‘ନବୀନ ସ୍ୱୟଂ ଶିବ, ତାଙ୍କର ତିନିଟି ଆଖି ରହିଛି’

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): “ନବୀନବାବୁ ହେଉଛନ୍ତି ଶିବ। ତାଙ୍କର ତିନିଟି ଆଖି ରହିଛି। ବାମ ଆଖିଟି ତାଙ୍କର। ନବୀନଙ୍କ ଡାହାଣ ଆଖି ହେଉଛନ୍ତି ବବି ଓ କପାଳରେ ପାଣ୍ଡିଆନ୍‌ଙ୍କୁ ରଖିଛନ୍ତି। ତିନି ଆଖି ଥିବାରୁ ନବୀନ ସ୍ୱୟଂ ଶିବ ହୋଇ ଭିତରେ ବସିଛି।” ଏକଥା କଂଗ୍ରେସର ବରିଷ୍ଠ ନେତା ସୁର ରାଉତରାୟ କହିଛନ୍ତି। ଦୁଇ ଦିନ ତଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦୁଇ ଆଖି ପାଣ୍ଡିଆନ୍‌ ଓ ବବି ହୋଇଥିବା ସୌମ୍ୟରଞ୍ଜନ ପଟ୍ଟନାୟକ କହିଥିଲେ। ସୌମ୍ୟଙ୍କ ଏହି ବକ୍ତବ୍ୟକୁ […]

Sura-Routray

Sura-Routray

Manoranjan Sial
  • Published: Wednesday, 11 August 2021
  • Updated: 11 August 2021, 04:55 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): “ନବୀନବାବୁ ହେଉଛନ୍ତି ଶିବ। ତାଙ୍କର ତିନିଟି ଆଖି ରହିଛି। ବାମ ଆଖିଟି ତାଙ୍କର। ନବୀନଙ୍କ ଡାହାଣ ଆଖି ହେଉଛନ୍ତି ବବି ଓ କପାଳରେ ପାଣ୍ଡିଆନ୍‌ଙ୍କୁ ରଖିଛନ୍ତି। ତିନି ଆଖି ଥିବାରୁ ନବୀନ ସ୍ୱୟଂ ଶିବ ହୋଇ ଭିତରେ ବସିଛି।” ଏକଥା କଂଗ୍ରେସର ବରିଷ୍ଠ ନେତା ସୁର ରାଉତରାୟ କହିଛନ୍ତି।

ଦୁଇ ଦିନ ତଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦୁଇ ଆଖି ପାଣ୍ଡିଆନ୍‌ ଓ ବବି ହୋଇଥିବା ସୌମ୍ୟରଞ୍ଜନ ପଟ୍ଟନାୟକ କହିଥିଲେ। ସୌମ୍ୟଙ୍କ ଏହି ବକ୍ତବ୍ୟକୁ ସମର୍ଥନ କରିଛନ୍ତି ସୁରଭାଇ। ସୌମ୍ୟ ତୃତୀୟ ଆଖି ଖୋଜୁଥିବା ବେଳେ ସୁରଭାଇ ତାଙ୍କୁ(ସୌମ୍ୟ) ଚତୁର୍ଥ କରିବାକୁ ପରାମର୍ଶ ଦେଇଛନ୍ତି।

ସୁର ରାଉତରାୟ କହିଛନ୍ତି-“ସୌମ୍ୟ ଆମର ଠିକ୍‌ କଥା କହିଛି। ସେ ଜ୍ଞାନୀ ଲୋକ, ଭଲ କଥା କୁହେ। ବେଳେବେଳେ ସେ ଟିକେ ଗୁମୁରେଇ ଦିଏ। ସେ ୯୦ ଭାଗ ଠିକ୍‌ କହେ। ମୋତେ ଭଲ ଲାଗେ। ଯଦି ତାଙ୍କର ଆଉ ଆଖି ଦରକାର, ତାହାହେଲେ ସୌମ୍ୟ ସେହି ଦଳରେ ରହିଥିବାରୁ ସେ ଆଉ ଗୋଟିଏ ଆଖି ହୋଇଯାଆନ୍ତୁ। ଅର୍ଥାତ ୪ଟି ଆଖିରେ ନବୀନ ଦେଖିବେ। ନବୀନ ନିଜେ ଗୋଟିଏ ଆଖି ହୋଇଥିବା ବେଳେ ପାଣ୍ଡିଆନ୍‌, ବବି ଓ ସୌମ୍ୟ ପଟ୍ଟନାୟକ ଆଖି ହେବେ। ନବୀଙ୍କ ଶକ୍ତି ଆହୁରି ବଢ଼ିଯିବ।”

ସୌମ୍ୟଙ୍କ କଥା କହୁ କହୁ ସୁର ଭାଇ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି। ସେ କହିଛନ୍ତି-“ନବୀନ ବାବୁ ୨୧ ବର୍ଷର ଶାସନ ଭିତରେ ଗୋଟିଏ ହେଲେ ଶୀତଳଭଣ୍ଡାର କରିନାହାନ୍ତି। ସାରା ଓଡ଼ିଶାରେ ୧୨୭ଟି ଶୀତଳଭଣ୍ଡାର ରହିଛି। ସେଥିରୁ ୭୯ଟି ଖରାପ ହୋଇ ପଡ଼ିଛି। ୨୦୧୫ ମସିହାରେ ଆଇସିଆର୍‌ କରିଥିବା ସର୍ଭେରୁ ଜଣାପଡ଼ିଛି, ଓଡ଼ିଶାରେ ପ୍ରତିବର୍ଷ ଏକ ଲକ୍ଷ ୪୫ ହଜାର ମେଟ୍ରିକ୍‌ ଟନ୍‌ ଫଳ ନଷ୍ଟ ହେଉଛି। ଠିକ୍‌ ସେହିପରି ୪ରୁ ୫ ଲକ୍ଷ ମେଟ୍ରିକ୍‌ ଟନ୍‌ ପରିବା ନଷ୍ଟ ହେଉଛି। ଶୀତଳଭଣ୍ଡାର ନଥିବାରୁ ଓଡ଼ିଶାରେ ଚାଷୀଙ୍କ ଅବସ୍ଥା ନୟନୀୟ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story