍ୟ ପଦାଧିକାରୀମାନଙ୍କୁ ନଡ୍ଡାଜୀ ଡାକିଥିଲେ। ଆମକୁ କେହି ଡାକି ନଥିଲେ। ଆମେ ଦଳୀୟ ପଦାଧିକାରୀ ନୋହୁଁ। ବିଧାନସଭା ଶେଷ ହେବା ପରେ କେବଳ ପ୍ରଦୀପ୍ତ ଭାଇଙ୍କୁ ଦେଖିବାକୁ ଆମେ ଯାଇଥିଲୁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story