କ୍ୟାମେରା ଲେନ୍ସରେ ନବୀନଙ୍କ ଶପଥ ଉତ୍ସବ, ଦେଖନ୍ତୁ କିଛି ଝଲକ

ବୁଧବାର ପଞ୍ଚମ ଥର ଲାଗି ଓଡ଼ିଶାର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଭୁବନେଶ୍ୱର ସ୍ଥିତ ପ୍ରଦର୍ଶନୀ ପଡ଼ିଆରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍‌ ଭବ୍ୟ ସମାରୋହରେ ନବୀନଙ୍କ ସହ ଅନ୍ୟ ୨୦ ଜଣ ମନ୍ତ୍ରୀଙ୍କୁ ଗୋପନୀୟତାର ଶପଥ ପାଠ କରାଇଛନ୍ତି। ତେବେ ଏହି କାର୍ଯ୍ୟକ୍ରମରେ ଅନେକ ମାନ୍ୟଗଣ୍ୟ ଅତିଥି ଯୋଗ ଦେଇଥିଲେ। ତେବେ ଦେଖନ୍ତୁ କାର୍ଯ୍ୟକ୍ରମର କିଛି ଦୃଶ୍ୟ।  (ଫଟୋ- ରାକେଶ ରାଉଳ)  

bjd

bjd

Jyoshna Pradhan
  • Published: Wednesday, 29 May 2019
  • Updated: 29 May 2019, 02:57 PM IST

Sports

Latest News

ବୁଧବାର ପଞ୍ଚମ ଥର ଲାଗି ଓଡ଼ିଶାର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଭୁବନେଶ୍ୱର ସ୍ଥିତ ପ୍ରଦର୍ଶନୀ ପଡ଼ିଆରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍‌ ଭବ୍ୟ ସମାରୋହରେ ନବୀନଙ୍କ ସହ ଅନ୍ୟ ୨୦ ଜଣ ମନ୍ତ୍ରୀଙ୍କୁ ଗୋପନୀୟତାର ଶପଥ ପାଠ କରାଇଛନ୍ତି। ତେବେ ଏହି କାର୍ଯ୍ୟକ୍ରମରେ ଅନେକ ମାନ୍ୟଗଣ୍ୟ ଅତିଥି ଯୋଗ ଦେଇଥିଲେ। ତେବେ ଦେଖନ୍ତୁ କାର୍ଯ୍ୟକ୍ରମର କିଛି ଦୃଶ୍ୟ।  (ଫଟୋ- ରାକେଶ ରାଉଳ)

 

bjd-33

bjd

bjd

bjd

bjd

bjd

bjdbjd

bjd

BJD

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos