ରାଜ୍ୟଗୋଷ୍ଠୀ ଟିଟି: ଭାରତର ୨ ଯୋଡ଼ି ପୁରୁଷ ଡବଲ୍ସ ସେମିକୁ ଉନ୍ନୀତ

କଟକ, (ଓଡ଼ିଶା ରିର୍ପୋଟର): ୨୧ତମ ରାଜ୍ୟଗୋଷ୍ଠୀ ଟେବୁଲ ଟେନିସ ଚାମ୍ପିଅନଶିପର ରବିବାର ଖେଳାଯାଇଥିବା ପୁରୁଷ ଯୁଗଳ କ୍ୱାର୍ଟର୍ ଫାଇନାଲ୍‌ରେ ଶରତ କମଲ-ଜି.ସାଥିଆନ୍‌ ୩-୦ (୧୧-୨, ୧୧-୬, ୧୧-୫)ରେ ଇ˚ଲଣ୍ତର ଡେଭିଡ୍‌ ମ୍ୟାକବେଥ-ସିଙ୍ଗାପୁର ଲୁକାସ ଟାନ୍‌ଙ୍କୁ, ଆଣ୍ଟୋନୀ ଅମଲରାଜ-ମାନବ ଠାକ୍କରଙ୍କ ଯୋଡି ୩-୧(୯-୧୧, ୧୧-୭, ୧୧-୭, ୧୧-୯) ରେ ଅଷ୍ଟ୍ରେଲିଆର ହେମିଙ୍ଗ ହୁ-ଡିଲନ୍‌ ଚାମ୍ବର୍ସଙ୍କୁ ହରାଇ ସେମି ଫାଇନାଲରେ ପ୍ରବେଶ କରିଛନ୍ତି। ସେହିପରି ସେମି ଫାଇନାଲ୍‌ରେ ସିଙ୍ଗାପୁରର କୋଏନ୍‌ ପାଙ୍ଗ-ସାଓ ହାନ୍‌ ଜୋସ୍‌ ଏବ˚ ଇ˚ଲଣ୍ତର ସାମୁଏଲ୍‌ ଵାକର-ଥୋମାସ […]

tt5

tt5

Ranjit Kumar Jena
  • Published: Sunday, 21 July 2019
  • Updated: 21 July 2019, 10:18 PM IST

Sports

Latest News

କଟକ, (ଓଡ଼ିଶା ରିର୍ପୋଟର): ୨୧ତମ ରାଜ୍ୟଗୋଷ୍ଠୀ ଟେବୁଲ ଟେନିସ ଚାମ୍ପିଅନଶିପର ରବିବାର ଖେଳାଯାଇଥିବା ପୁରୁଷ ଯୁଗଳ କ୍ୱାର୍ଟର୍ ଫାଇନାଲ୍‌ରେ ଶରତ କମଲ-ଜି.ସାଥିଆନ୍‌ ୩-୦ (୧୧-୨, ୧୧-୬, ୧୧-୫)ରେ ଇ˚ଲଣ୍ତର ଡେଭିଡ୍‌ ମ୍ୟାକବେଥ-ସିଙ୍ଗାପୁର ଲୁକାସ ଟାନ୍‌ଙ୍କୁ, ଆଣ୍ଟୋନୀ ଅମଲରାଜ-ମାନବ ଠାକ୍କରଙ୍କ ଯୋଡି ୩-୧(୯-୧୧, ୧୧-୭, ୧୧-୭, ୧୧-୯) ରେ ଅଷ୍ଟ୍ରେଲିଆର ହେମିଙ୍ଗ ହୁ-ଡିଲନ୍‌ ଚାମ୍ବର୍ସଙ୍କୁ ହରାଇ ସେମି ଫାଇନାଲରେ ପ୍ରବେଶ କରିଛନ୍ତି।

ସେହିପରି ସେମି ଫାଇନାଲ୍‌ରେ ସିଙ୍ଗାପୁରର କୋଏନ୍‌ ପାଙ୍ଗ-ସାଓ ହାନ୍‌ ଜୋସ୍‌ ଏବ˚ ଇ˚ଲଣ୍ତର ସାମୁଏଲ୍‌ ଵାକର-ଥୋମାସ ଜାର୍ଭିସ୍‌ଙ୍କ ଯୋଡି ଭାରତୀୟ ଯୋଡିଙ୍କ ସହ ଖେଳିବାକୁ ଯୋଗ୍ୟତା ଅର୍ଜନ କରିଛନ୍ତି। ସୋମବାର ଉଭୟ ସିଙ୍ଗଲ୍ସ, ଡବଲ୍ସର ସେମିଫାଇନାଲ୍ ଓ ଫାଇନାଲ୍ ଅନୁଷ୍ଠିତ ହେବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story