ନବୀନଙ୍କୁ କାହିଁକି କହିଲେ ସ୍ବାର୍ଥପର ନେତା ?

'ନବୀନ ପଟ୍ଟନାୟକ ଜଣେ ସ୍ବାର୍ଥପର ନେତା। ଯିଏକି ଶେଷ ନିଶ୍ବାସ ନେବା ପର୍ଯ୍ୟନ୍ତ ଓଡ଼ିଶାର ମୁଖ୍ୟମନ୍ତ୍ରୀ ରହିବାକୁ ଚାହାନ୍ତି।'

Manoj Swain
  • Published: Monday, 07 August 2023
  • Updated: 07 August 2023, 07:23 PM IST

Sports

Latest News

ନବୀନ ପଟ୍ଟନାୟକ ଜଣେ ସ୍ବାର୍ଥପର ନେତା। ଯିଏକି ଶେଷ ନିଶ୍ବାସ ନେବା ପର୍ଯ୍ୟନ୍ତ ଓଡ଼ିଶାର ମୁଖ୍ୟମନ୍ତ୍ରୀ ରହିବାକୁ ଚାହାନ୍ତି। ବିଶିଷ୍ଟ ସାମ୍ବାଦିକ କରନ ଥାପରଙ୍କ ସହ ସାକ୍ଷାତକାର ଦେଲାବେଳେ ଏଭଳି କଡ଼ା ମନ୍ତବ୍ୟ ଦେଇଛନ୍ତି ତୃଣମୂଳ କଂଗ୍ରେସ ସାଂସଦ ତଥା ଜାତୀୟ ମୁଖପାତ୍ର ଡେରେକ୍ ଓବ୍ରେନ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos