ମନ୍ତବ୍ୟ ଦେଇ ଲୁଲୁ-ସଞ୍ଜୟ ବିବାଦକୁ ବଢାଇଲେ ଦାମ

ଭୁବନେଶ୍ୱର: ଲୁଲୁ-ସଞ୍ଜୟ ବିବାଦ ଚର୍ଚ୍ଚାରେ ଥିବା ବେଳେ ସମବାୟ ମନ୍ତ୍ରୀ ଦାମୋଦର ରାଉତ ଏଥିରେ ଘିଅ ଢିଳିବା ପରି ମନ୍ତବ୍ୟ ଦେଇଛନ୍ତି। ଅପରାଧ ଯଦି ଧରା ନ ପଡ଼େ ତେବେ ଜଣେ କ’ଣ ଅପରାଧୀ ନୁହନ୍ତି ବୋଲି କଟାକ୍ଷ କରି କହିଛନ୍ତି ଦାମ। ଉଭୟ ଲୁଲୁ ଓ ସଞ୍ଜୟଙ୍କୁ ସେ ପରୋକ୍ଷରେ ସମାଲୋଚନା କରିଛନ୍ତି। ଲୁଲୁ କ’ଣ ନିଜକୁ ନିଷ୍କଳଙ୍କ ବୋଳି କହିପାରିବେ କି ବୋଲି ସେ ପ୍ରଶ୍ନ କରିଛନ୍ତି। ଦାମଙ୍କ ମନ୍ତବ୍ୟ ପରେ ସଞ୍ଜୟଙ୍କ ପାଇଁ […]

sanjaya_dama-lulu

sanjaya_dama-lulu

Rakesh Mallick
  • Published: Wednesday, 23 March 2016
  • Updated: 23 March 2016, 05:21 PM IST

Sports

Latest News

ଭୁବନେଶ୍ୱର: ଲୁଲୁ-ସଞ୍ଜୟ ବିବାଦ ଚର୍ଚ୍ଚାରେ ଥିବା ବେଳେ ସମବାୟ ମନ୍ତ୍ରୀ ଦାମୋଦର ରାଉତ ଏଥିରେ ଘିଅ ଢିଳିବା ପରି ମନ୍ତବ୍ୟ ଦେଇଛନ୍ତି। ଅପରାଧ ଯଦି ଧରା ନ ପଡ଼େ ତେବେ ଜଣେ କ’ଣ ଅପରାଧୀ ନୁହନ୍ତି ବୋଲି କଟାକ୍ଷ କରି କହିଛନ୍ତି ଦାମ। ଉଭୟ ଲୁଲୁ ଓ ସଞ୍ଜୟଙ୍କୁ ସେ ପରୋକ୍ଷରେ ସମାଲୋଚନା କରିଛନ୍ତି। ଲୁଲୁ କ’ଣ ନିଜକୁ ନିଷ୍କଳଙ୍କ ବୋଳି କହିପାରିବେ କି ବୋଲି ସେ ପ୍ରଶ୍ନ କରିଛନ୍ତି।

ଦାମଙ୍କ ମନ୍ତବ୍ୟ ପରେ ସଞ୍ଜୟଙ୍କ ପାଇଁ ବିଜେଡି ଛିଡା ହୋଇଥିବା ବେଳେ ଲୁଲୁ କହିଛନ୍ତି ମୁଁ କେବେ ବି କିଛି କରିନି।

ସମବାୟ ମନ୍ତ୍ରୀ ଦାମୋଦର ରାଉତ କହିଛନ୍ତି, “ଲୁଲୁ ଗାଡ଼ି କଥାକୁ ନେଇ ଅଭିଯୋଗ ଆଣିଛନ୍ତି। ସଞ୍ଜୟ ଦାସବର୍ମା କହୁଛନ୍ତି ପ୍ରମାଣ କର ବୋଲି। ଜଣେ ଅପରାଧ କରିବ ଆଉ ଯଦି ତାକୁ ପ୍ରମାଣ କରି ହେବ ନାହିଁ ସେ କ’ଣ ଅପରାଧୀ ହେବ ନାହିଁ। ଲୁଲୁ ମହାପାତ୍ରଙ୍କର କିଛି ଅଳଙ୍କ ନାହିଁ ବୋଲି ସେ କ’ଣ କହି ପାରିବେ। ଏପରି କଥା ଶୁଣିବାକୁ ଭଲ ଲାଗୁ ନାହିଁ।”

ବିଜେଡି ମୁଖପାତ୍ର କହିଛନ୍ତି, “ସିବିଆଇ ଅନୁଭବ କରୁଛନ୍ତି, ସଞ୍ଜୟ ଦାସବର୍ମାଙ୍କର ଏଥିରେ କୌଣସି ସମ୍ପୃକ୍ତି ନାହିଁ। ଏଥିପାଇଁ ତାଙ୍କୁ ତଦନ୍ତ ପରିସରଭୁକ୍ତ କରାଯାଇନାହିଁ। ସିବିଆଇ ଉପରେ ସନ୍ଦେହ କରିବା ଉଚିତ ହେବନାହିଁ।”

ବରିଷ୍ଠ କଂଗ୍ରେସ ନେତା ଲଲାଟେନ୍ଦୁ ବିଦ୍ୟାଧର ମହାପାତ୍ର କହିଛନ୍ତି, “କେହି ଆଙ୍ଗୁଳି ଦେଖାଇ କହି ଦେବ କୌଣସି ଗୋଟିଏ ଘଟଣାରେ ମୁଁ ସମ୍ପୃକ୍ତ ଅଛି। କେବେ ବି ବ୍ରହ୍ମଗିରିରେ କି ଓଡ଼ିଶାରେ କେଉଁଠି ଅଶାନ୍ତିର ବାତାବରଣ ସୃଷ୍ଟି କରିଛି।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story