ବିଜେଡିକୁ ଘାଇଲା ପାଇଁ ଗୌହାଟୀରେ ବ୍ଲୁ ପ୍ରିଣ୍ଟ୍ !

୨୦୨୪ରେ କେନ୍ଦ୍ରରେ ବିଜେପି ଆଉ ରାଜ୍ୟରେ ବଜେପି ସରକାର ପାଇଁ ପ୍ରସ୍ତୁତ ହେଲା ବଡ଼ ଯୋଜନା । ବିଜୟର ମନ୍ତ୍ର ଦେଲେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଓ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା।

Manoj Swain
  • Published: Friday, 07 July 2023
  • Updated: 07 July 2023, 04:59 PM IST

Sports

Latest News

ଗୌହାଟୀରେ ବିଜେଡିକୁ ଘାଇଲା କରିବା ପାଇଁ ପ୍ରସ୍ତୁତ ହେଲା ନକ୍ସା। ୨୦୨୪ରେ ଓଡ଼ିଶା ଦଖଲ ପାଇଁ ପ୍ରସ୍ତୁତ ହେଲା ପୂରା ଯୋଜନା। ଆଗମୀ ଦିନରେ ଆଉ ଟିକେ ଆଗ୍ରେସିଭ ଏବଂ ଆଟାକିଂ ହୋଇପାରେ ବିଜେପି । ୨୦୨୪ରେ କେନ୍ଦ୍ରରେ ବିଜେପି ଆଉ ରାଜ୍ୟରେ ବଜେପି ସରକାର ପାଇଁ ପ୍ରସ୍ତୁତ ହେଲା ବଡ଼ ଯୋଜନା । ବୈଠକରେ ପୂର୍ବାଞ୍ଚଳ ରାଜ୍ୟରେ ବିଜେପି ଅଧିକ ସିଟ୍ ଆଣିବା ପାଇଁ ହେଲା ଆଲୋଚନା। ସେପଟେ ଶରତ ଓ ଦେବୀ କହିଲେ କହିଲେ ଏହାର କୌଣସି ପ୍ରଭାବ ପଡ଼ିବନି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos