ଖାଲି ଷ୍ଟାଡିୟମରେ ଟି-୨୦ ବିଶ୍ୱକପ୍ ଆୟୋଜନକୁ ନେଇ କ'ଣ କହିଲେ ବର୍ଡର୍‌?

ମେଲବର୍ଣ୍ଣ: କରୋନାଭାଇରସ୍ ଯୋଗୁ କ୍ରିକେଟର ସବୁ ଗତିବିଧି ବନ୍ଦ ରହିଛି। ଏହି ମହାମାରୀ ଯୋଗୁ ଆଇସିସି ଟି-୨୦ ବିଶ୍ୱକପ୍ ଆୟୋଜନ ହେବ କି ନାହିଁ, ତାହା ମଧ୍ୟ ଅନିଶ୍ଚିତତା ମଧ୍ୟରେ ରହିଛି। କିନ୍ତୁ ଆୟୋଜକ ଏବଂ ଆଇସିସି ଏହି ବିଶ୍ୱକପ୍ ଆୟୋଜନ ନେଇ ଦୃଢ଼ ନିଶ୍ଚିତ ଅଛି। କରୋନା ଯୋଗୁ ଅନେକ ଦେଶ ଯାତାୟତ ଉପରେ କଟକଣା ଲଗାଇଛି ଏବଂ ଏଭଳି ସ୍ଥିତିରେ ଅନେକେ ପ୍ରସ୍ତାବ ଦେଇଛନ୍ତି ଯେ ଯଦି କରୋନା ସ୍ଥିତିରେ ସୁଧାର ଆସେ, ତାହେଲେ […]

border

border

Ranjit Kumar Jena
  • Published: Tuesday, 14 April 2020
  • Updated: 14 April 2020, 07:06 PM IST

ମେଲବର୍ଣ୍ଣ: କରୋନାଭାଇରସ୍ ଯୋଗୁ କ୍ରିକେଟର ସବୁ ଗତିବିଧି ବନ୍ଦ ରହିଛି। ଏହି ମହାମାରୀ ଯୋଗୁ ଆଇସିସି ଟି-୨୦ ବିଶ୍ୱକପ୍ ଆୟୋଜନ ହେବ କି ନାହିଁ, ତାହା ମଧ୍ୟ ଅନିଶ୍ଚିତତା ମଧ୍ୟରେ ରହିଛି। କିନ୍ତୁ ଆୟୋଜକ ଏବଂ ଆଇସିସି ଏହି ବିଶ୍ୱକପ୍ ଆୟୋଜନ ନେଇ ଦୃଢ଼ ନିଶ୍ଚିତ ଅଛି।

କରୋନା ଯୋଗୁ ଅନେକ ଦେଶ ଯାତାୟତ ଉପରେ କଟକଣା ଲଗାଇଛି ଏବଂ ଏଭଳି ସ୍ଥିତିରେ ଅନେକେ ପ୍ରସ୍ତାବ ଦେଇଛନ୍ତି ଯେ ଯଦି କରୋନା ସ୍ଥିତିରେ ସୁଧାର ଆସେ, ତାହେଲେ ଟି-୨୦ ବିଶ୍ୱକପକୁ ଖାଲି ଷ୍ଟାଡିୟମରେ କରାଯାଇପାରିବ। କିନ୍ତୁ ଅଷ୍ଟ୍ରେଲିଆର ପୂର୍ବତନ କ୍ୟାପଟେନ୍ ଆଲାନ୍ ବର୍ଡର୍ ଖାଲି ଷ୍ଟାଡିୟମରେ ମ୍ୟାଚ୍ କରାଇବା ସପକ୍ଷରେ ନାହାନ୍ତି।

ବର୍ଡର କହିଛନ୍ତି, ଖାଲି ଷ୍ଟାଡିୟମରେ କ୍ରିକେଟ୍ ମ୍ୟାଚ୍ ଅକଳ୍ପନୀୟ। ଟିମ୍‌, ସପୋର୍ଟ ଷ୍ଟାଫ୍ ଏବଂ ଖେଳ ସହ ଜଡିତ ବାକି ଲୋକ, ଯେଉଁମାନେ ସାରା ଦେଶ ଭ୍ରମଣ କରୁଛନ୍ତି ଏବଂ କ୍ରିକେଟ୍ ଖେଳୁଛନ୍ତି, କିନ୍ତୁ ସେମାନଙ୍କ ଖେଳ ଦେଖିବା ପାଇଁ ଯଦି ଷ୍ଟାଡିୟମକୁ ଦର୍ଶନ ଆସିବେ ନାହିଁ, ତାହା ନୈରାଶ୍ୟଜନକ। ମୁଁ କେବେବି କ୍ରିକେଟ୍ ମ୍ୟାଚକୁ ଖାଲି ଷ୍ଟାଡିୟମରେ ଦେଖିପାରିବି ନାହିଁ। ମୋ ମତରେ ବର୍ତ୍ତମାନ ପରିସ୍ଥିତିରେ ହୁଏତ ବିଶ୍ୱକପକୁ ବାତିଲ୍ କରାଯାଉ ଅଥବା ଏହାକୁ ଅନ୍ୟ କେଉଁ ଭେନ୍ୟୁରେ କରାଯିବା ଦରକାର। ସ୍ଥିତି କେବେ ସୁଧୁରିବ, ତାହା କେହି ଜାଣନ୍ତି ନାହିଁ। ମୋ ମତରେ ବର୍ତ୍ତମାନ ସମସ୍ତଙ୍କ ସୁରକ୍ଷା ହିଁ ବଡ଼ କଥା।

ସୂଚନାଯୋଗ୍ୟ, କରୋନା ଯୋଗୁ ଅଷ୍ଟ୍ରେଲିଆରେ ଏପର୍ଯ୍ୟନ୍ତ ୬ହଜାରରୁ ଅଧିକ ଲୋକେ ଆକ୍ରାନ୍ତ ହୋଇଥିବା ବେଳେ ୬୦ରୁ ଅଧିକ ଲୋକେ ମୃତ୍ୟୁବରଣ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story