ଓଡ଼ିଆ ଭାଷା, ଅସ୍ମିତା ଏବଂ ବାହାର ରାଜ୍ୟର ଲୋକ କିଭଳି ଓଡ଼ିଶାରେ କ୍ଷମତା ହଡପ କରିବାକୁ ବସିଛନ୍ତି ବୋଲି ବିଜେପି ପକ୍ଷରୁ ବିଜେଡିକୁ ଆଟାକ ଜାରି ରହିଛି। ଏହାକୁ କାଉଣ୍ଟର କରିବା ପାଇଁ ଦୁଇ ମୁଖପାତ୍ର ଶଙ୍ଖ ଭବନରେ ସାମ୍ବାଦିକ ସମ୍ମିଳନୀ କରିଥିଲେ। କହିଲେ, ଓଡ଼ିଆ ଭାଷା ଓ ସଂସ୍କୃତିର ସୁରକ୍ଷା ପାଇଁ ବିଜେପିର ଆବଶ୍ୟକତା ନାହିଁ। ଦେଖନ୍ତୁ ପୂରା ରିପୋର୍ଟ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।