14-7ରୁ କାହାର କେଉଁ ଆସନ?

ମିଳିଥିବା ସୂଚନା ଅନୁଯାୟୀ ବିଜେପି 14ଟି ଆସନରେ ଲଢୁଥିବା ବେଳେ ବିଜେଡି ଲଢିବ 7ଟି ଆସନରେ !

Manoj Swain
  • Published: Friday, 08 March 2024
  • Updated: 08 March 2024, 03:26 PM IST

Sports

Latest News

ଲାଗୁଛି ଆଉ କେଇ ଘଣ୍ଟାର ଅପେକ୍ଷା ପରେ ସ୍ପଷ୍ଟ ହୋଇଯିବ କେଉଁ ଆସନରେ କିଏ ଲଢିବ ଏବଂ ବିଜେପି -ବିଜେଡି ମଧ୍ୟରେ ମେଣ୍ଟ ହେଉଛି କି ନାହିଁ । ମିଳିଥିବା ସୂଚନା ଅନୁଯାୟୀ ବିଜେପି 14ଟି ଆସନରେ ଲଢୁଥିବା ବେଳେ ବିଜେଡି ଲଢିବ 7ଟି ଆସନରେ ! ଦେଖନ୍ତୁ ପୂରା ରିପୋର୍ଟ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos