ଯୁବ ଆଫଗାନ୍‌ ଓପ୍ନରଙ୍କ ପରଲୋକ

ନୂଆଦିଲ୍ଲୀ: ଅନ୍ତର୍ଜାତୀୟ କ୍ରିକେଟରୁ ପୁଣି ଆସିଲା ଦୁଃଖଦ ଖବର। ଆଫଗାନିସ୍ତାନର କ୍ରିକେଟ୍‌ ଟିମର ଓପନିଂ ବ୍ୟାଟ୍ସମ୍ୟାନ୍ ନଜୀବ ତାରକାଇଙ୍କର ମଙ୍ଗଳବାର ଦେହାନ୍ତ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ମାତ୍ର ୨୯ ବର୍ଷ ବୟସ ହୋଇଥିଲା। କିଛି ଦିନ ତଳେ ଏକ କାର୍ ଦୁର୍ଘଟଣାରେ ସେ ଗୁରୁତର ଭାବେ ଆହତ ହୋଇଥିଲେ। Najeeb Tarakai, who met with an accident last week, has passed away at 29. He played 13 internationals as […]

afghan

afghan

Ranjit Kumar Jena
  • Published: Tuesday, 06 October 2020
  • Updated: 06 October 2020, 01:43 PM IST

Sports

Latest News

ନୂଆଦିଲ୍ଲୀ: ଅନ୍ତର୍ଜାତୀୟ କ୍ରିକେଟରୁ ପୁଣି ଆସିଲା ଦୁଃଖଦ ଖବର। ଆଫଗାନିସ୍ତାନର କ୍ରିକେଟ୍‌ ଟିମର ଓପନିଂ ବ୍ୟାଟ୍ସମ୍ୟାନ୍ ନଜୀବ ତାରକାଇଙ୍କର ମଙ୍ଗଳବାର ଦେହାନ୍ତ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ମାତ୍ର ୨୯ ବର୍ଷ ବୟସ ହୋଇଥିଲା। କିଛି ଦିନ ତଳେ ଏକ କାର୍ ଦୁର୍ଘଟଣାରେ ସେ ଗୁରୁତର ଭାବେ ଆହତ ହୋଇଥିଲେ।

https://twitter.com/ICC/status/1313336493478379520?s=20

ଅକ୍ଟୋବର ୨ ତାରିଖରେ ରାସ୍ତା ଅତିକ୍ରମ କରୁଥିବା ବେଳେ ତାଙ୍କୁ ଏକ କାର୍ ଧକ୍କା ଦେଇଥିଲା। ଯାହା ପରେ ଏହି କ୍ରିକେଟର ଜଣକ ଗୁରୁତର ଆହତ ହୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ। ମୁଣ୍ଡରେ ଗଭୀର ଆଘାତ ଲାଗିଥିବାରୁ ସେ କୋମାରେ ଥିଲେ। କିନ୍ତୁ ଆଜି ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ଆଫଗାନିସ୍ତାନ କ୍ରିକେଟ୍ ବୋର୍ଡ (ଏସିବି) ତା'ର ଅଫିସିଆଲ ଟୁଇଟର୍ ହ୍ୟାଣ୍ଡଲରେ ନଜୀବଙ୍କ ଦେହାନ୍ତ ଖବର ଦେଇଛି।

https://twitter.com/ACBofficials/status/1313305399580389377?s=20

ନଜୀବ ୨୦୧୪, ମାର୍ଚ୍ଚ ମାସରେ ଅନ୍ତର୍ଜାତୀୟ ଡେବ୍ୟୁ କରିଥିଲେ। ଏପର୍ଯ୍ୟନ୍ତ ସେ ୧୨ ଟି-୨୦ ମ୍ୟାଚ୍ ଏବଂ ଗୋଟିଏ ଅନ୍ତର୍ଜାତୀୟ ଦିନିକିଆ ମ୍ୟାଚ୍ ଖେଳିଛନ୍ତି। ସେ ଟି-୨୦ରେ ଗୋଟିଏ ଅର୍ଦ୍ଧଶତକ ସହ ୨୫୮ ରନ୍ କରିଛନ୍ତି। ସେହିପରି ଗୋଟିଏ ଦିନିକିଆ ଖେଳି ୫ ରନ୍ କରିଛନ୍ତି। ସେ ୨୪ ପ୍ରଥମଶ୍ରେଣୀ ମ୍ୟାଚ୍ ଖେଳି ୪୭.୨୦ ହାରରେ ୨୦୩୦ ରନ୍ କରିଛନ୍ତି, ଯେଉଁଥିରେ ୬ ଶତକ ଓ ୧୦ ଅର୍ଦ୍ଧଶତକ ସାମିଲ୍‌ ଅଛି। ସେହିପରି ଲିଷ୍ଟ-ଏ କ୍ରିକେଟରେ ନଜୀବ ୧୭ ମ୍ୟାଚରେ ୫୫୩ ରନ୍ ଏବଂ ଟି-୨୦ରେ ୩୩ ମ୍ୟାଚରେ ୭୦୦ ରନ୍ କରିଛନ୍ତି।

ସୂଚନାଯୋଗ୍ୟ, ଏହା ପୂର୍ବରୁ ଆଫଗାନିସ୍ତାନରେ ହୋଇଥିବା ବିସ୍ଫୋରଣରେ ଆଇସିସି ଅମ୍ପାୟାର ବିସମିଲ୍ଲା ଜାନ୍ ଶିନୱାରୀଙ୍କର ମୃତ୍ୟୁ ହୋଇଥିଲା। ଆଫଗାନିସ୍ତାନର ନାଙ୍ଗରହାର ଅଞ୍ଚଳର ସଡ଼କରେ ଶନିବାର ଏକ ବିସ୍ଫୋରଣ ହୋଇଥିଲା, ଯେଉଁଥିରେ ୧୫ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୩୦ରୁ ଅଧିକ ଆହତ ହୋଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story