‘‍ଭାରତୀୟ ଫୁଟବଲ କ୍ଷେତ୍ରରେ ପରିବର୍ତ୍ତନ ଆଣିପାରେ ୨୦୧୭ ଫିଫା ୟୁ-୧୭ ବିଶ୍ୱକପ୍‌’

ନୂଆଦିଲ୍ଲୀ: ୨୦୧୭ ଫିଫା ୧୭ ବର୍ଷରୁ କମ୍ (ୟୁ-୧୭) ବିଶ୍ୱକପ୍‌ ‍ଭାରତରେ ଫୁଟବଲ କ୍ଷେତ୍ରରେ ପରିବର୍ତ୍ତନ ଆଣିପାରେ। ଆସନ୍ତା ବର୍ଷ ଭାରତରେ ହେବାକୁ ଥିବା ଏହି ମେଗା ଇଭେଣ୍ଟର ସଫଳତା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସହାୟତାର ହାତ ବଢାଇଛନ୍ତି। ଏହା ନିଶ୍ଚିତ ଭାବେ ପ୍ରଧାନମନ୍ତ୍ରୀଙ୍କ ଏକ ଭଲ ଉଦ୍ୟମ। ଏହାଦ୍ୱାରା ଭାରତୀୟ ଫୁଟ୍‌ବଲ କ୍ଷେତ୍ରରେ ବୈପ୍ଲବିକ ପରିବର୍ତ୍ତନ ଆସିବ ବୋଲି ବୁଧବାର ଟୁର୍ଣ୍ଣାମେଣ୍ଟ ନିର୍ଦ୍ଦେଶକ ଜାଭିୟର କେପି କହିଛନ୍ତି। ସେ କହିଛନ୍ତି, “ଟୁର୍ଣ୍ଣାମେଣ୍ଟକୁ ସଫଳ କରିବାକୁ […]

football

football

Rakesh Mallick
  • Published: Wednesday, 20 April 2016
  • Updated: 20 April 2016, 01:04 PM IST

ନୂଆଦିଲ୍ଲୀ: ୨୦୧୭ ଫିଫା ୧୭ ବର୍ଷରୁ କମ୍ (ୟୁ-୧୭) ବିଶ୍ୱକପ୍‌ ‍ଭାରତରେ ଫୁଟବଲ କ୍ଷେତ୍ରରେ ପରିବର୍ତ୍ତନ ଆଣିପାରେ। ଆସନ୍ତା ବର୍ଷ ଭାରତରେ ହେବାକୁ ଥିବା ଏହି ମେଗା ଇଭେଣ୍ଟର ସଫଳତା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସହାୟତାର ହାତ ବଢାଇଛନ୍ତି। ଏହା ନିଶ୍ଚିତ ଭାବେ ପ୍ରଧାନମନ୍ତ୍ରୀଙ୍କ ଏକ ଭଲ ଉଦ୍ୟମ। ଏହାଦ୍ୱାରା ଭାରତୀୟ ଫୁଟ୍‌ବଲ କ୍ଷେତ୍ରରେ ବୈପ୍ଲବିକ ପରିବର୍ତ୍ତନ ଆସିବ ବୋଲି ବୁଧବାର ଟୁର୍ଣ୍ଣାମେଣ୍ଟ ନିର୍ଦ୍ଦେଶକ ଜାଭିୟର କେପି କହିଛନ୍ତି।

ସେ କହିଛନ୍ତି, “ଟୁର୍ଣ୍ଣାମେଣ୍ଟକୁ ସଫଳ କରିବାକୁ ସ୍ଥାନୀୟ ଆୟୋଜକଙ୍କ ସହଯୋଗରେ ଅଖିଳ ଭାରତୀୟ ଫୁଟବଲ ମହାସଂଘ ପ୍ରସ୍ତୁତି ଜାରି ରଖିଛି। ଏହାକୁ ସରକାରଙ୍କର ମଧ୍ୟ ପୃଷ୍ଠପୋଷକତା ମିଳୁଛି। ତେଣୁ ଏହା ଅତି ସଫଳତାରର ସହ ଶେଷ ହେବ।”

ସେ ଆହୁରି କହିଛନ୍ତି, “୧୭ ବର୍ଷରୁ କମ୍‌ ଫିଫା ବିଶ୍ୱକପ୍‌-୨୦୧୭ ଭାରତରେ ହେବା ନେଇ ସରକାରଙ୍କ ପୃଷ୍ଠପୋକତା ପ୍ରଶଂସାଯୋଗ୍ୟ। ଟୁର୍ଣ୍ଣାମେଣ୍ଟକୁ ନେଇ ପ୍ରଧାନମନ୍ତ୍ରୀ ବେଶ୍‌ ଉତ୍ସାହିତ ଅଛନ୍ତି। ୬ଟି ରାଜ୍ୟରେ ଏହି ବିଶ୍ୱକପ୍‌ ଅନୁଷ୍ଠିତ ହେବ। ଏହା ଆଗାମୀ ଦିନରେ ଯୁବ ଗୋଷ୍ଠୀଙ୍କୁ ଫୁଟ୍‌ବଲ ପ୍ରତି ଆକୃଷ୍ଟ କରିବ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story