ସ୍ୱତନ୍ତ୍ର ଫ୍ୟାନଙ୍କୁ ଭେଟିଲେ ଧୋନି, ଦେଖନ୍ତୁ ଭିଡିଓ

ମୁମ୍ବାଇ: ଆଇପିଏଲରେ ଚେନ୍ନାଇ ସୁପର କିଙ୍ଗସର ଜବରଦସ୍ତ ଫର୍ମ ଜାରି ରହିଛି। ଦଳ ୪ଟି ମ୍ୟାଚରୁ ୩ ବିଜୟ ହାସଲ କରିସାରିଛି। ଚେନ୍ନାଇକୁ ସବୁଠାରୁ ମଜଭୁତ ଟିମ୍ କୁହାଯାଉଛି, କିନ୍ତୁ ବୁଧବାର ମୁକାବିଲା ଦଳ ପାଇଁ ଭଲ ରହିନଥିଲା। ଏହି ମ୍ୟାଚରେ ଚେନ୍ନାଇ ମୁମ୍ବାଇ ଇଣ୍ଡିଆନ୍ସ ନିକଟରୁ ପରାସ୍ତ ହୋଇଥିଲା। ପରାଜୟ ସତ୍ତେ୍ୱ ଷ୍ଟାଡିୟମରେ ଧୋନି-ଧୋନି ନାରା ଶୁଣିବାକୁ ମିଳିଥିଲା। ମ୍ୟାଚ୍ ପରେ ଧୋନିଙ୍କୁ ସାକ୍ଷାତ କରିବା ପାଇଁ ତାଙ୍କର ଜଣେ ସ୍ୱତନ୍ତ୍ର ଫ୍ୟାନ୍ ପହଞ୍ଚିଥିଲେ। ଯାହାଙ୍କୁ […]

fan

fan

Ranjit Kumar Jena
  • Published: Thursday, 04 April 2019
  • Updated: 04 April 2019, 09:03 PM IST

Sports

Latest News

ମୁମ୍ବାଇ: ଆଇପିଏଲରେ ଚେନ୍ନାଇ ସୁପର କିଙ୍ଗସର ଜବରଦସ୍ତ ଫର୍ମ ଜାରି ରହିଛି। ଦଳ ୪ଟି ମ୍ୟାଚରୁ ୩ ବିଜୟ ହାସଲ କରିସାରିଛି। ଚେନ୍ନାଇକୁ ସବୁଠାରୁ ମଜଭୁତ ଟିମ୍ କୁହାଯାଉଛି, କିନ୍ତୁ ବୁଧବାର ମୁକାବିଲା ଦଳ ପାଇଁ ଭଲ ରହିନଥିଲା। ଏହି ମ୍ୟାଚରେ ଚେନ୍ନାଇ ମୁମ୍ବାଇ ଇଣ୍ଡିଆନ୍ସ ନିକଟରୁ ପରାସ୍ତ ହୋଇଥିଲା।

ପରାଜୟ ସତ୍ତେ୍ୱ ଷ୍ଟାଡିୟମରେ ଧୋନି-ଧୋନି ନାରା ଶୁଣିବାକୁ ମିଳିଥିଲା। ମ୍ୟାଚ୍ ପରେ ଧୋନିଙ୍କୁ ସାକ୍ଷାତ କରିବା ପାଇଁ ତାଙ୍କର ଜଣେ ସ୍ୱତନ୍ତ୍ର ଫ୍ୟାନ୍ ପହଞ୍ଚିଥିଲେ। ଯାହାଙ୍କୁ ଧୋନି ଦୂରରୁ ଦେଖି ନେଇଥିଲେ ଏବଂ ତାଙ୍କ ପାଖରେ ଯାଇ ପହଞ୍ଚିଥିଲେ।

ଜଣେ ବୃଦ୍ଧା ମହିଳା ହାତରେ ଏକ ବୋର୍ଡ ଧରିଥିଲେ, ଯେଉଁଥିରେ ଲେଖାଥିଲା "ମୁଁ କେବଳ ମହେନ୍ଦ୍ର ସିଂହ ଧୋନିଙ୍କ ପାଇଁ ଆସିଛି'। ଧୋନି ତୁରନ୍ତ ତାଙ୍କ ପାଖରେ ପହଞ୍ଚି ଯାଇଥିଲେ। ସେହି ବୃଦ୍ଧା ମହିଳାଙ୍କ ସହ ତାଙ୍କ ନାତୁଣୀ ମଧ୍ୟ ଆସିଥିଲା। ନାତୁଣୀ ଜଣକ ଧୋନିଙ୍କ ପାଦ ଛୁଇଁ ଆଶୀର୍ବାଦ ନେଇଥିଲେ।

ଧୋନି ସେହି ବୃଦ୍ଧା ମହିଳାଙ୍କ ସହ କିଛି ସମୟ ଧରି କଥା ହୋଇଥିଲେ ଏବଂ ସିଏସକେର ଜର୍ସିରେ ହସ୍ତାକ୍ଷର କରିଥିଲେ। ଶେଷରେ ଧୋନି ବୃଦ୍ଧା ମହିଳା ଓ ତାଙ୍କ ନାତୁଣୀ ସହ ସେଲ୍ଫି ନେଇଥିଲେ। ତେବେ ଏଥିରୁ ଜଣାପଡୁଛି ଧୋନି ଯେଉଁଆଡେ ଗଲେ ବି, ତାଙ୍କ ଫ୍ୟାନ୍ ସବୁଠାରେ ଅଛନ୍ତି।

ଦେଖନ୍ତୁ ଭିଡିଓ

https://twitter.com/IPL/status/1113675061683195909

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story