ଜୋହାନ୍ସବର୍ଗ ପିଚ୍‌କୁ ନେଇ ବିବାଦ: କୋହଲି ଅସନ୍ତୁଷ୍ଟ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ତୃତୀୟ ଟେଷ୍ଟ ରୋମାଞ୍ଚକର ସ୍ଥିତିରେ ଥିବାବେଳେ ଦକ୍ଷିଣ ଆଫ୍ରିକାର ଓ୍ବାଣ୍ଡରର୍ସ ପଡିଆକୁ ନେଇ ସୃଷ୍ଟି ହୋଇଛି ବିବାଦ। ପିଚ୍‌ ଖରାପ ଥିବାରୁ ଗତକାଲିର ଖେଳ ଶେଷ ହେବା ପୂର୍ବରୁ ବନ୍ଦ କରିଥିଲେ ଅମ୍ପାୟର। ଟିମ ଇଣ୍ଡିଆର ଦ୍ୱିତୀୟ ଇନିଂସ ବ୍ୟାଟିଂ ପରେ ଦକ୍ଷିଣ ଆଫ୍ରିକା ଆଗରେ ୨୪୧ରନର ଟାର୍ଗେଟ ଦେଇଥିଲା। ଦକ୍ଷିଣ ଆଫ୍ରିକାର ଦ୍ୱିତୀୟ ଇନିଂସ ବ୍ୟାଟିଂ ଚାଲିଥିବାବେଳେ ବୁମରାଙ୍କ ଏକ ବଲ ବ୍ୟାଟ୍ସମ୍ୟାନ୍ ଏଲଗରଙ୍କ ହେଲମେଟରେ ବାଜିଥିଲା। […]

cric-gen_0912getty_750

cric-gen_0912getty_750

Rakesh Mallick
  • Published: Saturday, 27 January 2018
  • Updated: 27 January 2018, 02:36 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ତୃତୀୟ ଟେଷ୍ଟ ରୋମାଞ୍ଚକର ସ୍ଥିତିରେ ଥିବାବେଳେ ଦକ୍ଷିଣ ଆଫ୍ରିକାର ଓ୍ବାଣ୍ଡରର୍ସ ପଡିଆକୁ ନେଇ ସୃଷ୍ଟି ହୋଇଛି ବିବାଦ। ପିଚ୍‌ ଖରାପ ଥିବାରୁ ଗତକାଲିର ଖେଳ ଶେଷ ହେବା ପୂର୍ବରୁ ବନ୍ଦ କରିଥିଲେ ଅମ୍ପାୟର। ଟିମ ଇଣ୍ଡିଆର ଦ୍ୱିତୀୟ ଇନିଂସ ବ୍ୟାଟିଂ ପରେ ଦକ୍ଷିଣ ଆଫ୍ରିକା ଆଗରେ ୨୪୧ରନର ଟାର୍ଗେଟ ଦେଇଥିଲା। ଦକ୍ଷିଣ ଆଫ୍ରିକାର ଦ୍ୱିତୀୟ ଇନିଂସ ବ୍ୟାଟିଂ ଚାଲିଥିବାବେଳେ ବୁମରାଙ୍କ ଏକ ବଲ ବ୍ୟାଟ୍ସମ୍ୟାନ୍ ଏଲଗରଙ୍କ ହେଲମେଟରେ ବାଜିଥିଲା। ଏହାପରେ ମ୍ୟାଚ ରେଫରୀଙ୍କୁ ଡାକି ଉଭୟ ଦଳର ଅଧିନାୟକଙ୍କ ସହ ଆଲୋଚନା କରି ଖେଳ ବନ୍ଦ କରିଥିଲେ ଅମ୍ପାୟର।
ଅମ୍ପାୟରଙ୍କ ଏହି ନିଷ୍ପତ୍ତିରେ ବିରାଟ କୋହଲି ଅସନ୍ତୋଷ ବ୍ୟକ୍ତ କରିଛନ୍ତି।
ଏହାପୂର୍ବରୁ ଭୁବନେଶ୍ୱର କୁମାରଙ୍କ ମଧ୍ୟ ଗୋଟିଏ ବଲ ଏଲଗାରଙ୍କ ହେଲମେଟରେ ବାଜିଥିଲା। ୨୪୧ରନର ପିଛା କରୁଥିବା ଦକ୍ଷିଣ ଆଫ୍ରିକା ଦଳ ଗୋଟିଏ ୱିକେଟ ହରାଇ କରିଥିଲା ମାତ୍ର ୧୭ ରନ। ତେବେ ଏହି ମ୍ୟାଚକୁ ବାତିଲ କରାଯାଇନାହିଁ, ଆଜି ପୁଣି ୧୭ ରନରୁ ବ୍ୟାଟିଂ କରିବ ଦକ୍ଷିଣ ଆଫ୍ରିକା। କ୍ରିକେଟ ଇତିହାସରେ ପିଚ୍ ଖରାପ ନେଇ ପୂର୍ବରୁ ମଧ୍ୟ ଅନେକ ମ୍ୟାଚ୍‌ ବାତିଲ କରାଯାଇଛି। ୧୯୯୮ରେ ପିଚ୍ ଖରାପ ଯୋଗୁ ଜମାଇକା ଟେଷ୍ଟ ଖେଳାଯାଇପାରିନଥିଲା। ସେହିପରି ୨୦୦୯ରେ ଖରାପ ପିଚ୍ ଯୋଗୁଁ ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଦିନିକିଆ ମ୍ୟାଚ ବାତିଲ କରାଯାଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story