ନୂଆ ବର୍ଷରେ ରାଜ୍ୟ ବିଜେପିର ନୂଆ ମଙ୍ଗୁଆଳଙ୍କୁ ନେଇ ଏବେଠାରୁ ଚର୍ଚ୍ଚା

ଭୁବନେଶ୍ୱର: ନୂଆ ବର୍ଷରେ ରାଜ୍ୟ ବିଜେପିର ନୂଆ ମଙ୍ଗୁଆଳ ଆସିବେ। ଏଥିପାଇଁ ଦଳର ସାଂଗଠନିକ କସରତ ଆରମ୍ଭ ହୋଇଯାଇଛି। ଗଲା ୩ଦିନ ଧରି ରାଜ୍ୟ ବିଜେପି କାର୍ଯ୍ୟାଳୟରେ ଚାଲିଛି ମାନସ ମନ୍ଥନ। ଆସନ୍ତା ୨୫ରୁ ୩୦ ତାରିଖ ମଧ୍ୟରେ ଜିଲ୍ଲା ସଭାପତି ଚୟନ ଶେଷ ହେବ। ଏହା ପରେ ସଭାପତି ଚୟନ ପ୍ରକ୍ରିୟା ଆରମ୍ଭ ହେବ। ଏ ଭିତରେ କିଛି ନାଁକୁ ନେଇ ଦଳରେ ଲାଗି ରହିଛି କଳ୍ପନା ଜଳ୍ପନା। ପ୍ରଭାରୀ ଅରୁଣ ସିଂ ଓ ଅନ୍ୟ […]

basanta-pratap-kanak-bijoy

basanta-pratap-kanak-bijoy

Rakesh Mallick
  • Published: Sunday, 13 December 2015
  • Updated: 13 December 2015, 04:34 PM IST

Sports

Latest News

ଭୁବନେଶ୍ୱର: ନୂଆ ବର୍ଷରେ ରାଜ୍ୟ ବିଜେପିର ନୂଆ ମଙ୍ଗୁଆଳ ଆସିବେ। ଏଥିପାଇଁ ଦଳର ସାଂଗଠନିକ କସରତ ଆରମ୍ଭ ହୋଇଯାଇଛି। ଗଲା ୩ଦିନ ଧରି ରାଜ୍ୟ ବିଜେପି କାର୍ଯ୍ୟାଳୟରେ ଚାଲିଛି ମାନସ ମନ୍ଥନ। ଆସନ୍ତା ୨୫ରୁ ୩୦ ତାରିଖ ମଧ୍ୟରେ ଜିଲ୍ଲା ସଭାପତି ଚୟନ ଶେଷ ହେବ। ଏହା ପରେ ସଭାପତି ଚୟନ ପ୍ରକ୍ରିୟା ଆରମ୍ଭ ହେବ। ଏ ଭିତରେ କିଛି ନାଁକୁ ନେଇ ଦଳରେ ଲାଗି ରହିଛି କଳ୍ପନା ଜଳ୍ପନା।

ପ୍ରଭାରୀ ଅରୁଣ ସିଂ ଓ ଅନ୍ୟ ବରିଷ୍ଠ ନେତାଙ୍କ ଉପସ୍ଥିତିରେ ରାଜ୍ୟ ପଦାଧିକାରୀ ବୈଠକ ବସିଛି। ଜିଲ୍ଲା ସଭାପତି ଚୟନ ପ୍ରକିୟା ଶେଷ ପରେ ଜାନୁୟାରୀ ପ୍ରଥମ ସପ୍ତାହରେ ନୂଆ ସଭାପତି ଚୟନ ନେଇ ଆଲୋଚନା ହେଉଛି। ରାଜ୍ୟ ସଭାପତି ଦୌଡରେ ସମସ୍ତଙ୍କଠାରୁ ଆଗରେ ଅଛନ୍ତି ଏବେର ବିଧାୟକ ଦଳ ନେତା ବସନ୍ତ ପଣ୍ଡା। ଭଲ ସଂଗଠକ ଭାବେ ପୂର୍ବରୁ ମଧ୍ୟ ତାଙ୍କ ନାଁ ବି ଉଠିଥିଲା। ଫାୟାର ବ୍ରାଣ୍ଡ ନେତା ତଥା ଦଳର ଉପସଭାପତି ପ୍ରତାପ ଷଡଙ୍ଗୀଙ୍କ ନାଁକୁ ନେଇ ବି ଚର୍ଚ୍ଚା ହେଉଛି। ରାଷ୍ଟ୍ରୀୟ ସମ୍ପାଦକ ଥିବା ସୁରେଶ ପୂଜାରୀଙ୍କ ନାଁ ବି ସଭାପତି ପଦ ଦାବିଦାର ଭିତରେ ରହିଛି। ବରିଷ୍ଠ ନେତା ବିଜୟ ମହାପାତ୍ର ମଧ୍ୟ ଦଳର ମଙ୍ଗ ଧରିବାକୁ ସକ୍ଷମ ବୋଲି କୁହାଯାଉଛି। ଦଳ ଯଦି ଦାୟିତ୍ୱ ଦିଏ ତାହାକୁ ସମ୍ପାଦନ କରିବୁ ବୋଲି ବିଜେପି ବିଧାୟକ ଦଳ ନେତା ବସନ୍ତ ପଣ୍ଡା ଏବଂ ଉପ ସଭାପତି ପ୍ରତାପ ଷଡଙ୍ଗୀ କହିଛନ୍ତି।

ବିଜେପିରେ ସଭାପତିଙ୍କ କାର୍ଯ୍ୟକାଳ ୩ ବର୍ଷ। ଦଳରେ କ୍ରମାଗତ ଭାବେ ୨ଥର ସଭାପତି ରହିବାର ପରମ୍ପରା ବି ରହିଛି। ସେ ଦୃଷ୍ଟିରୁ ଦେଖିଲେ ବର୍ତ୍ତମାନ ସଭାପତି ଥିବା କନକବର୍ଦ୍ଧନ ସିଂହଦେଓଙ୍କୁ ପୁଣି ଥରେ କେନ୍ଦ୍ରୀୟ ନେତୃତ୍ୱ ମଙ୍ଗ ସମ୍ଭାଳିବାର ଦାୟିତ୍ୱ ଦେଇପାରନ୍ତି।

ସେପଟେ ସାଂଗଠନିକ ନିର୍ବାଚ଼ନ ପାଇଁ ବିଜେପି ଶିବିର ଏବେ ଚଳଚଞ୍ଚଳ ହୋଇଉଠିଛି। ତେବେ ନୂଆ ବର୍ଷରେ କାହାକୁ ମିଳିବ ରାଜ୍ୟ ବିଜେପି ସଭାପତି ପଦ ତାକୁ ନେଇ ଚର୍ଚ୍ଚା ଏବେଠାରୁ ଆରମ୍ଭ ହୋଇଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story