Advertisment

ଆମ୍ବ ଟାକୁଆ ରାଜନୀତି

ନବୀନ କହିଲେ ତାଙ୍କ ସରକାରର ୧୨ ବର୍ଷର ତପସ୍ୟା ଶୁଖୁଆ ପୋଡ଼ାରେ ଗଲା। ଯୋଗାଣ ମନ୍ତ୍ରୀ କହିଲେ, ସେ କି ତପସ୍ୟା କରୁଥିଲେ।

author-image
Jitendra Garnayak

ଆମ୍ବ ଟାକୁଆ ଖାଇ ଦୁଇ ନୀରିହ ଆଦିବାସୀ ପ୍ରାଣ ହରାଇବା ପରେ, ଏବେ ବିରୋଧୀଙ୍କ ହାତରେ ସରକାର ବିରୋଧରେ ବଡ଼ ଅସ୍ତ୍ର  ଲାଗି ଯାଇଛି। ଟିକିଏ ସୁଯୋଗ ପାଇଲେ ସରକାରଙ୍କୁ ଟାର୍ଗେଟ କରିବାକୁ ପଛଘୁଞ୍ଚା ଦେଉ ନାହାନ୍ତି ବରୋଧୀ।  ୨୪ ବର୍ଷ ପରେ କ୍ଷମତାରୁ ହଟିବା ପରେ ଗଣମାଧ୍ୟମ ସାମ୍ନରେ ସରକାରଙ୍କୁ ଟାର୍ଗେଟ କରିଛନ୍ତି ନବୀନ। 

Advertisment