୧୦ମିଟର ଏୟାର ରାଇଫଲରେ ଫେଲ୍ ମାରିଲେ ଗଗନ ଓ ଅଭିନବ

ନୁଆଦିଲ୍ଲୀ: ଅଲମ୍ପିକ୍ ପଦକ ବିଜେତା ଅଭିନବ ବିଦ୍ରା ଓ ଗଗନ ନାରଙ୍ଗ ଫେଲ ମାରିଛନ୍ତି। ୟୁନାଇଟଡ୍ ଷ୍ଟେଟ୍ସରେ ଗୁରୁବାର ଆରମ୍ଭ ହୋଇଥିବା ଅନ୍ତର୍ଜାତୀୟ ସୁଟିଂ ସ୍ପୋଟ୍ସ ଫେଡରେସନ ବିଶ୍ୱ କପର ପୁରଷବର୍ଗର ୧୦ ମିଟର ଏୟାର ରାଇଫଲ ଇଭେଣ୍ଟରେ ଏହି ଦୁଇ ତାରକା କ୍ୱାଲିଫାଇ କରିପାରିନାହିଁ। ଅନ୍ୟପକ୍ଷରେ ୫୦ ମିଟର ପିସ୍ତଲ ଇଭେଣ୍ଟରେ ଜିତୁ ରାୟ ଅଗ୍ରସର ହେଉଛନ୍ତି। ୨୦୦୮ ବେଜିଂ ଅଲମ୍ପିକରେ ଅଭିନଭ ବିଦ୍ରା ବକ୍ତିଭତ ଭାବେ ସ୍ୱର୍ଣ୍ଣ ଜିତିଥିଲେ। କିନ୍ତୁ ଏଥିରେ ସେ କ୍ୱାଲିଫାଇ […]

abhinav-bindra-gen

abhinav-bindra-gen

Rakesh Mallick
  • Published: Friday, 15 May 2015
  • Updated: 16 May 2015, 12:12 PM IST

Sports

Latest News

ନୁଆଦିଲ୍ଲୀ: ଅଲମ୍ପିକ୍ ପଦକ ବିଜେତା ଅଭିନବ ବିଦ୍ରା ଓ ଗଗନ ନାରଙ୍ଗ ଫେଲ ମାରିଛନ୍ତି। ୟୁନାଇଟଡ୍ ଷ୍ଟେଟ୍ସରେ ଗୁରୁବାର ଆରମ୍ଭ ହୋଇଥିବା ଅନ୍ତର୍ଜାତୀୟ ସୁଟିଂ ସ୍ପୋଟ୍ସ ଫେଡରେସନ ବିଶ୍ୱ କପର ପୁରଷବର୍ଗର ୧୦ ମିଟର ଏୟାର ରାଇଫଲ ଇଭେଣ୍ଟରେ ଏହି ଦୁଇ ତାରକା କ୍ୱାଲିଫାଇ କରିପାରିନାହିଁ। ଅନ୍ୟପକ୍ଷରେ ୫୦ ମିଟର ପିସ୍ତଲ ଇଭେଣ୍ଟରେ ଜିତୁ ରାୟ ଅଗ୍ରସର ହେଉଛନ୍ତି। ୨୦୦୮ ବେଜିଂ ଅଲମ୍ପିକରେ ଅଭିନଭ ବିଦ୍ରା ବକ୍ତିଭତ ଭାବେ ସ୍ୱର୍ଣ୍ଣ ଜିତିଥିଲେ। କିନ୍ତୁ ଏଥିରେ ସେ କ୍ୱାଲିଫାଇ କରି ପାରିନାହାନ୍ତି। ଅନ୍ୟପକ୍ଷରେ ୫୦ ମିଟର ପିସ୍ତଲ ପୁରୁଷ ଇଭେଣ୍ଟରେ ଜିତୁଙ୍କୁ ମିଶାଇ ଆଉ ଦୁଇ ଭାରତୀୟ ଖେଳାଳୀ ପ୍ରକାଶ ନାଜପ୍ପା ଓ ଓମ ପ୍ରକାଶ ସଫଳ ହେବା ଆଶା କରାଯାଉଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story