ଆଇପିଏଲର ସବୁଠୁ ସଫଳ ଟିମ୍‌ ମୁମ୍ବାଇ: ହତଭାଗା ବାଙ୍ଗାଲୋର

ମୁମ୍ବାଇ: ଦେଶରେ ଏବେ କ୍ରିକେଟ୍‌ କ୍ରେଜ୍‌। ଚାଲିଛି ଆଇପିଏଲର ମହାସମର। ପାଖାପାଖି ଦେଢମାସ ଧରି ଚାଲିବାକୁ ଥିବା ଏହି ପ୍ରତିଯୋଗିତାକୁ ପିଲା ଠୁ ବଡ ପର୍ଯ୍ୟନ୍ତ ସମସ୍ତେ ଉପଭୋଗ କରୁଛନ୍ତି। ଏହାରି ଭିତରେ ଆଇପିଏଲକୁ ୧୦ବର୍ଷ ପୁରି ଯାଇଛି। ହେଲେ ଆଇପିଏଲର ଲୋକପ୍ରିୟତା ବର୍ଷକୁ ବର୍ଷ ବଢିବାରେ ଲାଗିଛି। ପ୍ରତ୍ୟେକ ବର୍ଷ କେତେ ଯେ ନୂଆ ରେକର୍ଡ ସୃଷ୍ଟିହେଉଛି ଓ ପୂର୍ବ ରେକର୍ଡ ଭଙ୍ଗାଯାଉଛି। ବିଶ୍ୱର  ବଛାବଛା ଖେଳାଳିଙ୍କୁ ନେଇ ୨୦୦୮ରୁ ଆରମ୍ଭ ହୋଇଥିବା ଏହି ପ୍ରତିଯୋଗାତାରେ […]

IPL-2016-teams-Captain-list-compressed

IPL-2016-teams-Captain-list-compressed

Rakesh Mallick
  • Published: Sunday, 16 April 2017
  • Updated: 16 April 2017, 10:14 PM IST

Sports

Latest News

ମୁମ୍ବାଇ: ଦେଶରେ ଏବେ କ୍ରିକେଟ୍‌ କ୍ରେଜ୍‌। ଚାଲିଛି ଆଇପିଏଲର ମହାସମର। ପାଖାପାଖି ଦେଢମାସ ଧରି ଚାଲିବାକୁ ଥିବା ଏହି ପ୍ରତିଯୋଗିତାକୁ ପିଲା ଠୁ ବଡ ପର୍ଯ୍ୟନ୍ତ ସମସ୍ତେ ଉପଭୋଗ କରୁଛନ୍ତି। ଏହାରି ଭିତରେ ଆଇପିଏଲକୁ ୧୦ବର୍ଷ ପୁରି ଯାଇଛି। ହେଲେ ଆଇପିଏଲର ଲୋକପ୍ରିୟତା ବର୍ଷକୁ ବର୍ଷ ବଢିବାରେ ଲାଗିଛି। ପ୍ରତ୍ୟେକ ବର୍ଷ କେତେ ଯେ ନୂଆ ରେକର୍ଡ ସୃଷ୍ଟିହେଉଛି ଓ ପୂର୍ବ ରେକର୍ଡ ଭଙ୍ଗାଯାଉଛି।

ବିଶ୍ୱର  ବଛାବଛା ଖେଳାଳିଙ୍କୁ ନେଇ ୨୦୦୮ରୁ ଆରମ୍ଭ ହୋଇଥିବା ଏହି ପ୍ରତିଯୋଗାତାରେ ମୁମ୍ବାଇ ଇଣ୍ଡିଆନ୍ସ ଏପର୍ଯ୍ୟନ୍ତ ସବୁଠୁ ସଫଳ ଟିମ୍‌ ଭାବେ ଉଭା ହୋଇଛି। ମୁମ୍ବାଇ ଏପର୍ଯ୍ୟନ୍ତ ମୋଟ୍‌ ୧୪୪ଟି ମ୍ୟାଚ୍‌ ଖେଳିସାରିଛି। ଯେଉଁଥିରେ ୮୩ଟି ମ୍ୟାଚ୍‌ରେ ବିଜୟୀ ହୋଇଥିବା ବେଳେ ୬୧ଟି ମ୍ୟାଚ୍‌ରେ ପରାଜୟ ବରଣ କରିଛି। ଏବଂ ୫୭.୬୩ ପ୍ରତିଶତ ହିସାବରେ ମ୍ୟାଚ୍‌ ଜିତିଛି। ମୁମ୍ବାଇ ୨ଥର ଆଇପିଏଲ ବିଜେତା ମଧ୍ୟ ହୋଇସାରିଛି। ଏହାତଳକୁ ଅଛି ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର। ମୋଟ୍‌ ୧୪୪ଟି ମ୍ୟାଚ୍‌ରୁ ୭୦ରେ ବିଜୟୀ ଓ ୬୯ରେ ପରାଜୟ ବରଣ କରିଛି। ଜିତିବା ପ୍ରତିଶତ ୫୦.୩୫ ଥିବାବେଳେ ଏପର୍ଯ୍ୟନ୍ତ ଆଇପିଏଲରେ କେବେ ଚାମ୍ପିୟନ ହୋଇପାରିନାହିଁ। ଅନେକ ଥର ପ୍ରତିଯୋଗିତାରେ ଭଳ ପ୍ରଦର୍ଶନ କରିଥିଲେ ମଧ୍ୟ ଫାଇନାଲ୍‌ ମ୍ୟାଚ୍‌ ଜିତିପାରିନାହିଁ। ତୃତୀୟ ସ୍ଥାନରେ ଅଛି କିଙ୍ଗ୍ସ ଇଲେଭେନ୍‌ ପଞ୍ଜାବ। ୧୩୭ଟି ମ୍ୟାଚ୍‌ ଖେଳି ୬୩ଟି ବିଜୟ ସହ ୭୨ଟି ମ୍ୟାଚ୍‌ରେ ପରାଜୟ ବରଣ କରିଛି। ଏପର୍ଯ୍ୟନ୍ତ ଆଇପିଏଲରେ ଚାମ୍ପିୟନ ହେବାର ଆଶା ପୂରଣ ହେଇପାରିନାହିଁ।

୧୦ଟି ଆଇପିଏଲରୁ ଏପର୍ଯ୍ୟନ୍ତ ସଫଳ ବୋଲର ଭାବେ ମାଲିଙ୍ଗା ୧୪୫ଟି ୱିକେଟ୍‌ ନେଇ ସବୁଠୁ ଅଧିକ ୱିକେଟ୍‌ ନେବାର ଗୌରବ ଅର୍ଜନ କରିଛନ୍ତି। ଅନ୍ୟପଟେ ସୁରେଶ ରାଇନା ଏପର୍ଯ୍ୟନ୍ତ ୪୨୦୭ ରନ କରି ଆଇପିଏଲର ସର୍ବାଧିକ ରନ କରିବାର ଗୌରବ ଅର୍ଜନ କରିଛନ୍ତି। ସର୍ବାଧିକ ଛକା ଓ ଗୋଟିଏ ମ୍ୟାଚ୍‌ରେ ସର୍ବାଧିକ ରନ କରିବାର ଗୌରବ କ୍ରିସ୍‌ ଗେଲଙ୍କ ନାଁରେ ଅଛି। ସେ ଏପର୍ଯ୍ୟନ୍ତ ଆଇପିଏଲରୁ ୨୫୫ଟି ଛକା ମରିସାରିଛନ୍ତି। ଏହାସହ ଦ୍ରୁତତମ ଶତକ ମଧ୍ୟ ଗେଲ୍‌ଙ୍କ ନାଁରେ ରହିଛି। ପୁନେ ୱରିଅର୍ସ ବିପକ୍ଷରେ ସେ ମାତ୍ର ୩୦ଟି ବଲରୁ ଶତକ କରିଥିବା ସହ ଏହି ମ୍ୟାଚ୍‌ରେ ସେ ୬୬ଟି ବଲ ଖେଳି ବ୍ୟକ୍ତିଗତ ୧୭୫ରନ କରିଥିଲେ। ଯାହା ଅଜି ଯାଏଁ ଏହି ରେକର୍ଡକୁ କେହି ଭାଙ୍ଗିପାରିନାହାନ୍ତି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story