ରେଞ୍ଜ ରୋଭର ଦୁର୍ଘଟଣା; ମୃତ ଯୁବତୀଙ୍କ ପରିବାରକୁ ୫୦ ଲକ୍ଷ କ୍ଷତିପୂରଣ ଦାବି

ଭୁବନେଶ୍ୱରରେ ରେଞ୍ଜ ରୋଭର ଧକ୍କାରେ ଯୁବତୀଙ୍କ ମୃତ୍ୟୁ ଘଟଣା । ମୃତକଙ୍କ ପରିବାରକୁ ୫୦ ଲକ୍ଷର କ୍ଷତିପୂରଣ ଦାବି କଲା ବିଜେପି । 

Manoj Swain
  • Published: Sunday, 05 November 2023
  • Updated: 05 November 2023, 06:52 PM IST

Sports

Latest News

ଭୁବନେଶ୍ୱରରେ ରେଞ୍ଜ ରୋଭର ଧକ୍କାରେ ଯୁବତୀଙ୍କ ମୃତ୍ୟୁ ଘଟଣା । ମୃତକଙ୍କ ପରିବାରକୁ ୫୦ ଲକ୍ଷର କ୍ଷତିପୂରଣ ଦାବି କଲା ବିଜେପି । କ୍ଷତିପୂରଣ ସହ ଗିରଫ ଦାବି କଲେ ବିଜେପି ମୁଖପାତ୍ର ମନୋଜ ମହାପାତ୍ର । କ୍ଷତିପୂରଣ ରାଶି ପୂର୍ବତନ ମନ୍ତ୍ରୀଙ୍କ ପୁଅଙ୍କ ଠାରୁ ଆଦାୟ କରାଯାଉ ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos