ଇଂଲଣ୍ଡ ମାଟିରେ ସିରିଜ୍‌ ପରାଜୟ ଶ୍ରୀଲଙ୍କା ପାଇଁ ଏକ ଶିକ୍ଷା: ମାଥ୍ୟୁସ୍‌

ମେଲ୍‌ବର୍ଣ୍ଣ: ଇଂଲଣ୍ଡ ମାଟିରେ ଟେଷ୍ଟ ସିରିଜ୍‌ପରାଜୟ ଶ୍ରୀଲଙ୍କା ଯୁବ ବାହିନୀ ପ୍ରତି ଏକ ଶିକ୍ଷା। ଏଠାରୁ ଦଳ ବହୁତ କିଛି ଶିକ୍ଷା କରି ଅଷ୍ଟ୍ରେଲିଆ ବିପକ୍ଷ ସିରିଜ ପାଇଁ ପ୍ରସ୍ତୁତି ହେବ। ବୁଧବାର ଏହା କହିଛନ୍ତି ଶ୍ରୀଲଙ୍କା ଅଧିନାୟକ ଆଞ୍ଜେଲୋ ମ୍ୟାଥ୍ୟୁସ୍‌। ଅଷ୍ଟ୍ରେଲିଆ ଶ୍ରୀଲଙ୍କା ୨୦୧୪ ସିରିଜ୍‌ ବିଜୟକୁ ଦୋହରାଇବା ଲକ୍ଷ୍ୟ ରଖିଥିବା ବେଳେ ଚଳିତମାସରେ ଇଂଲଣ୍ଡ ଠାରୁ ୦-୨ରେ ପରାଜିତ ହୋଇଛି। ଦଳ ହାରିଯାଇଥିଲେ ମଧ୍ୟ ତାଙ୍କ ନେତୃତ୍ୱରେ ଦଳ ପୁଣି ବିଜୟ ଧାରାକୁ ଫେରିବ […]

AngeloMathews

AngeloMathews

Rakesh Mallick
  • Published: Wednesday, 15 June 2016
  • Updated: 15 June 2016, 06:05 PM IST

Sports

Latest News

ମେଲ୍‌ବର୍ଣ୍ଣ: ଇଂଲଣ୍ଡ ମାଟିରେ ଟେଷ୍ଟ ସିରିଜ୍‌ପରାଜୟ ଶ୍ରୀଲଙ୍କା ଯୁବ ବାହିନୀ ପ୍ରତି ଏକ ଶିକ୍ଷା। ଏଠାରୁ ଦଳ ବହୁତ କିଛି ଶିକ୍ଷା କରି ଅଷ୍ଟ୍ରେଲିଆ ବିପକ୍ଷ ସିରିଜ ପାଇଁ ପ୍ରସ୍ତୁତି ହେବ। ବୁଧବାର ଏହା କହିଛନ୍ତି ଶ୍ରୀଲଙ୍କା ଅଧିନାୟକ ଆଞ୍ଜେଲୋ ମ୍ୟାଥ୍ୟୁସ୍‌।

ଅଷ୍ଟ୍ରେଲିଆ ଶ୍ରୀଲଙ୍କା ୨୦୧୪ ସିରିଜ୍‌ ବିଜୟକୁ ଦୋହରାଇବା ଲକ୍ଷ୍ୟ ରଖିଥିବା ବେଳେ ଚଳିତମାସରେ ଇଂଲଣ୍ଡ ଠାରୁ ୦-୨ରେ ପରାଜିତ ହୋଇଛି।

ଦଳ ହାରିଯାଇଥିଲେ ମଧ୍ୟ ତାଙ୍କ ନେତୃତ୍ୱରେ ଦଳ ପୁଣି ବିଜୟ ଧାରାକୁ ଫେରିବ ବୋଲି ମାଥ୍ୟୁସ୍‌ ବିଶ୍ୱାସ ରଖିଛନ୍ତି।

ମାଥ୍ୟୁସ୍‌ କହିଛନ୍ତି, ‘ସିରିଜ୍‌ ପରାଜିତ ପରେ ଦଳ ବହୁତ କିଛି ଶିକ୍ଷା କରିଛି। ପୂରା ସିରିଜ୍‌ରେ ଆମ ଫାଷ୍ଟ ବୋଲରମାନେ ବହୁତ ଭଲ ପ୍ରଦର୍ଶନ କରିଥିଲେ ମଧ୍ୟ ଇଂଲଣ୍ଡ ବ୍ୟାଟ୍ସମ୍ୟାନଙ୍କୁ ରୋକିବାକୁ ସକ୍ଷମ ହୋଇପାରି ନ ଥିଲେ। ଦଳ ପକ୍ଷରୁ କୁଶାଲ୍‌ ମେଣ୍ଡିସ୍‌ ଓ ଦିନେଶ ଚାଣ୍ଡିମାଲ ଭଲ ଖେଳିଥିଲେ ମଧ୍ୟ ଅନ୍ୟମାନଙ୍କ ପ୍ରଦର୍ଶନ ବିଶ୍ୱସ୍ତରର ନ ଥିଲା।”

ସୂଚନାଯୋଗ୍ୟ, ଶ୍ରୀଲଙ୍କା ଅଷ୍ଟ୍ରେଲିଆ ବିପକ୍ଷରେ ଜୁଲାଇ ୨୬ରୁ ୩ଟି ଟେଷ୍ଟ, ୫ଟି ଦିନିକିଆ ଓ ୨ଟି ଟି-୨୦ ମ୍ୟାଚ୍‌ ଖେଳିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story