IPL-11: ଦିଲ୍ଲୀ ଆଗରେ ୧୯୫ ରନ୍‌ର ଟାର୍ଗେଟ୍‌

ଆଇପିଏଲରେ ଆଜି ପ୍ରଥମ ମ୍ୟାଚରେ ସାମ୍ନାସାମ୍ନି ହୋଇଛନ୍ତି ମୁମ୍ବାଇ ଇଣ୍ଡିଆନ୍ସ ଓ ଦିଲ୍ଲୀ ଡେୟାର ଡେଭିଲ୍ସ। ମୁମ୍ବାଇ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ଓଭରରେ ୧୯୪ ରନ୍ କରିଛି। ମୁମ୍ବାଇ ପକ୍ଷରୁ ସୂର୍ଯ୍ୟକୁମାର ଯାଦବ ସର୍ବାଧିକ ୫୩ ରନ୍ କରିଥିବା ବେଳେ ଇଶାନ କିଶାନ ୪୪ ରନ୍ କରିଛନ୍ତି। ଜବାବରେ ୧୯୫ ରନ୍ ଟାର୍ଗେଟରେ ବ୍ୟାଟିଂ କରିବାକୁ ପଡ଼ିଆକୁ ଓହ୍ଲାଇଛି ଦିଲ୍ଲୀ ଡେୟାର ଡେଭିଲ୍ସ। ଦିଲ୍ଲୀ ପକ୍ଷରୁ ଅଧିନାୟକ ଗମ୍ଭୀର ମାତ୍ର ୧୫ ରନ କରି ମୁସ୍ତାଫିଜୁର୍‌ […]

IPL 2018 - MI vs DD

Rakesh Mallick
  • Published: Saturday, 14 April 2018
  • , Updated: 14 April 2018, 06:34 PM IST

ଆଇପିଏଲରେ ଆଜି ପ୍ରଥମ ମ୍ୟାଚରେ ସାମ୍ନାସାମ୍ନି ହୋଇଛନ୍ତି ମୁମ୍ବାଇ ଇଣ୍ଡିଆନ୍ସ ଓ ଦିଲ୍ଲୀ ଡେୟାର ଡେଭିଲ୍ସ। ମୁମ୍ବାଇ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ଓଭରରେ ୧୯୪ ରନ୍ କରିଛି। ମୁମ୍ବାଇ ପକ୍ଷରୁ ସୂର୍ଯ୍ୟକୁମାର ଯାଦବ ସର୍ବାଧିକ ୫୩ ରନ୍ କରିଥିବା ବେଳେ ଇଶାନ କିଶାନ ୪୪ ରନ୍ କରିଛନ୍ତି। ଜବାବରେ ୧୯୫ ରନ୍ ଟାର୍ଗେଟରେ ବ୍ୟାଟିଂ କରିବାକୁ ପଡ଼ିଆକୁ ଓହ୍ଲାଇଛି ଦିଲ୍ଲୀ ଡେୟାର ଡେଭିଲ୍ସ। ଦିଲ୍ଲୀ ପକ୍ଷରୁ ଅଧିନାୟକ ଗମ୍ଭୀର ମାତ୍ର ୧୫ ରନ କରି ମୁସ୍ତାଫିଜୁର୍‌ ରେହମାନଙ୍କ ଶିକାର ହୋଇଥିବା ବେଳେ ଜସନ ରୟଙ୍କ ବ୍ୟାଟ୍‌ରୁ ବିସ୍ଫୋରକ ବ୍ୟାଟିଂ ଦେଖିବାକୁ ମିଳିଛି।

Related story