ସରକାରୀ ସଭାରେ ନିଜକୁ ଟିକେଟ୍‌ ଦେଇଦେଲେ ଭାଇନା !

ନବୀନ ଓଡ଼ିଶା କାର୍ଯ୍ୟକ୍ରମକୁ ଦଳୀୟ ପ୍ରୋଗ୍ରାମ କରିଦେଲେ ବିଧାୟକ ରଞ୍ଜନ ସମୀର ଦାସ।

Manoj Swain
  • Published: Wednesday, 07 February 2024
  • Updated: 07 February 2024, 11:44 AM IST

Sports

Latest News

ସରକାରୀ ସଭାରେ ନିଜକୁ ଟିକେଟ୍‌ ଦେଇଦେଲେ ବିଜେଡି ବିଧାୟକ ସମୀର ଦାସ। ଭୋଟ ପୂର୍ବରୁ ବାଡେଇ ଛାଟେଇ ହେଲେଣିକି ଭାଇନା ? ସରକାରୀ ସଭାରେ ନିଜକୁ ନିଜେ ଟିକେଟ ଦେଇଦେଲେ । 4ର୍ଥ ଥର ପାଇଁ ବିଧାୟକ କରିବାକୁ ଲୋକଙ୍କ ସମର୍ଥନ ମାଗିଲେ । ନବୀନ ଓଡ଼ିଶା କାର୍ଯ୍ୟକ୍ରମକୁ ଦଳୀୟ ପ୍ରୋଗ୍ରାମ କରିଦେଲେ ଭାଇନା । ଦେଖନ୍ତୁ ପୂରା ରିପୋର୍ଟ। 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos