ଏହି କ୍ରିକେଟର୍‌ଙ୍କ ବଲ୍‌ରେ ଜଣଙ୍କର ମୃତ୍ୟୁ ପରେ ଆଉ ଜଣେ ଆହତ: ଏବେବି କଳଙ୍କିତ ବୋଲର୍‌ ନାଁରେ ଚର୍ଚ୍ଚିତ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଅଷ୍ଟ୍ରେଲିଆର ଘରୋଇ କ୍ରିକେଟ୍‌ ଖେଳାଯାଉଥିବା ବେଳେ ଆଉ ଜଣେ ବ୍ୟାଟ୍ସମ୍ୟାନ୍‌ଙ୍କ ମୁଣ୍ଡରେ ବଲ୍‌ ବାଜିବାରୁ ସେ ଆହତ ହୋଇଛନ୍ତି। ଭିକ୍ଟୋରିଆ ଟିମ୍‌ ପକ୍ଷରୁ ବ୍ୟାଟିଂ କରୁଥିବା ବ୍ୟାଟ୍ସମ୍ୟାନ୍‌ ବିଲ୍‌ ପୁକୋବସ୍କି ମୁଣ୍ଡରେ ଶନ୍ ଏବୋଟଙ୍କ ବାଉନ୍ସର ବଲ୍‌ ବାଜିବାରୁ ସେ ଆହତ ହୋଇଛନ୍ତି। ଫଳରେ ୨୦୧୪ ନଭେମ୍ବର ୨୭ରେ ଘଟିଥିବା କ୍ରିକେଟ୍‌ର ସେହି କଳାଦିନକୁ ପୁଣିଥରେ ମେନ ପକାଇଦେଇଛି ଏହି ଘଟଣା। କାରଣ ଶନ୍‌ ଏବୋଟ୍ ସେହି ବୋଲର୍‌ ଯାହାଙ୍କ ବୋଲ୍‌ରେ ଜଣେ କ୍ରିକେଟର୍‌ଙ୍କ […]

sean-abbott-5_1520225763

sean-abbott-5_1520225763

Ordigital Desk
  • Published: Tuesday, 06 March 2018
  • Updated: 06 March 2018, 12:13 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଅଷ୍ଟ୍ରେଲିଆର ଘରୋଇ କ୍ରିକେଟ୍‌ ଖେଳାଯାଉଥିବା ବେଳେ ଆଉ ଜଣେ ବ୍ୟାଟ୍ସମ୍ୟାନ୍‌ଙ୍କ ମୁଣ୍ଡରେ ବଲ୍‌ ବାଜିବାରୁ ସେ ଆହତ ହୋଇଛନ୍ତି। ଭିକ୍ଟୋରିଆ ଟିମ୍‌ ପକ୍ଷରୁ ବ୍ୟାଟିଂ କରୁଥିବା ବ୍ୟାଟ୍ସମ୍ୟାନ୍‌ ବିଲ୍‌ ପୁକୋବସ୍କି ମୁଣ୍ଡରେ ଶନ୍ ଏବୋଟଙ୍କ ବାଉନ୍ସର ବଲ୍‌ ବାଜିବାରୁ ସେ ଆହତ ହୋଇଛନ୍ତି। ଫଳରେ ୨୦୧୪ ନଭେମ୍ବର ୨୭ରେ ଘଟିଥିବା କ୍ରିକେଟ୍‌ର ସେହି କଳାଦିନକୁ ପୁଣିଥରେ ମେନ ପକାଇଦେଇଛି ଏହି ଘଟଣା। କାରଣ ଶନ୍‌ ଏବୋଟ୍ ସେହି ବୋଲର୍‌ ଯାହାଙ୍କ ବୋଲ୍‌ରେ ଜଣେ କ୍ରିକେଟର୍‌ଙ୍କ ମୃତ୍ୟୁ ଘଟିସାରିଛି। କ୍ରିକେଟର୍‌ ଫିଲିପ୍‌ ହ୍ୟୁଜ୍‌ ବ୍ୟାଟିଂ କରୁଥିବା ବେଳେ ଏବୋଟ୍‌ଙ୍କ ଏକ ବାଉନ୍ସର ବଲ ତାଙ୍କ ମୁଣ୍ଡରେ ବାଜିବାରୁ ସେ ତଳେ ପଡ଼ଯାଇଥିଲେ। ଏହାପରେ ତାଙ୍କୁ ସାଙ୍ଗେ ସାଙ୍ଗେ ହସପିଟାଲ ନିଆଯାଇଥିଲେ ମଧ୍ୟ ତାଙ୍କର ମୃତ୍ୟୁ ଘଟିଥିଲା।

ପୁଣିଥରେ ଏହି ବୋଲରଙ୍କ ବଲ୍‌ରେ ଯୁବ ବ୍ୟାଟ୍ସମ୍ୟାନ୍‌ ପୁକୋବସ୍କିଙ୍କ ମୁଣ୍ଡରେ ଆଘାତ ଲାଗିବା ପରେ ସେ ତଳେ ପଡିଯାଇଥିଲେ ଫଳରେ ସେଠାରେ ଥିବା ସମସ୍ତ ଖେଳାଳି ଓ ନିଜେ ବୋଲ ଏବୋଟ ନର୍ଭସ ହୋଇଯାଇଥିଲେ। ପରେ ଆହତ ବ୍ୟାଟ୍ସମ୍ୟାନ୍‌ଙ୍କୁ ପଡିଆ ବାହାରକୁ ନିଆଯାଇଥିଲା। ଚିକିତ୍ସା ପରେ ସେ ସୁସ୍ଥ ହୋଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story