ଜାତୀୟ ଚୟନକର୍ତ୍ତା ଦୌଡ଼ରେ ଅଗରକର

ନୂଆଦିଲ୍ଲୀ: ଭାରତର ପୂର୍ବତନ ପେସ୍ ବୋଲର ଅଜିତ୍ ଅଗରକର ଜାତୀୟ ଚୟନକର୍ତ୍ତା ପଦବୀ ପାଇଁ ଶୁକ୍ରବାର ଆବେଦନ କରିଛନ୍ତି ଏବଂ ସେ ମଧ୍ୟ ଚୟନକମିଟି ଅଧ୍ୟକ୍ଷ ଦୌଡ଼ରେ ସବୁଠାରୁ ଆଗରେ ରହିଛନ୍ତି। ନୂଆ ସମ୍ବିଧାନରେ କୌଣସି ଜୋନାଲ୍ ସିଷ୍ଟମ୍ ବ୍ୟବସ୍ଥା ନଥିବାରୁ ମୁମ୍ବାଇ ଟିମର ଏହି ପୂର୍ବତନ ସିନିୟର ଚୟନକମିଟି ଚେୟାରମ୍ୟାନ୍ ଜାତୀୟ ଚୟନକର୍ତ୍ତା ଅଧ୍ୟକ୍ଷ ଦୌଡ଼ରେ ଆଗରେ ରହିଛନ୍ତି। ଜାତୀୟ ଚୟନକର୍ତ୍ତା ପଦବୀ ପାଇଁ ଆବେଦନର ଅନ୍ତିମ ତାରିଖ ଶୁକ୍ରବାର ଶେଷ ହୋଇଛି। ୪୨ ବର୍ଷୀୟ […]

agarkar

agarkar

Ranjit Kumar Jena
  • Published: Friday, 24 January 2020
  • Updated: 24 January 2020, 06:02 PM IST

Sports

Latest News

ନୂଆଦିଲ୍ଲୀ: ଭାରତର ପୂର୍ବତନ ପେସ୍ ବୋଲର ଅଜିତ୍ ଅଗରକର ଜାତୀୟ ଚୟନକର୍ତ୍ତା ପଦବୀ ପାଇଁ ଶୁକ୍ରବାର ଆବେଦନ କରିଛନ୍ତି ଏବଂ ସେ ମଧ୍ୟ ଚୟନକମିଟି ଅଧ୍ୟକ୍ଷ ଦୌଡ଼ରେ ସବୁଠାରୁ ଆଗରେ ରହିଛନ୍ତି। ନୂଆ ସମ୍ବିଧାନରେ କୌଣସି ଜୋନାଲ୍ ସିଷ୍ଟମ୍ ବ୍ୟବସ୍ଥା ନଥିବାରୁ ମୁମ୍ବାଇ ଟିମର ଏହି ପୂର୍ବତନ ସିନିୟର ଚୟନକମିଟି ଚେୟାରମ୍ୟାନ୍ ଜାତୀୟ ଚୟନକର୍ତ୍ତା ଅଧ୍ୟକ୍ଷ ଦୌଡ଼ରେ ଆଗରେ ରହିଛନ୍ତି।

ଜାତୀୟ ଚୟନକର୍ତ୍ତା ପଦବୀ ପାଇଁ ଆବେଦନର ଅନ୍ତିମ ତାରିଖ ଶୁକ୍ରବାର ଶେଷ ହୋଇଛି। ୪୨ ବର୍ଷୀୟ ଅଗରକର ଭାରତ ପକ୍ଷରୁ ୨୬ ଟେଷ୍ଟ, ୧୯୧ ଦିନିକିଆ ଏବଂ ୩ ଟି-୨୦ ମ୍ୟାଚ୍ ଖେଳି ମୋଟ ୩୪୯ ୱିକେଟ୍ ଦଖଲ କରିଛନ୍ତି। ଅଗରକର ମଧ୍ୟ ଦିନିକିଆରେ ଭାରତର ତୃତୀୟ ସର୍ବାଧିକ ୱିକେଟ ଟେକର୍ (୨୮୮) ଭାବେ ଅନୀଲ କୁମ୍ବଲେ (୩୩୪ ୱିକେଟ୍‌) ଏବଂ ଜଭାଗଲ୍ ଶ୍ରୀନାଥ (୩୧୫ ୱିକେଟ୍‌)ଙ୍କ ପଛରେ ରହିଛନ୍ତି।

ଭାରତର ଅନ୍ୟତମ ସଫଳ ବୋଲର ଭାବେ ପରିଚିତ ଅଗରକର ମାତ୍ର ୨୩ ମ୍ୟାଚରେ ଦ୍ରୁତ ୫୦ ଦିନିକିଆ ୱିକେଟ୍ ନେବାର ରେକର୍ଡ କରିଥିଲେ। ଅଗରକରଙ୍କ ପୂର୍ବରୁ ଲକ୍ଷ୍ମଣ ଶିବରାମକ୍ରିଷ୍ଣନ୍‌, ନୟନ ମୋଙ୍ଗିଆ, ଚେତନ ଶର୍ମା ଓ ରାଜେଶ ଚୌହାନଙ୍କ ଭଳି ପୂର୍ବତନ ଖେଳାଳି ମଧ୍ୟ ଏହି ପଦବୀ ପାଇଁ ଆବେଦନ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story