ଗମ୍ଭୀରଙ୍କୁ ସିଧାସଳଖ ଟାର୍ଗେଟ୍ କଲେ ଏହି ପାକ୍ ବୋଲର

ନୂଆଦିଲ୍ଲୀ: ଭାରତ ଓ ପାକିସ୍ତାନ ମଧ୍ୟରେ ରାଜନୀତି ତିକ୍ତତା ଦିନକୁ ଦିନ ବଢ଼ିବାରେ ଲାଗିଥିବା ବେଳେ ଉଭୟ ଦେଶର କ୍ରିକେଟର୍‌ ମଧ୍ୟ ପରସ୍ପର ଉପରକୁ କାଦୁଅ ଫୋପାଡ଼ିବାରେ ଲାଗିଛନ୍ତି। ପାକିସ୍ତାନର ବାମହାତୀ ପେସ୍‌ ବୋଲର ମହମ୍ମଦ ଇରଫାନ୍‌ ଏବେ ଭାରତର ପୂର୍ବତନ ଓପନିଂ ବ୍ୟାଟ୍ସମ୍ୟାନ୍‌ ଗୌତମ ଗମ୍ଭୀରଙ୍କୁ ଟାର୍ଗେଟ୍‌ କରିଛନ୍ତି। ଇରଫାନ୍‌ ଦାବି କରିଛନ୍ତି ଯେ ତାଙ୍କ ପାଇଁ ଗୌତମ ଗମ୍ଭୀରଙ୍କ କ୍ରିକେଟ୍‌ କ୍ୟାରିୟର ଶେଷ ହୋଇଛି। ୭ଫୁଟ୍‌ ୧ ଇଞ୍ଚ୍‌ ଉଚ୍ଚତା ବିଶିଷ୍ଟ ଏହି ପାକ୍‌ […]

gambhir-irfan

gambhir-irfan

Ranjit Kumar Jena
  • Published: Monday, 07 October 2019
  • Updated: 07 October 2019, 04:24 PM IST

Sports

Latest News

ନୂଆଦିଲ୍ଲୀ: ଭାରତ ଓ ପାକିସ୍ତାନ ମଧ୍ୟରେ ରାଜନୀତି ତିକ୍ତତା ଦିନକୁ ଦିନ ବଢ଼ିବାରେ ଲାଗିଥିବା ବେଳେ ଉଭୟ ଦେଶର କ୍ରିକେଟର୍‌ ମଧ୍ୟ ପରସ୍ପର ଉପରକୁ କାଦୁଅ ଫୋପାଡ଼ିବାରେ ଲାଗିଛନ୍ତି। ପାକିସ୍ତାନର ବାମହାତୀ ପେସ୍‌ ବୋଲର ମହମ୍ମଦ ଇରଫାନ୍‌ ଏବେ ଭାରତର ପୂର୍ବତନ ଓପନିଂ ବ୍ୟାଟ୍ସମ୍ୟାନ୍‌ ଗୌତମ ଗମ୍ଭୀରଙ୍କୁ ଟାର୍ଗେଟ୍‌ କରିଛନ୍ତି। ଇରଫାନ୍‌ ଦାବି କରିଛନ୍ତି ଯେ ତାଙ୍କ ପାଇଁ ଗୌତମ ଗମ୍ଭୀରଙ୍କ କ୍ରିକେଟ୍‌ କ୍ୟାରିୟର ଶେଷ ହୋଇଛି। ୭ଫୁଟ୍‌ ୧ ଇଞ୍ଚ୍‌ ଉଚ୍ଚତା ବିଶିଷ୍ଟ ଏହି ପାକ୍‌ ବୋଲର ନିଜ କ୍ୟାରିୟରରେ ଚାରିଥର ଗମ୍ଭୀରଙ୍କୁ ନିଜର ଶିକାର ବନାଇଛନ୍ତି।

ଏକ ଟିଭି ଚ୍ୟାନେଲକୁ ସାକ୍ଷାତକାର ଦେବା ଅବସରରେ ଇରଫାନ୍‌ କହିଥିଲେ, "ଯେତେବେଳେ ମୁଁ ଭାରତ ବିପକ୍ଷ ସିରିଜ୍‌ ଖେଳୁଥିଲି, ମୋତେ ଖେଳିବାରେ ଗମ୍ଭୀର ଅସୁବିଧାର ସମ୍ମୁଖୀନ ହେଉଥିଲେ। ୨୦୧୨ରେ ଆମେ ଭାରତ ଗସ୍ତରେ ଥିଲୁ। ସେ (ଗମ୍ଭୀର) ମୋ ଲମ୍ବା ଉଚ୍ଚତା କାରଣରୁ ବଲର ସଠିକ୍‌ ଅନୁମାନ ଲଗାଇପାରୁ ନଥିଲେ ଏବଂ ବଲର ସ୍ପିଡକୁ ମଧ୍ୟ ଠିକ୍‌ ଭାବେ ପରଖି ପାରନଥିଲେ।"

ଇରଫାନ୍‌ ଆହୁରି ଦାବି କରିଛନ୍ତି ଯେ "ଏହି ସିରିଜରେ ଖରାପ ପ୍ରଦର୍ଶନ କାରଣରୁ ଗମ୍ଭୀରଙ୍କ ଅନ୍ତର୍ଜାତୀୟ କ୍ୟାରିୟର ଶେଷ ହୋଇଯାଇଥିଲା। ସେ (ଗମ୍ଭୀର) ମୋତେ ସାମ୍ନା କରିବାକୁ ଭୟ କରୁଥିଲେ। ବେଳେବେଳେ ମୋତେ ଲାଗୁଥିଲା, ଯେପରି ସେ ମୋ ସହ ଆଖିରେ ଆଖି ମିଶାଇବାକୁ ଚାହୁଁନାହାନ୍ତି। ମୋର ମନେ ଅଛି ଯେ ୨୦୧୨ରେ ସୀମିତ ଓଭର ସିରିଜରେ ମୁଁ ତାଙ୍କୁ ଚାରିଥର ଆଉଟ୍‌ କରିଥିଲେ ଏବଂ ମୋତେ ଖେଳିବାରେ ତାଙ୍କୁ ଅସୁବିଧା ହେଉଥିଲା।"

ସୂଚନାଯୋଗ୍ୟ, ଗମ୍ଭୀର ନିଜର ଅନ୍ତିମ ଟି-୨୦ ମ୍ୟାଚ୍‌ ପାକିସ୍ତାନ ବିପକ୍ଷରେ ସେହି ସିରିଜରେ ଅହମ୍ମଦାବାଦରେ ଖେଳିଥିଲେ। ପାକିସ୍ତାନ ବିପକ୍ଷ ସୀମିତ ଓଭର ସିରିଜ୍‌ ପରେ ଗମ୍ଭୀର ଇଂଲଣ୍ଡ ବିପକ୍ଷରେ ନିଜର ଶେଷ ଦିନିକିଆ ସିରିଜ୍‌ ଖେଳିଥିଲେ। ଏହା ପରେ ପ୍ରାୟ ୬ ବର୍ଷ ଜାତୀୟ ଦଳରୁ ଦୂରେଇ ରହିବା ପରେ ଗମ୍ଭୀର ଚଳିତ ବର୍ଷ ଅନ୍ତର୍ଜାତୀୟ କ୍ରିକେଟକୁ ଅଲବିଦା କହିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story