୩୦ ଫୁଟ୍ ଗଭୀର କୂଅରେ ପଡ଼ି ଯାଇଥିଲା ବାଘ; ଭିଡିଓରେ ଦେଖନ୍ତୁ କେମିତି ଉଦ୍ଧାର କରାଗଲା

ମୁମ୍ବାଇ: ମହାରାଷ୍ଟ୍ରର ୟାଦଭୱାଡ଼ି ଗାଁରେ ଏକ ୭ ବର୍ଷର ମାଈ କଲରାପତରିଆ କୂଅରେ ପଡ଼ି ଯାଇଥିଲା। କୂଅଟି ପ୍ରାୟ ୩୦ ଫୁଟ୍ ଗଭୀର ଥିଲା। ତେବେ ୱାଇଲ୍ଡଲାଇଫ୍ ଏସ୍‌ଓଏସ୍ ଓ ରାଜ୍ୟ ବନ ବିଭାଗ କର୍ମଚାରୀଙ୍କ ତତ୍ପରତା ଯୋଗୁଁ ବାଘଟିକୁ କୂଅ ଭିତରୁ ଉଦ୍ଧାର କରାଯାଇଥିଲା। ଏହି ଉଦ୍ଧାର କାର୍ଯ୍ୟର ଭିଡିଓଟି ଏବେ ସୋଶାଲ୍ ମିଡିଆରେ ଭାଇରାଲ୍ ହେଉଛି। ଅତି ସତର୍କତାର ସହିତ ବାଘଟିକୁ ଉଦ୍ଧାର କରାଯାଇଥିଲା। ବାଘଟି ଯେପରି ବୁଡ଼ି ନଯିବ ସେଥିପାଇଁ କୂଅ ଭିତରକୁ […]

tiger

tiger

Jitendra Garnayak
  • Published: Monday, 08 October 2018
  • Updated: 08 October 2018, 02:44 PM IST

ମୁମ୍ବାଇ: ମହାରାଷ୍ଟ୍ରର ୟାଦଭୱାଡ଼ି ଗାଁରେ ଏକ ୭ ବର୍ଷର ମାଈ କଲରାପତରିଆ କୂଅରେ ପଡ଼ି ଯାଇଥିଲା। କୂଅଟି ପ୍ରାୟ ୩୦ ଫୁଟ୍ ଗଭୀର ଥିଲା। ତେବେ ୱାଇଲ୍ଡଲାଇଫ୍ ଏସ୍‌ଓଏସ୍ ଓ ରାଜ୍ୟ ବନ ବିଭାଗ କର୍ମଚାରୀଙ୍କ ତତ୍ପରତା ଯୋଗୁଁ ବାଘଟିକୁ କୂଅ ଭିତରୁ ଉଦ୍ଧାର କରାଯାଇଥିଲା।

ଏହି ଉଦ୍ଧାର କାର୍ଯ୍ୟର ଭିଡିଓଟି ଏବେ ସୋଶାଲ୍ ମିଡିଆରେ ଭାଇରାଲ୍ ହେଉଛି। ଅତି ସତର୍କତାର ସହିତ ବାଘଟିକୁ ଉଦ୍ଧାର କରାଯାଇଥିଲା। ବାଘଟି ଯେପରି ବୁଡ଼ି ନଯିବ ସେଥିପାଇଁ କୂଅ ଭିତରକୁ ପ୍ରଥମେ ଏକ ଛୋଟ ସିଡ଼ି ପକା ଯାଇଥିଲା। ସିଡ଼ିଟିକୁ ଦଉଡ଼ିରେ ବନ୍ଧା ଯାଇଥିଲା। ତା’ପରେ ବାଘଟିକୁ କେମିତି ଉପରକୁ ଅଣାଗଲା, ତାହା ଜାଣିବା ପାଇଁ ଏଠାରେ ଦିଆଯାଇଥିବା ଭିଡିଓଟିକୁ ଦେଖନ୍ତୁ।
https://youtu.be/88McpxcJHW8

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story