ମୌସୁମୀ ପରେ ଶୀତରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବ କି?

ଭୁବନେଶ୍ୱର: ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ି ଚାଲିଛି। ଏହାରି ଭିତରେ ଭୁବନେଶ୍ୱର ସ୍ଥିତି ଏମ୍ସ ଏବଂ ଆଇଆଇଟି ମିଳିତ ଭାବରେ କରୋନା ଆଗାମୀ ଦିନରେ ବଢ଼ିବ କି ନାହିଁ ସେ ବାବଦରେ ଗବେଷଣା କରିଛନ୍ତି। କରୋନା ସାଧାରଣତଃ ଥଣ୍ଡା ଜନିତ ଏକ ରୋଗ। ଏବେ ମୌସୁମୀ ଚାଲିଛି ଆଗକୁ ଶୀତ ଆସିବ ତେଣୁ କରୋନା ଏହି ସମୟରେ ବଢ଼ିବ ନା କମିବ ସେ ବାବଦରେ କେନ୍ଦ୍ର ସରକାରଙ୍କ ଏହି ଦୁଇ ସର୍ବ ବୃହତ ଶିକ୍ଷାନୁଷ୍ଠାନ ଗବେଷା […]

rain

rain

Subhransu Sekhar
  • Published: Sunday, 19 July 2020
  • Updated: 20 July 2020, 03:03 PM IST

Sports

Latest News

ଭୁବନେଶ୍ୱର: ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ି ଚାଲିଛି। ଏହାରି ଭିତରେ ଭୁବନେଶ୍ୱର ସ୍ଥିତି ଏମ୍ସ ଏବଂ ଆଇଆଇଟି ମିଳିତ ଭାବରେ କରୋନା ଆଗାମୀ ଦିନରେ ବଢ଼ିବ କି ନାହିଁ ସେ ବାବଦରେ ଗବେଷଣା କରିଛନ୍ତି। କରୋନା ସାଧାରଣତଃ ଥଣ୍ଡା ଜନିତ ଏକ ରୋଗ। ଏବେ ମୌସୁମୀ ଚାଲିଛି ଆଗକୁ ଶୀତ ଆସିବ ତେଣୁ କରୋନା ଏହି ସମୟରେ ବଢ଼ିବ ନା କମିବ ସେ ବାବଦରେ କେନ୍ଦ୍ର ସରକାରଙ୍କ ଏହି ଦୁଇ ସର୍ବ ବୃହତ ଶିକ୍ଷାନୁଷ୍ଠାନ ଗବେଷା କରିଛନ୍ତି।

"COVID-19 spread in India and its dependence on temperature and relative humidity" ନାମକ ଶୀର୍ଷକରେ ଏହି ରିପୋର୍ଟ ପ୍ରକାଶ ପାଇଛି। ଏପ୍ରିଲ୍ ରୁ ଜୁନ୍ ମଧ୍ୟରେ ୨୮ ଟି ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟାକୁ ବିଚାରକୁ ନିଆଯାଇ ଏହି ଗବେଷଣା ହୋଇଛି। ଏହି ଗବେଷଣାର ଉଦ୍ଦେଶ୍ୟ କରୋନା ମୁକାବିଲା ପାଇଁ କର୍ତ୍ତୃପକ୍ଷଙ୍କୁ ପ୍ରଭାବଶାଳୀ ପଦକ୍ଷେପ ଆଣିବାରେ ସାହାଯ୍ୟ କରିବ ବୋଲି ସ୍କୁଲ ଅଫ୍ ଆର୍ଥ, ମହାସାଗର ଏବଂ ଜଳବାୟୁ ବିଜ୍ଞାନର ସହଯୋଗୀ ପ୍ରଫେସର ଭି ଭିନୋଜ କହିଛନ୍ତି। ଭିନୋଜ ଏହି ଗବେଷଣାର ନେତୃତ୍ୱ ନେଇଛନ୍ତି।

ଏବେ ମୌସୁମୀ ପାଇଁ ବର୍ଷା ହେଉଛି ତେଣୁ ପାରଦ କମିଥିବାରୁ ତାପମାତ୍ରା ହ୍ରାସ ହେବା ସହିତ ବାୟୁମଣ୍ଡଳ ଥଣ୍ଡା ପଡ଼ିଛି। ସେହିପରି ଆଗକୁ ଶୀତ ଆସୁଛି ସେତେବେଳେ ପାରଦ ଆହୁରି ତଳକୁ ଖସିବ। ମୋଟାମୋଟି ଭାବରେ କହିବାକୁ ଗଲେ ବାୟୁମଣ୍ଡଳ ଥଣ୍ଡା ପଡ଼ିବା କରୋନାକୁ ବିସ୍ତାର କରିବାରେ ଅନୁକୂଳ କରିପାରେ ବୋଲି ଆଇଆଇଟି ଭୁବନେଶ୍ୱର କରିଥିବା ଗବେଷଣାରେ କୁହାଯାଇଛି।

“ପ୍ରି-ପ୍ରିଣ୍ଟ୍ ପର୍ଯ୍ୟାୟରେ ହୋଇଥବା ଗବେଷଣାରୁ ଜଣାପଡିଛି ଯେ, କରୋନାର ଅଭିବୃଦ୍ଧି ହାର ପଛରେ ତାପମାତ୍ରା ଏବଂ ଆପେକ୍ଷିକ ଆର୍ଦ୍ରତା ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ବହନ କରିଥାଏ। ତାପମାତ୍ରାରେ ଏକ-ଡିଗ୍ରୀ-ସେଲସିୟସ୍ ବୃଦ୍ଧି ହେବାବେଳେ ୦.୯୯ ପ୍ରତିଶତ ଆକ୍ରାନ୍ତଙ୍କ ସଂଖ୍ୟା ହ୍ରାସ ଘଟିଥିଲା"।

ଅଧ୍ୟୟନରୁ ଆହୁରି ରୋଚକ ତଥ୍ୟା ସାମ୍ନାକୁ ଆସିଛି। ଯେଉଁଥିରେ କୁହାଯାଇଛି ଆପେକ୍ଷିକ ଆର୍ଦ୍ରତା ବୃଦ୍ଧି, ଅଭିବୃଦ୍ଧି ହାର ଏବଂ କରୋନା ଭାଇରସ ରୋଗର ଦୁଇଗୁଣ ସମୟକୁ ୧.୧୮ ଦିନ ହ୍ରାସ କରିଥାଏ। ଗବେଷକମାନେ କହିଛନ୍ତି ଯେ ମୌସୁମୀ ଠାରୁ ଆରମ୍ଭ କରି ଶୀତଦିନ ଆରମ୍ଭରୁ ଅଧିକ ଆର୍ଦ୍ରତା ସମୟରେ ଏହି ଅଧ୍ୟୟନ କରାଯାଇ ନ ଥିବାରୁ ଗବେଷଣାର ସଠିକ ରିପୋର୍ଟ ଏହା ନହୋଇପାରେ।

ଏହି ଅଧ୍ୟୟନରେ କରୋନା ବିସ୍ତାର ବାବଦରେ ସୂର୍ଯ୍ୟଙ୍କ ବିକିରଣର ପ୍ରଭାବକୁ ନେଇ ବିଶ୍ଳେଷଣ କରାଯାଇଛି। ଏକ ଉଚ୍ଚ ପୃଷ୍ଠରେ ପହଞ୍ଚୁଥିବା ସୂର୍ଯ୍ୟ ବିକିରଣ ସଂକ୍ରମଣ ସଂଖ୍ୟା ହ୍ରାସ କରିବାରେ ସହାୟ ହେବ ବୋଲି ଭିନୋଜ କହିଛନ୍ତି।

ସେହିପରି ଏମ୍ସ ଭୁବନେଶ୍ୱରର ମାଇକ୍ରୋବିଓଲୋଜି ବିଭାଗର ଡାକ୍ତର ବିଜୟନୀ ବେହେରା କହିଛନ୍ତି, ଅତୀତରେ ତାପମାତ୍ରା ହ୍ରାସ ହେବା ସହ ଅପେକ୍ଷାକୃତ କମ୍ ଆର୍ଦ୍ରତା ଏହି ରୋଗକୁ ବଢ଼ିବାକୁ ସାହାଯ୍ୟ କରିଛି।

ଶୀତ ଏବଂ ଗ୍ରୀଷ୍ମ ଋତୁ ମଧ୍ୟରେ ହାରାହାରି ତାପମାତ୍ରା ସାତ ଡିଗ୍ରୀ ସେଲସିୟସ ରହିଛି ବୋଲି ଆଇଆଇଟି ଭୁବନେଶ୍ୱର ଗବେଷଣା ରିପୋର୍ଟରେ ଜଣାପଡ଼ିଛି।

ଶୀତଦିନେ କରୋନା ଭାଇରସ୍ ବିସ୍ତାର ହେବାର ସମ୍ଭାବନା ଅଛି। ତେଣୁ ଏହି ସମୟରେ କରୋନାକୁ ନିୟନ୍ତ୍ରଣ କରିବା ପାଇଁ ପଦକ୍ଷେପ ନେବା ପାଇଁ ସ୍ୱାସ୍ଥ୍ୟ କର୍ମୀ ଏବଂ ନିଷ୍ପତ୍ତି ନେଉଥିବା କର୍ତ୍ତୃପକ୍ଷଙ୍କ ପାଇଁ ଏହା ଏକ ବଡ଼ ଆହ୍ୱାନ ହେବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story