ମାମା ଆରମ୍ଭ କରିଦେଲେ,ଏଥର ଫୁଲ ଆକ୍ରମଣ !

ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ କହିଛନ୍ତି, ଓଡ଼ିଶାରେ ଚାଲିଛି ଆଉଟସୋର୍ସିଂ ସରକାର ।

Manoj Swain
  • Published: Wednesday, 14 February 2024
  • Updated: 14 February 2024, 12:24 PM IST

Sports

Latest News

ଆରମ୍ଭ ହୋଇଗଲା ନିର୍ବାଚନୀ ଗରମ, ଆସୁ ଆସୁ ଶିବରାଜ ବର୍ଷିଲେ ନବୀନ ସରକାରଙ୍କ ଉପରେ। ଆଗକୁ ଏହା ଜୋରଦାର ହେବ ବୋଲି ଆଶା କରାଯାଉଛି। ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ କହିଛନ୍ତି, ଓଡ଼ିଶାରେ ଚାଲିଛି ଆଉଟସୋର୍ସିଂ ସରକାର, ମା' ଭଉଣୀମାନେ ଏଠାରେ ଅସୁରକ୍ଷିତ ଅଛନ୍ତି। ଦେଖନ୍ତୁ ପୂରା ରିପୋର୍ଟ। 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos