ଉଦ୍ଧବଙ୍କୁ ଫୋନ୍ କରି କ’ଣ କହିଲେ ରାହୁଲ୍ ଗାନ୍ଧୀ?

ନୂଆଦିଲ୍ଲୀ: ଆଜି ମହାରାଷ୍ଟ୍ର ବିକାଶ ଅଘାଡ଼ି ଦଳର ବୈଠକ ବସିବ। ବିଜେପି ରାଷ୍ଟ୍ରପତି ଶାସନ ଜାରି କରିବା ପାଇଁ ଅପିଲ୍ କରିବା ରାହୁଲ ଗାନ୍ଧୀ ମେଣ୍ଚକୁ ନେଇ ମନ୍ତବ୍ୟ ଦେବା ପରେ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଏହି ବୈଠକ ଡ଼ାକିଛନ୍ତି। ହେଲେ ଏହା ପୂର୍ବରୁ ରାହୁଲ ଗାନ୍ଧୀ ଏବଂ ଉଦ୍ଧବ ଠାକରେଙ୍କ ମଧ୍ୟରେ କଥାବାର୍ତ୍ତା ହୋଇଛି। ରାହୁଲ ଗାନ୍ଧୀ ଫୋନ୍ କରି ଉଦ୍ଧବଙ୍କୁ କହିଛନ୍ତି, ଆମେ ଆପଣଙ୍କ ସହିତ ରହିଛୁ। କରୋନା ସଙ୍କଟ ବେଳେ ସରକାର ଯେଉଁ […]

uddhav-thackeray-rahul-gandhi

uddhav-thackeray-rahul-gandhi

Subhransu Sekhar
  • Published: Wednesday, 27 May 2020
  • Updated: 27 May 2020, 12:54 PM IST

Sports

Latest News

ନୂଆଦିଲ୍ଲୀ: ଆଜି ମହାରାଷ୍ଟ୍ର ବିକାଶ ଅଘାଡ଼ି ଦଳର ବୈଠକ ବସିବ। ବିଜେପି ରାଷ୍ଟ୍ରପତି ଶାସନ ଜାରି କରିବା ପାଇଁ ଅପିଲ୍ କରିବା ରାହୁଲ ଗାନ୍ଧୀ ମେଣ୍ଚକୁ ନେଇ ମନ୍ତବ୍ୟ ଦେବା ପରେ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଏହି ବୈଠକ ଡ଼ାକିଛନ୍ତି। ହେଲେ ଏହା ପୂର୍ବରୁ ରାହୁଲ ଗାନ୍ଧୀ ଏବଂ ଉଦ୍ଧବ ଠାକରେଙ୍କ ମଧ୍ୟରେ କଥାବାର୍ତ୍ତା ହୋଇଛି। ରାହୁଲ ଗାନ୍ଧୀ ଫୋନ୍ କରି ଉଦ୍ଧବଙ୍କୁ କହିଛନ୍ତି, ଆମେ ଆପଣଙ୍କ ସହିତ ରହିଛୁ। କରୋନା ସଙ୍କଟ ବେଳେ ସରକାର ଯେଉଁ ନିଷ୍ପତ୍ତି ନେଉଛି ସେଥିରେ କଂଗ୍ରେସ ଆପଣଙ୍କ ସହିତ ରହିଛି।

ଗତକାଲି କିନ୍ତୁ ରାହୁଲ ଗାନ୍ଧୀ କହିଥିଲେ, ଏନସିପି ଓ ଶିବସେନା ସହ ମିଶି ମହାରାଷ୍ଟ୍ରରେ କଂଗ୍ରେସ ସରକାର ଗଠନ କରିଛି। ହେଲେ ଦଳ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇ ପାରିବ ନାହିଁ। ଏଥିରେ କଂଗ୍ରେସର କୌଣସି ଅଧିକାର ନାହିଁ। କଂଗ୍ରେସ କେବଳ ପ୍ରସ୍ତାବ ଦେଇପାରିବ। ଯାହାକୁ ନେଇ ରାଜନୀତି ଜୋର ଧରିବା ପରେ ମେଣ୍ଟର ନାୟକ ଉଦ୍ଧବଙ୍କୁ ଫୋନ୍ କରି ରାହୁଲ ଗାନ୍ଧି ଆଶ୍ୱସନା ଦେଇଛନ୍ତି।

ମଙ୍ଗଳବାର ମେଣ୍ଟକୁ ନେଇ ରାହୁଲ ଗାନ୍ଧୀ ମତ ରଖିବା ପରେ ବୁଧବାର ସକାଳେ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ନିଜ ବାସଭବନ ‘ମାତୋଶ୍ରୀ’ରେ ସର୍ବଦଳୀୟ ବୈଠକ ଡ଼ାକିଛନ୍ତି। ଏହି ବୈଠକରେ ମହା ବିକାଶ ଅଘାଡ଼ି ମେଣ୍ଟରେ ସାମିଲ୍ ଥିବା ଶିବସେନା, ଏନସିପି ଓ କଂଗ୍ରେସ ନେତା ଯୋଗ ଦେବେ।

ବୈଠକ ପୂର୍ବରୁ ଶିବସେନାର ମୁଖପାତ୍ର ‘ସାମ୍ନା’ରେ ଏହାକୁ ନେଇ ଏକ ସମ୍ୱାଦକୀୟ ପ୍ରକାଶ ପାଇଛି। ଯେଉଁଥିରେ ଉଲ୍ଲେଖ ରହିଛି, “ସରକାରରେ କୌଣସି ଅସ୍ଥିରତା ନାହିଁ। ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ଚୌକି ସୁରକ୍ଷିତ ରହିଛି। ମେଣ୍ଟରେ କୌଣସି ମତଭେଦ ନାହିଁ। ରାଜଭବନକୁ କିଛି ଦିନ ହେବ ଅନେକ ଯିବା ଆସିବା କରୁଛନ୍ତି। ଏଥିରେ ରାଜ୍ୟପାଳଙ୍କ ଦୋଷ କ’ଣ? ଶରଦ ପାଓ୍ୱାର ‘ମାତୋଶ୍ରୀ’ ଆସିବାକୁ ନେଇ କାହିଁକି ଏତେ ରାଜନୀତିକ ହଟଟମଟ କରାଯାଉଛି? ସେ ଏହା ପୂର୍ବରୁ ମଧ୍ୟ ମାତୋଶ୍ରୀ ଆସିଛନ୍ତି। ଯଦି କରୋନା ମହାମାରୀ ନଥାନ୍ତା ତା’ହେଲେ ଆଜି ମେଣ୍ଟ ସରକାରକୁ ୬ ମାସ ପୂର୍ତ୍ତି ପାଳନ କରୁଥାନ୍ତା”।

ସେହିପରି ବିଧାନସଭାର ବାଚସ୍ପତି ତଥା କଂଗ୍ରେସ ନେତା ନାନା ପଟୋଲେ କହିଛନ୍ତି, “ମହାରାଷ୍ଟ୍ର ରାଜନୀତିକୁ ନେଇ ମିଡିଆରେ ଯେଉଁ ଖବର ପ୍ରକାଶ ପାଉଛି ସେମିତି କିଛି ସମ୍ଭାବନା ନାହିଁ। ଆମେ ଏବେ ସମସ୍ତେ ମିଶି କରୋନାକୁ କିଭଳି ରୋକା ଯାଇପାରିବ ତା’ଉପରେ ଗୁରୁତ୍ୱ ଦେଉଛୁ। କେନ୍ଦ୍ର ସମସ୍ତ ଗାଇଡଲାଇନ୍ ପାଳନ କରୁଛୁ”।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story