ପ୍ରିୟାଙ୍କ ଆଉ ଏକ ଭିଡିଓ ଭାଇରାଲ; ଏଥିରେ କରୁଛନ୍ତି ଏମିତି କାମ

ଭୁବନେଶ୍ୱର: ଆଖି ମାରି ରାତାରାତି ଦେଶର ଏକ ଜଣାଶୁଣା ଚେହେରା ବନି ଯାଇଥିବା ପ୍ରିୟା ପ୍ରକାଶ ୱାରିୟର ବିଭିନ୍ନ ସମୟରେ ଚର୍ଚ୍ଚାରେ ରହୁଛନ୍ତି। ଏଯାବତ୍ ତାଙ୍କର ଡେବ୍ୟୁ ଫିଲ୍ମ ରିଲିଜ୍ ହୋଇନାହିଁ, କିନ୍ତୁ ତାଙ୍କ ପପୁଲାରିଟି କାହିଁରେ କ’ଣ। ସୋଶାଲ୍ ମିଡିଆରେ ତାଙ୍କର ଯାହା ବି ଫଟୋ ବା ଭିଡିଓ ଆସୁଛି, ସେସବୁ ଭାଇରାଲ୍ ହେଉଛି। ୟା ଭିତରେ ତାଙ୍କର ଆଉ ଏକ ଭିଡିଓ ଭାଇରାଲ୍ ହୋଇଛି। ଏହା ନୂଆ ଭିଡିଓ। ଏଥିରେ ଜଣେ ବ୍ୟକ୍ତିଙ୍କ ସହିତ […]

priya

priya

Jitendra Garnayak
  • Published: Thursday, 27 September 2018
  • Updated: 27 September 2018, 11:28 AM IST

Sports

Latest News

ଭୁବନେଶ୍ୱର: ଆଖି ମାରି ରାତାରାତି ଦେଶର ଏକ ଜଣାଶୁଣା ଚେହେରା ବନି ଯାଇଥିବା ପ୍ରିୟା ପ୍ରକାଶ ୱାରିୟର ବିଭିନ୍ନ ସମୟରେ ଚର୍ଚ୍ଚାରେ ରହୁଛନ୍ତି।

ଏଯାବତ୍ ତାଙ୍କର ଡେବ୍ୟୁ ଫିଲ୍ମ ରିଲିଜ୍ ହୋଇନାହିଁ, କିନ୍ତୁ ତାଙ୍କ ପପୁଲାରିଟି କାହିଁରେ କ’ଣ। ସୋଶାଲ୍ ମିଡିଆରେ ତାଙ୍କର ଯାହା ବି ଫଟୋ ବା ଭିଡିଓ ଆସୁଛି, ସେସବୁ ଭାଇରାଲ୍ ହେଉଛି।

ୟା ଭିତରେ ତାଙ୍କର ଆଉ ଏକ ଭିଡିଓ ଭାଇରାଲ୍ ହୋଇଛି। ଏହା ନୂଆ ଭିଡିଓ। ଏଥିରେ ଜଣେ ବ୍ୟକ୍ତିଙ୍କ ସହିତ ପଞ୍ଝା ଲଢ଼େଇ କରୁଥିବା ଦେଖିବାକୁ ମିଳିଛି।

ଏହି ଭିଡିଓରେ ପ୍ରିୟା ସ୍କୁଲ୍ ଡ୍ରେସ୍ ପିନ୍ଧିଛନ୍ତି। ତେଣୁ ଲାଗୁଛି ଏହା ତାଙ୍କ ଡେବ୍ୟୁ ଫିଲ୍ମ ‘ଓରୁ ଅଦାର ଲଭ୍’ର ହୋଇଥିବ।

ଏଥିରେ ପ୍ରିୟା ଯେଉଁ ବ୍ୟକ୍ତିଙ୍କ ସହ ପଞ୍ଝା ଲଢ଼େଇ କରୁଛନ୍ତି ତାଙ୍କୁ ହରାଇବାରେ ବିଫଳ ହେଉଥିବା ଜଣାପଡ଼ୁଛି। ପ୍ରିୟା ତାଙ୍କର ଦୁଇ ହାତ ବ୍ୟବହାର କରି ମଧ୍ୟ ତାଙ୍କୁ ହରାଇ ପାରୁ ନାହାନ୍ତି। ଏଣୁ ପଛରୁ କୋ-ଷ୍ଟାର ରୋଶନ ଅବ୍‌ଦୁଲା ରାଉଫ୍ ଆସୁଛନ୍ତି ଓ ତାଙ୍କୁ ସାହାଯ୍ୟ କରୁଛନ୍ତି। ଫଳରେ ପ୍ରିୟା ଏ ଲଢ଼େଇ ଜିତି ଯାଇଛନ୍ତି।

‘ଓରୁ ଅଦାର ଲଭ୍’ର ଟ୍ରେଲ୍‌ର ସୁପରହିଟ୍ ହୋଇଛି। ଏହାର ଏକ ନୂଆ ଗୀତକୁ ବି ଲୋକେ ଖୁବ୍ ପ୍ରଶଂସା କରୁଛନ୍ତି। ଏହି ଗୀତରେ ପ୍ରିୟା ପ୍ରକାଶ ଓ ରୋଶନ ଅବ୍‌ଦୁଲ୍ ରଉଫ ବି ଏହି ଗୀତରେ ଅଛନ୍ତି। ଏହି ଗୀତଟିକୁ ଗତ ୨୦ ତାରିଖରେ ରିଲିଜ୍ କରାଯାଇଥିଲା। ଏବେ ସୁଦ୍ଧା ଏହାକୁ ୟୁଟ୍ୟୁବ୍‌ରେ ୧ କୋଟି ୧୧ ଲକ୍ଷ ଥର ଦେଖା ଯାଇସାରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story