ନୀରବତା ପଛରେ ବଡ କାରଣ

ବିଜେପି-ବିଜେଡି ମେଣ୍ଟ ହେବ କି? ଏହା କେବଳ ଏକ ଚର୍ଚ୍ଚା ନା ଏଥିରେ କିଛି ସତ୍ୟତା ରହିଛି, ତା’କୁ ନେଇ ରାଜନୀତିକ ସମୀକ୍ଷକମାନେ ମତ ଦେବାରେ ଲାଗିଛନ୍ତି।

Manoj Swain
  • Published: Monday, 11 March 2024
  • Updated: 11 March 2024, 11:21 AM IST

Sports

Latest News

ବିଜେପି-ବିଜେଡି ମେଣ୍ଟ ହେବ କି? ଏହା କେବଳ ଏକ ଚର୍ଚ୍ଚା ନା ଏଥିରେ କିଛି ସତ୍ୟତା ରହିଛି, ତା’କୁ ନେଇ ରାଜନୀତିକ ସମୀକ୍ଷକମାନେ ମତ ଦେବାରେ ଲାଗିଛନ୍ତି। ପ୍ରଥମେ ରାଜ୍ୟ ସଭାପତି ପରେ ଓଡିଶା ନିର୍ବାଚନ ପ୍ରଭାରି ଆଉ ଏବେ ସହ ପ୍ରଭାରୀ। ବିଜେପି ନେତାଙ୍କ ବୟାନ ସମାନ। 147 ବିଧାନସଭା ଓ 21 ଲୋକସଭା ସିଟରେ ବିଜେପି ଏକା ଲଢିବ। ସମସ୍ତ ସିଟରେ ଲଢିବାକୁ ଆମେ ପ୍ରସ୍ତୁତ ଥିବା କଥା କହିଛନ୍ତି। ମେଣ୍ଟ ଚର୍ଚ୍ଚା ଆପଣ କରୁଛନ୍ତି ଆମେ ନୁହେଁ। ଆମେ ସବୁ ସିଟ ପାଇଁ ପ୍ରସ୍ତୁତ ହେଉଛୁ । ଦିଲ୍ଲୀ ବୈଠକ ପ୍ରତିଟି ଲୋକସଭା ଏବଂ ବିଧାନସଭା ସିଟ ନେଇ ଚର୍ଚ୍ଚା ହୋଇଥିଲା । ଦେଖନ୍ତୁ ପୂରା ରିପୋର୍ଟ। 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos