ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ପତ୍ନୀ ଗାଇଲେ ଗୀତ, ୟୁଟ୍ୟୁବରେ ମିଳିଲା ଅଧିକ ଡିସଲାଇକ୍ସ

ମୁମ୍ବାଇ: ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସଙ୍କ ପତ୍ନୀ ଅମ୍ରିତା ଫଡନାଭିସ୍ ସର୍ବଦା କିଛି ନା କିଛି କାରଣ ପାଇଁ ଚର୍ଚ୍ଚାରେ ରୁହନ୍ତି। ଗାୟିକା ଭାବେ ଅମ୍ରିତା ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ଏବେ ସେ ନିଜର ଏକ ମରାଠୀ ଗୀତକୁ ନେଇ ଚର୍ଚ୍ଚାରେ ଅଛନ୍ତି। ତେବେ ଅମ୍ରିତାଙ୍କ ଏହି ଗୀତକୁ ବହୁତ ଲୋକେ ନାପସନ୍ଦ କରୁଛନ୍ତି। ୟୁଟ୍ୟୁବରେ ରିଲିଜ୍ ହୋଇଥିବା ଏହି ଗୀତକୁ ଲାଇକ୍ସ କମ୍ ମିଳୁଥିବା ବେଳେ ଡିସଲାଇକ୍ସ ଅଧିକ ମିଳିଛି। ଅମ୍ରିତାଙ୍କ […]

amrita

amrita

Ranjit Kumar Jena
  • Published: Friday, 20 November 2020
  • Updated: 20 November 2020, 01:46 PM IST

ମୁମ୍ବାଇ: ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସଙ୍କ ପତ୍ନୀ ଅମ୍ରିତା ଫଡନାଭିସ୍ ସର୍ବଦା କିଛି ନା କିଛି କାରଣ ପାଇଁ ଚର୍ଚ୍ଚାରେ ରୁହନ୍ତି। ଗାୟିକା ଭାବେ ଅମ୍ରିତା ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ଏବେ ସେ ନିଜର ଏକ ମରାଠୀ ଗୀତକୁ ନେଇ ଚର୍ଚ୍ଚାରେ ଅଛନ୍ତି। ତେବେ ଅମ୍ରିତାଙ୍କ ଏହି ଗୀତକୁ ବହୁତ ଲୋକେ ନାପସନ୍ଦ କରୁଛନ୍ତି। ୟୁଟ୍ୟୁବରେ ରିଲିଜ୍ ହୋଇଥିବା ଏହି ଗୀତକୁ ଲାଇକ୍ସ କମ୍ ମିଳୁଥିବା ବେଳେ ଡିସଲାଇକ୍ସ ଅଧିକ ମିଳିଛି।

ଅମ୍ରିତାଙ୍କ ନୂଆ ଗୀତ 'ତିଲା ଜାଜୁ ଦ୍ୟା' ରିଲିଜ୍ ହୋଇଛି। ଭାଇ ଦୁଜ୍ ଅବସରରେ ଗୀତଟି ଟି-ସିରିଜ୍ ମରାଠୀ ରିଲିଜ୍ ହୋଇଇଛି। ଏହି ଗୀତ ଝିଅମାନଙ୍କର ସଶକ୍ତିକରଣ ଉପରେ ସମ୍ପୂର୍ଣ୍ଣ ଆଧାରିତ। ଗୀତ ଜରିଆରେ ଝିଅମାନଙ୍କୁ ବଞ୍ଚାଇବା ଓ ଆଗକୁ ବଢ଼ିବା ପାଇଁ ଅପିଲ୍ କରିଛନ୍ତି।

ଗୀତଟି ଶୃତିମଧୁର ହୋଇଥିଲେ ହେଁ ଏହାକୁ ଅଧିକ ଡିସଲାଇକ୍ସ ମିଳିଛି। ତେବେ ଏହି ଗୀତକୁ ଏପର୍ଯ୍ୟନ୍ତ ୧୫ଲକ୍ଷ ଲୋକେ ଦେଖି ସାରିଲେଣି। ଗୀତଟିକୁ ୬ହଜାରୁ ଅଧିକ ଲାଇକ୍ସ ମିଳିଥିବା ବେଳେ ୪୦ହଜାରରୁ ଅଧିକ ଡିସଲାଇକ୍ସ ମିଳିଛି। କେବଳ ଏତିକି ନୁହେଁ, ଏହି ଗୀତକୁ ନେଇ ୟୁଟ୍ୟୁବ୍ ଓ ସୋଶାଲ୍ ମିଡିଆରେ ବିଭିନ୍ନ ମନ୍ତବ୍ୟ ମଧ୍ୟ ମିଳୁଛି।

ସୂଚନାଯୋଗ୍ୟ, ଅମ୍ରିତା ସର୍ବଦା ଚର୍ଚ୍ଚାରେ ରୁହନ୍ତି। ଲକଡାଉନରେ ତାଙ୍କର କିଛି ଫଟୋ ସୋଶାଲ୍ ମିଡିଆରେ ଭାଇରାଲ୍ ହୋଇଥିଲା, ଯେଉଁଥିରେ ତାଙ୍କୁ ଏକ ମିଟିଂରେ ଦେଖିବାକୁ ମିଳିଥିଲା। ମିଟିଂ ଚାଲିଥିବା ବେଳେ ତାଙ୍କ ଟେବଲ୍ ଉପରେ କିଛି ଖାଲି କାଗଜ ପଡିଥିଲା, ଯେଉଁଥିରେ ଲେଖାଥିଲା, 'ଫଟୋ ଉଠାଇବା ଜାରି ରଖ'।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story