ଲଡ୍ସ ଅନର ବୋର୍ଡରେ ପୁଣି ଥରେ ମୋ ନାଁ ଦେଖିବାକୁ ଚାହୁଁଛି: ଆମୀର

ଲଣ୍ଡନ: ୨୦୧୦ ମସିହା ସ୍ପଟ ଫିକ୍ସିଂରେ ଛନ୍ଦି ହୋଇ ୫ ବର୍ଷ ବାସନ୍ଦ ଓ ଜେଲଦଣ୍ଡ ଭୋଗିବା ପରେ ପାକିସ୍ତାନ ଦଳକୁ ଫେରିଥିବା ମହମ୍ମଦ ଆମୀର ବେଶ୍‌ ଉତ୍ସାହିତ ଅଛନ୍ତି। ସେ କହିଛନ୍ତି,“ପାକିସ୍ତାନ ଟେଷ୍ଟ ଦଳକୁ ଫେରିବା ନେଇ ମୁଁ ଗର୍ବ ଅନୁଭବ କରୁଛି। ମୁଁ କେବେ ଆଶା କରି ନ ଥିଲି ଯେ ପୁଣି ଥରେ ଦଳକୁ ଫେରିବି ବୋଲି। ମୁଁ ନିଜକୁ ବହୁତ ଭାଗ୍ୟବାନ ମଣୁଛି।” ସେ ଆହୁରି ମଧ୍ୟ କହିଛନ୍ତି,“ମୁଁ କିଛି ମାସ […]

Mohammad Amir

Mohammad Amir

Rakesh Mallick
  • Published: Saturday, 18 June 2016
  • Updated: 18 June 2016, 06:33 PM IST

Sports

Latest News

ଲଣ୍ଡନ: ୨୦୧୦ ମସିହା ସ୍ପଟ ଫିକ୍ସିଂରେ ଛନ୍ଦି ହୋଇ ୫ ବର୍ଷ ବାସନ୍ଦ ଓ ଜେଲଦଣ୍ଡ ଭୋଗିବା ପରେ ପାକିସ୍ତାନ ଦଳକୁ ଫେରିଥିବା ମହମ୍ମଦ ଆମୀର ବେଶ୍‌ ଉତ୍ସାହିତ ଅଛନ୍ତି।

ସେ କହିଛନ୍ତି,“ପାକିସ୍ତାନ ଟେଷ୍ଟ ଦଳକୁ ଫେରିବା ନେଇ ମୁଁ ଗର୍ବ ଅନୁଭବ କରୁଛି। ମୁଁ କେବେ ଆଶା କରି ନ ଥିଲି ଯେ ପୁଣି ଥରେ ଦଳକୁ ଫେରିବି ବୋଲି। ମୁଁ ନିଜକୁ ବହୁତ ଭାଗ୍ୟବାନ ମଣୁଛି।”

ସେ ଆହୁରି ମଧ୍ୟ କହିଛନ୍ତି,“ମୁଁ କିଛି ମାସ ପୂର୍ବରୁ କ୍ରିକେଟକୁ ଫେରିଛି। ଫଟାଫଟ୍‌ କ୍ରିକେଟ ଅପେକ୍ଷା ଟେଷ୍ଟ କ୍ରିକେଟ ହେଉଛି ପ୍ରକୃତ କ୍ରିକେଟ। ପୁଣି ଥରେ ମତେ ସୁଯୋଗ ମିଳିଥିବାରୁ ମୁଁ ଏହାର ସଦ୍‌ଉପଯୋଗ କରିବି। ପୁଣି ଥରେ ଲଡ୍ସର ଅନର ବୋର୍ଡରେ ନିଜ ନାଁକୁ ଦେଖିବି। ପୁଣି ସେହି ଖ୍ୟାତି ଅର୍ଜନ କରିବାକୁ ହେଲେ ମତେ ବହୁତ ପରିଶ୍ରମ କରିବାକୁ ହେବ। ବିଗତ ଦିନରେ ଯାହା ଘଟିଛି ତାହାକୁ ନେଇ ମୁଁ ପଶ୍ଚାତାପ କରୁଛି।”

ଚଳିତ ମାସରୁ ପାକିସ୍ତାନ ଇଂଲଣ୍ଡ ଗସ୍ତ କରିବ। ସେଠାରେ ଦଳ ୪ଟି ଟେଷ୍ଟ, ୫ଟି ଦିନିକିଆ ଓ ଗୋଟିଏ ଟି-୨୦ ମ୍ୟାଚ୍‌ ଖେଳିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story