ମାହାଙ୍ଗା ବିଧାୟକ ପ୍ରତାପ ଜେନା ଗୋଟିଏ ସାଧାରଣ ସଭାରେ ବଡ଼ ସଙ୍କେତ ଦେଇଛନ୍ତି। ୨୦୨୪ ଓଡ଼ିଶା ବିଧାନସଭା ନିର୍ବାଚନରେ ବିଧାୟକ ପ୍ରଶାନ୍ତ ବେହେରା ପୁଣିଥରେ ସାଲେପୁରରୁ ପ୍ରାର୍ଥୀ ହେବେ ବୋଲି ସେ ପରୋକ୍ଷରେ କହିଛନ୍ତି। ଦେଖନ୍ତୁ ପୂରା ରିପୋର୍ଟ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।