ଧୋନିଙ୍କଠାରୁ ଶିଖନ୍ତୁ ବିରାଟ

ସାଂଘାଇ: ନିଜ ଆବେଗକୁ କିପରି ନିୟନ୍ତ୍ରଣ କରିବାକୁ ହୁଏ ତାହା ମହେନ୍ଦ୍ର ସିଂହ ଧୋନୀଙ୍କଠାରୁ ଶିଖନ୍ତୁ ବିରାଟ କୋହଲି । ଏ କଥା କହିଛନ୍ତି ଅଷ୍ଟ୍ରେଲିଆର ପୂର୍ବତନ କ୍ୟାପଟେନ୍ ଷ୍ଟିଭ୍ ୱାଗ୍ । ସେ କହିଛନ୍ତି ଯେ ନିଜ ଆବେଗକୁ ନିୟନ୍ତ୍ରଣ କରିବା ଓ ଜଣେ ଅଧିନାୟକଙ୍କୁ କିପରି ବ୍ୟବହାର ପ୍ରଦର୍ଶନ କରିବାକୁ ହୁଏ ତାହା ବିରାଟ କୋହଲି ମହେନ୍ଦ୍ର ସିଂହ ଧୋନିଙ୍କଠାରୁ ଶିଖିବା ଉଚିତ୍ । ଷ୍ଟିଭ୍ ୱାଗ୍ କହିଛନ୍ତି ଯେ କୋହଲିଙ୍କୁ ଆହୁରି ପରିପକ୍ୱ […]

Virat Kohli

Virat Kohli

Rakesh Mallick
  • Published: Wednesday, 15 April 2015
  • Updated: 16 April 2015, 05:33 AM IST

Sports

Latest News

ସାଂଘାଇ: ନିଜ ଆବେଗକୁ କିପରି ନିୟନ୍ତ୍ରଣ କରିବାକୁ ହୁଏ ତାହା ମହେନ୍ଦ୍ର ସିଂହ ଧୋନୀଙ୍କଠାରୁ ଶିଖନ୍ତୁ ବିରାଟ କୋହଲି । ଏ କଥା କହିଛନ୍ତି ଅଷ୍ଟ୍ରେଲିଆର ପୂର୍ବତନ କ୍ୟାପଟେନ୍ ଷ୍ଟିଭ୍ ୱାଗ୍ । ସେ କହିଛନ୍ତି ଯେ ନିଜ ଆବେଗକୁ ନିୟନ୍ତ୍ରଣ କରିବା ଓ ଜଣେ ଅଧିନାୟକଙ୍କୁ କିପରି ବ୍ୟବହାର ପ୍ରଦର୍ଶନ କରିବାକୁ ହୁଏ ତାହା ବିରାଟ କୋହଲି ମହେନ୍ଦ୍ର ସିଂହ ଧୋନିଙ୍କଠାରୁ ଶିଖିବା ଉଚିତ୍ ।

ଷ୍ଟିଭ୍ ୱାଗ୍ କହିଛନ୍ତି ଯେ କୋହଲିଙ୍କୁ ଆହୁରି ପରିପକ୍ୱ ହେବାକୁ ପଡ଼ିବ । ବିଶ୍ୱକପ୍ ସମୟରେ ତାଙ୍କୁ କେନ୍ଦ୍ର କରି କିଛି ପ୍ରସଙ୍ଗ ଉଠିଥିଲା । ସେ ଟିକେ ଅଧିକ ଆବେଗପୂର୍ଣ୍ଣ ଖେଳାଳି । ବିଭିନ୍ନ କଥାକୁ ଦେହକୁ ନେଇଯାଉଛନ୍ତି । କିନ୍ତୁ ଜଣେ ଅଧିନାୟକ ହେବା ପରେ ନିଜକୁ ଦୃଢ଼ମନା କରିବାକୁ ହେବ ଓ ଚମକୁ ଟିକେ ମୋଟା କରିବାକୁ ହେବ । ଏ ପ୍ରସଙ୍ଗରେ କୋହଲି ନିଶ୍ଚିତ ଭାବେ ଧୋନୀଙ୍କୁ ଅନୁକରଣ କରିବା ଉଚିତ୍ । ଧୋନୀ ହିଁ ତାଙ୍କ ପାଇଁ ଏହି ପ୍ରସଙ୍ଗରେ ଜଣେ ଭଲ ରୋଲ୍ ମଡେଲ୍ ହୋଇପାରିବେ । କୋହଲିଙ୍କ ପାଖରେ ତାଙ୍କର ନିଜସ୍ୱତା ଅଛି । ତେବେ ସେ ଆଉ କିଛି ଜିନିଷ ଧୋନୀଙ୍କଠାରୁ ଆଣିପାରିବେ । ସମାଲୋଚନାକୁ କିପରି ଏଡ଼ାଇ ଯିବାକୁ ହୁଏ ଓ ପଡ଼ିଆ ଭିତରେ ଏବଂ ବାହାରେ କେମିତି ବ୍ୟବହାର କରିବାକୁ ହୁଏ ସେଥିରେ ଧୋନୀ ଜଣେ ମାହିର ଖେଳାଳି ।

ଷ୍ଟିଭ୍ କହିଥିଲେ, ଲୋକମାନେ କ’ଣ କହୁଛନ୍ତି ତା’ଉପରେ କେବେ ଗୁରୁତ୍ୱ ଦିଅନ୍ତିନି ଧୋନୀ । ବାହାର ଜିନିଷ ତାଙ୍କୁ କେବେ ପ୍ରଭାବିତ କରିପାରେ ନାହିଁ । ସେ କେବଳ ନିଜ କାମ ବିଷୟରେ ଚିନ୍ତା କରନ୍ତି ଓ ପଡ଼ିଆରେ କ’ଣ କରିବେ ସେ ବିଷୟରେ ଚିନ୍ତା କରନ୍ତି ।

ଗତବର୍ଷ ଡିସେମ୍ବରରେ ଧୋନୀ ଟେଷ୍ଟ କ୍ରିକେଟରୁ ହଠାତ୍ ଅବସର ଘୋଷଣା କରି ଦେଇଥିଲେ । ଅଷ୍ଟ୍ରେଲିଆ ବିପକ୍ଷ ତୃତୀୟ ଟେଷ୍ଟ ପରେ ସେ ଅବସର ନେଇଥିଲେ । ତା’ପରେ କୋହଲି ହୋଇଥିଲେ ଟେଷ୍ଟ୍ ଅଧିନାୟକ ।

ସୂଚନାଯୋଗ୍ୟ, ବିଶ୍ୱକପ୍ ସମୟରେ ଅଷ୍ଟ୍ରେଲିଆରେ ଜଣେ ଭାରତୀୟ ସାମ୍ବାଦିକଙ୍କୁ ଦୁର୍ବ୍ୟବହାର କରି ବିରାଟ ଚର୍ଚ୍ଚାକୁ ଆସିଥିଲେ । ଏ ନେଇ ବିସିସିଆଇ ପକ୍ଷରୁ ତାଙ୍କୁ ଚେତାବନୀ ମଧ୍ୟ ଦିଆଯାଇଥିଲା ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story