ଭିଜନ୍ ଡକ୍ୟୁମେଣ୍ଟ୍ ‘ଓଡ଼ିଶା ଆଟ୍ ହଣ୍ଡ୍ରେଡ’କୁ ନେଇ ରାଜନୀତି ସରଗରମ

ଭୁବନେଶ୍ୱର: କ’ଣ ହେବ ୨୦୩୬ ଭିଜନ୍ ଡକ୍ୟୁମେଣ୍ଟ ‘ଓଡ଼ିଶା ଆଟ୍ ହଣ୍ଡ୍ରେଡ’ର ରୂପରେଖ। କେଉଁ କ୍ଷେତ୍ରରେ ରହିବ ଫୋକସ? ବିଜେଡି କାହିଁକି ଏବେଠୁ ୨୦୩୬ ପାଇଁ ପ୍ରସ୍ତୁତ କରୁଛି ଏଇ ଭିଜନ୍? ତାକୁ ନେଇ ଏବେ ସବୁ ମହଲରେ ଚର୍ଚ୍ଚା। ଆସନ୍ତା ୨୦ ବର୍ଷରେ ସାଧାରଣ ଲୋକଙ୍କ ଜୀବନଧାରା ଓ ଆବଶ୍ୟକତାକୁ ଦୃଷ୍ଟିରେ ରଖି ପ୍ରସ୍ତୁତ ହେଉଛି ଭିଜନ୍ ଡକ୍ୟୁମେଣ୍ଟ୍। ସାମାଜିକ ନ୍ୟାୟ, ସମୃଦ୍ଧ କୃଷି ଭିତ୍ତିକ ଅର୍ଥନୀତି ଓ ଭାଗିଦାରୀ ଶିଳ୍ପାୟନକୁ ଭିଜନ୍ ଡକ୍ୟୁମେଣ୍ଟରେ ଗୁରୁତ୍ୱ […]

cm-naveen

cm-naveen

Rakesh Mallick
  • Published: Sunday, 27 December 2015
  • Updated: 27 December 2015, 04:29 PM IST

Sports

Latest News

vision-documentଭୁବନେଶ୍ୱର: କ’ଣ ହେବ ୨୦୩୬ ଭିଜନ୍ ଡକ୍ୟୁମେଣ୍ଟ ‘ଓଡ଼ିଶା ଆଟ୍ ହଣ୍ଡ୍ରେଡ’ର ରୂପରେଖ। କେଉଁ କ୍ଷେତ୍ରରେ ରହିବ ଫୋକସ? ବିଜେଡି କାହିଁକି ଏବେଠୁ ୨୦୩୬ ପାଇଁ ପ୍ରସ୍ତୁତ କରୁଛି ଏଇ ଭିଜନ୍? ତାକୁ ନେଇ ଏବେ ସବୁ ମହଲରେ ଚର୍ଚ୍ଚା। ଆସନ୍ତା ୨୦ ବର୍ଷରେ ସାଧାରଣ ଲୋକଙ୍କ ଜୀବନଧାରା ଓ ଆବଶ୍ୟକତାକୁ ଦୃଷ୍ଟିରେ ରଖି ପ୍ରସ୍ତୁତ ହେଉଛି ଭିଜନ୍ ଡକ୍ୟୁମେଣ୍ଟ୍। ସାମାଜିକ ନ୍ୟାୟ, ସମୃଦ୍ଧ କୃଷି ଭିତ୍ତିକ ଅର୍ଥନୀତି ଓ ଭାଗିଦାରୀ ଶିଳ୍ପାୟନକୁ ଭିଜନ୍ ଡକ୍ୟୁମେଣ୍ଟରେ ଗୁରୁତ୍ୱ ଦିଆଯିବ। ଭିଜନ୍ ଡକ୍ୟୁମେଣ୍ଟରେ ଯାହା ରହିବ ତାକୁ ମିଶନ୍ ମୋଡରେ କାର୍ଯ୍ୟକାରୀ କରାଯିବ। ବିଜେଡି ପ୍ରତିଷ୍ଠା ଦିବସରେ ଓଡ଼ିଶା ଆଟ୍ ହଣ୍ଡ୍ରେଡର ଭିଜନ୍ ଡକ୍ୟୁମେଣ୍ଟ ସଂପର୍କରେ ମୁଖ୍ୟମନ୍ତ୍ରୀ ଘୋଷଣା କରିବା ପରେ ତାକୁ ନେଇ ଆରମ୍ଭ ହୋଇଯାଇଛି ରାଜନୀତି।

ବିଜେଡି ମୁଖପାତ୍ର ପ୍ରତାପ ଦେବ କହିଛନ୍ତି, ଆସନ୍ତା ୨୦ ବର୍ଷରେ ଓଡ଼ିଶାକୁ କେଉଁ ଦିଗରେ ଆଗେଇ ନିଆଯିବ ସେ ନେଇ ଏକ ଖସଡ଼ା ପ୍ରସ୍ତୁତ କରାଯାଉଛି। ମିଶନ ବୋର୍ଡରେ ଏହାକୁ କାର୍ଯ୍ୟକାରୀ କରାଯିବ।

ଅନ୍ୟପକ୍ଷରେ ଉଭୟ ବିଜେପି ଓ କଂଗ୍ରେସ ଏନେଇ ସରକାରଙ୍କ ଦକ୍ଷତା ଉପରେ ପ୍ରଶ୍ନ ଉଠାଇଛନ୍ତି।

ବିଜେପି ନେତା ତଥା କେନ୍ଦ୍ର ପେଟ୍ରୋଲିୟମ୍ ମନ୍ତ୍ରୀ କହିଛନ୍ତି, ପ୍ରଥମେ ସରକାର ଗତ ୧୬ ବର୍ଷରେ ଜଳସେଚନ, ଶିଳ୍ପ, ରୋଜଗାର ଓ ନାରୀ ସୁରକ୍ଷା ଇତ୍ୟାଦି ଉପରେ କ’ଣ କରିଛନ୍ତି, ସେ ନେଇ ଏକ ଶ୍ୱେତପତ୍ର ପ୍ରକାଶ କରନ୍ତୁ। ବିଗତ ଦିନଗୁଡ଼ିକରେ ଓଡ଼ିଶାରେ ହୋଇଥିବା ବିକାଶ ବିଷୟରେ ଜାଣିବାକୁ ଓଡ଼ିଶାବାସୀଙ୍କର ହକ୍ ଅଛି।

କଂଗ୍ରେସ ନେତା ତଥା ପୂର୍ବତନ ସାଂସଦ ପ୍ରଦୀପ ମାଝୀ କହିଛନ୍ତି, ରାଜ୍ୟରେ ଜଳସେଚନ, ଭିତ୍ତିଭୂମି, ଶିକ୍ଷା ଓ ସ୍ୱାସ୍ଥ୍ୟ କ୍ଷେତ୍ର ଭୁଶୁଡ଼ି ପଡ଼ିଛି।  ଏହି ଭିଜନକୁ ଏକ ସ୍ଲୋଗାନ କରି ସରକାର ନିର୍ବାଚନ ଜିତିବାକୁ ଚାହୁଁଛନ୍ତି। କିନ୍ତୁ ଏହି ଭିଜନ ଏକ ଫ୍ଲପ୍ ସୋ’ ହେବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story