ଲଣ୍ଡନ: ୨୦୧୦ ମସିହା ସ୍ପଟ ଫିକ୍ସିଂରେ ଛନ୍ଦି ହୋଇ ୫ ବର୍ଷ ବାସନ୍ଦ ଓ ଜେଲଦଣ୍ଡ ଭୋଗିବା ପରେ ପାକିସ୍ତାନ ଦଳକୁ ଫେରିଥିବା ମହମ୍ମଦ ଆମୀର ବେଶ୍ ଉତ୍ସାହିତ ଅଛନ୍ତି।
ସେ କହିଛନ୍ତି,“ପାକିସ୍ତାନ ଟେଷ୍ଟ ଦଳକୁ ଫେରିବା ନେଇ ମୁଁ ଗର୍ବ ଅନୁଭବ କରୁଛି। ମୁଁ କେବେ ଆଶା କରି ନ ଥିଲି ଯେ ପୁଣି ଥରେ ଦଳକୁ ଫେରିବି ବୋଲି। ମୁଁ ନିଜକୁ ବହୁତ ଭାଗ୍ୟବାନ ମଣୁଛି।”
ସେ ଆହୁରି ମଧ୍ୟ କହିଛନ୍ତି,“ମୁଁ କିଛି ମାସ ପୂର୍ବରୁ କ୍ରିକେଟକୁ ଫେରିଛି। ଫଟାଫଟ୍ କ୍ରିକେଟ ଅପେକ୍ଷା ଟେଷ୍ଟ କ୍ରିକେଟ ହେଉଛି ପ୍ରକୃତ କ୍ରିକେଟ। ପୁଣି ଥରେ ମତେ ସୁଯୋଗ ମିଳିଥିବାରୁ ମୁଁ ଏହାର ସଦ୍ଉପଯୋଗ କରିବି। ପୁଣି ଥରେ ଲଡ୍ସର ଅନର ବୋର୍ଡରେ ନିଜ ନାଁକୁ ଦେଖିବି। ପୁଣି ସେହି ଖ୍ୟାତି ଅର୍ଜନ କରିବାକୁ ହେଲେ ମତେ ବହୁତ ପରିଶ୍ରମ କରିବାକୁ ହେବ। ବିଗତ ଦିନରେ ଯାହା ଘଟିଛି ତାହାକୁ ନେଇ ମୁଁ ପଶ୍ଚାତାପ କରୁଛି।”
ଚଳିତ ମାସରୁ ପାକିସ୍ତାନ ଇଂଲଣ୍ଡ ଗସ୍ତ କରିବ। ସେଠାରେ ଦଳ ୪ଟି ଟେଷ୍ଟ, ୫ଟି ଦିନିକିଆ ଓ ଗୋଟିଏ ଟି-୨୦ ମ୍ୟାଚ୍ ଖେଳିବ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Crime
ଗଣଦୁଷ୍କର୍ମ ପରେ ନର୍ସଙ୍କ ଗୁପ୍ତାଙ୍ଗରେ ଲଙ୍କା ଗୁଣ୍ତ ଓ ବାଡ଼ି ଭର୍ତ୍ତି କରିଦେଲେ!
ନର୍ସଙ୍କ ଗୁପ୍ତାଙ୍ଗରେ ସେମାନେ ଲଙ୍କା ଗୁଣ୍ଡ ଓ ବାଡ଼ି ପୂରାଇ ନିର୍ଯାତନା ଦେଇଥିବା ଅଭିଯୋଗ ହୋଇଛି।
Politics
ମହାରାଷ୍ଟ୍ର ବିପର୍ଯ୍ୟୟ ପାଇଁ କଂଗ୍ରେସକୁ ଦାୟୀ କଲା ଟିମ ଠାକରେ
ମହାରାଷ୍ଟ୍ର ବିଧାନସଭା ନିର୍ବାଚନରେ ବିରୋଧୀ ମେଣ୍ଟ ଏମଭିଏର ନୈରାଶ୍ୟଜନକ ପ୍ରଦର୍ଶନ ପାଇଁ କଂଗ୍ରେସକୁ ଦାୟୀ କରିଛି ଟିମ ଠାକରେ।
Politics
ମୁଖ୍ୟମନ୍ତ୍ରୀ ପଦ ସହ ଅଧା କ୍ୟାବିନେଟ ନିଜ ପାଖରେ ରଖିବ ବିଜେପି, ସିନ୍ଦେ ସେନାକୁ ମିଳିବ...
ମୁଖ୍ୟମନ୍ତ୍ରୀଙ୍କୁ ମିଶାଇ ମହାରାଷ୍ଟ୍ର ମନ୍ତ୍ରିମଣ୍ଡଳ ସଂଖ୍ୟା ସର୍ବାଧିକ ୪୩ ହୋଇପାରିବ। ଏହା ମଧ୍ୟରୁ ଅଧା ବିଭାଗ ବିଜେପି ନିଜ ପାଖରେ ରଖିବ ବୋଲି କୁହାଯାଉଛି।
Politics
ଝାଡ଼ଖଣ୍ଡରେ ନୂଆ ସରକାର, ଶପଥ ନେଲେ ହେମନ୍ତ ସୋରେନ
ଝାଡଖଣ୍ଡର ୧୪ଶ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ନେଲେ ହେମନ୍ତ ସୋରେନ। ଶକ୍ତି ପ୍ରଦର୍ଶନ କଲା ଇଣ୍ଡିଆ ମେଣ୍ଟ।
Crime
ପ୍ରେମିକାକୁ ମାରି ୫୦ ଖଣ୍ଡ କଲା ପ୍ରେମିକ
ପ୍ରେମିକା ସହ ଲିଭ୍-ଇନରେ ରହି ଝାଡ଼ଖଣ୍ଡରେ ଅନ୍ୟ ମହିଳାଙ୍କୁ ଲୁଚି ଲୁଚି କରିଥିଲା ବିବାହ। ଧରାପଡ଼ିଯିବା ଭୟରେ ପ୍ରେମିକାକୁ ହତ୍ୟା କରି ୫୦ ଖଣ୍ଡ କରିଦେଲା ନରହନ୍ତା ପ୍ରେମିକ।