ଖାଇବା ତେଲ ଦର ବୃଦ୍ଧି ପାଇଁ କେନ୍ଦ୍ରକୁ ଦାୟୀ କଲେ ମନ୍ତ୍ରୀ, ଟ୍ୱିଟ୍‌ କରି ଖେଳର କାରସାଦି ବି କହିଲେ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଜି ବିଧାନସଭାରେ ଖାଇବା ତେଲ ଦର ବୃଦ୍ଧି ପ୍ରସଙ୍ଗରେ ମୁଲତବି ଆଲୋଚନା ହୋଇଥିଲା। ଆଲୋଚନାରେ ବିଭାଗୀୟ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଉତ୍ତର ରଖି ତେଲ ଦର ବୃଦ୍ଧି ପାଇଁ କେନ୍ଦ୍ରକୁ ଦାୟୀ କରିଥିଲେ। ମନ୍ତ୍ରୀ ରଣେନ୍ଦ୍ର କହିଥିଲେ ଯେ, ତେଲ ଉପରେ କେନ୍ଦ୍ର ସରକାର ଟିକସ ଲାଗୁ କରୁଥିବାରୁ ଦର ବଢୁଛି। ତେଲ ଉପରେ GST ୫.୫, କୃଷି ସେସ୍ ୧୭.୫, ଆମଦାନୀ ଶୁଳ୍କ ୨୧% ଲାଗିଛି। ଖାଇବା ତେଲର ଚାହିଦା କମିଥିଲେ […]

6nm

6nm

Tapas Behera
  • Published: Tuesday, 30 March 2021
  • Updated: 30 March 2021, 09:59 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଜି ବିଧାନସଭାରେ ଖାଇବା ତେଲ ଦର ବୃଦ୍ଧି ପ୍ରସଙ୍ଗରେ ମୁଲତବି ଆଲୋଚନା ହୋଇଥିଲା। ଆଲୋଚନାରେ ବିଭାଗୀୟ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଉତ୍ତର ରଖି ତେଲ ଦର ବୃଦ୍ଧି ପାଇଁ କେନ୍ଦ୍ରକୁ ଦାୟୀ କରିଥିଲେ। ମନ୍ତ୍ରୀ ରଣେନ୍ଦ୍ର କହିଥିଲେ ଯେ, ତେଲ ଉପରେ କେନ୍ଦ୍ର ସରକାର ଟିକସ ଲାଗୁ କରୁଥିବାରୁ ଦର ବଢୁଛି। ତେଲ ଉପରେ GST ୫.୫, କୃଷି ସେସ୍ ୧୭.୫, ଆମଦାନୀ ଶୁଳ୍କ ୨୧% ଲାଗିଛି।

ଖାଇବା ତେଲର ଚାହିଦା କମିଥିଲେ ବି ଦର କିନ୍ତୁ ବଢ଼ି ଚାଲିଛି ବୋଲି ମନ୍ତ୍ରୀ କହିଥିଲେ। ୨୦୧୯ରେ ୨୧ ନିୟୁତ ଟନ ଆବଶ୍ୟକ ଥିବା ବେଳେ ୨୦୨୧ରେ ୧୯ନିୟୁତ ଟନ୍କୁ‌ ଖସିଛି। ରାଜ୍ୟରେ ବର୍ଷକୁ ୩ ଲକ୍ଷ ମେଟ୍ରିକ ଟନ୍ ଖାଇବା ତେଲ ଆବଶ୍ୟକ ପଡୁଛି। ତେଲ ଦର ନିୟନ୍ତ୍ରଣ କରିବା ସଂପୂର୍ଣ୍ଣ ଭାବେ କେନ୍ଦ୍ର ସରକାରଙ୍କ ଦାୟିତ୍ୱ ବୋଲି  ମନ୍ତ୍ରୀ କହିଥିଲେ। ସେହିପରି ତେଲ ଦର ବୃଦ୍ଧି ନେଇ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ  ଟ୍ୱିଟ୍‌ କରି ୯ଟି ପଏଣ୍ଟ ଉଲ୍ଲେଖ କରି କାରଣ ଦର୍ଶାଇଛନ୍ତି। ତେବେ ମନ୍ତ୍ରୀ ଉଲ୍ଲେଖ କରିଥିବା ସେହି ୯ଟି ପଏଣ୍ଟ କ’ଣ ପଢ଼ନ୍ତୁ।
https://twitter.com/rajaaswain/status/1376838161934942208?s=20

୧-ବିରୋଧୀ ଦଳ ତରଫରୁ ଆଗତ ଖାଇବା ତେଲର ଦରବୃଦ୍ଧି, ଅପମିଶ୍ରଣ ଏବଂ କାଳବଜାରୀ ସମ୍ବନ୍ଧରେ ବିଧାନ ସଭାରେ ଆଗତ ମୁଲତବୀ ପ୍ରସ୍ତାବର ଉତ୍ତର ।

୨-And the catch is in the great creativeness of Central Government in imposing taxes. ଆପଣମାନେ ନିଶ୍ଚିତ ଭାବେ ଅବଗତ ଅଛନ୍ତି ଯେ ଖାଇବା ତେଲ ଉପରେ କେନ୍ଦ୍ର ସରକାର ଜିଏସଟି ନେଉଛନ୍ତି ଏବଂ ବୋଝ ଉପରେ ନଳିତାବିଡା ପରି 17.5% Agriculture Infrastructure Tax ଲଗେଇଛନ୍ତି।

୩-ପ୍ରଥମେ ମୁଁ ଦୁଇପଦ କହିବି Agriculture Infrastructure Tax ବିଷୟରେ। ଆପଣମାନେ ନିଶ୍ଚିତ ଭାବେ ଜାଣିଛନ୍ତି ଯେ, ବିଗତ ବର୍ଷ ମାନଙ୍କରେ କେନ୍ଦ୍ର ସରକାର Education Cess ଏବଂ Agriculture Cess ଲଗେଇ ଆସୁଛନ୍ତି ।

୪-ଆଜି ପର୍ଯ୍ୟନ୍ତ ହିସାବ ନାହିଁ ଯେ, ଆଦାୟ ହୋଇଥିବା ହଜାର ହଜାର କୋଟି ଟଙ୍କାରୁ କେତେ fund ଶିକ୍ଷା ଏବଂ କୃଷି ପାଇଁ ଅଲଗା ଭାବେ ବିନିଯୋଗ ହୋଇଛି। ସେହିପରି ଭାବେ ସରକାର ଏବେ ଲଗେଇଥିବା Agriculture Infrastructure Tax ର କିପରି ଯେ, ଉପଯୋଗ ହେବ ତାହା କେବଳ ଭଗବାନ ହିଁ କହିବେ ।

୫-ଆମେମାନେ ସମସ୍ତେ ଜାଣିଛୁ ଯେ, palm oil ହେଉଛି ଗରିବଙ୍କ ଖାଇବା ତେଲ। ଆଜି ଓଡିଶାରେ 55% ପ୍ରତିଶତରୁ ଅଧିକ ଲୋକ ଏହାକୁ ବ୍ୟବହାର କରୁଛନ୍ତି। କିନ୍ତୁ କେନ୍ଦ୍ର ସରକାର ଏହାକୁ କମେଇବା ପାଇଁ ଏକ ଅଭିନବ ଉପାୟ ଅବଲମ୍ବନ କରିଛନ୍ତି।

୬-କେନ୍ଦ୍ର ସରକାର କଚ୍ଚା palm oilରୁ ଆମଦାନୀ ଶୁଳ୍କ 27.5% ରୁ 15% କୁ ଖସେଇଦେଲେ ଏବଂ ଅପରପକ୍ଷରେ ଏକ ଅଲଗା 17.5% cess ଲଗେଇଦେଲେ। ଆଉ ସରକାର ଯୁକ୍ତି ବଢିଲେ ଯେ ଏହି extra resources ଦେଶରେ କୃଷି ପାଇଁ ତୁରନ୍ତ ଆବଶ୍ୟକ ହେଉଥିବା ଭିତ୍ତିଭୂମି ନିର୍ମାଣ କରାଯିବ।

୭-ଏହି ନିୟମ ବଳରେ କଚ୍ଚା palm oilର ବାସ୍ତବ ଟ୍ୟାକ୍ସ (effective tax rate) 30.25% ରୁ ବଢି 35.7% ହୋଇଯିବ। ଅପର ପକ୍ଷରେ କଚ୍ଚା ସୂର୍ଯ୍ୟମୁଖି ଏବଂ ସୋୟା ତେଲ ଉପରୁ 35% basic customs duty ରୁ 15% କୁ କରିଦେଲେ ଆଉ ତାଉପରେ 20% ସେସ୍‌ ଲଗେଇଦେଲେ। ଯାହା ଫଳରେ କି ଏହି ଦୁଇ ତେଲର effective tax rate ଅପରିବର୍ତ୍ତିତ ରହିଲା

୮-Sir, ଏଇଠି କେନ୍ଦ୍ର ସରକାର ଅସଲ ଖେଳ କରିଦେଲେ । ଗରିବ ଗୁରୁବାଙ୍କ palmoline ତେଲ ଯାହାକି ଓଡିଶାର 55% ପ୍ରତିଶତ ଏବଂ ସାରା ଭାରତ ବର୍ଷରେ 45% ରୁ ଅଧିକ ଲୋକ ବ୍ୟବହାର କରିଥାନ୍ତି, ତାହାକୁ ପ୍ରାୟତଃ ସମାପ୍ତ କରିବାକୁ ଚାହୁଞ୍ଛନ୍ତି।

୯-ତେଣୁ ଏପରି creative tax ଖେଲାକରି ସୂର୍ଯ୍ୟମୁଖି/ ସୋୟା ତେଲ ଏବଂ palmoline ତେଲ ଭିତରେ ଥିବା 8.25% ହେଉଛି ବ୍ୟବଧାନ

ବର୍ତ୍ତମାନ ମାତ୍ର 2.75% ରହିଯାଇଛି । ଏହାଦ୍ଵାରା କେନ୍ଦ୍ର ସରକାର ଏକ ରକମର ପରୋକ୍ଷ ଭାବେ ଖାଉଟିଙ୍କୁ palmoline ତେଲ ବଦଳରେ ଅଧିକ ଦାମୀ ସୂର୍ଯ୍ୟମୁଖି ଏବଂ ସୋୟା ତେଲ ବ୍ୟବହାର କରିବାକୁ ବାଧ୍ୟ କରୁଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story