ଫସିଗଲେ କେମି, ଅନୁଙ୍କୁ ମିଳିବ ବ୍ରୋଞ୍ଜ ପଦକ

କୋଚି: ୨୦୧୮ରେ ଜାକର୍ତ୍ତାରେ ଅନୁଷ୍ଠିତ ହୋଇଥିଲା ଏସିଆନ୍ ଗେମ୍ସ। ଏବେ ଏହି ପ୍ରତିଯୋଗିତାରୁ ଭାରତକୁ ଏକ ବ୍ରୋଞ୍ଜ ପଦକ ମିଳିବ। କେରଳର ଅନୁ ରାଘବନଙ୍କ ମାଧ୍ୟମରେ ଭାରତକୁ ଏହି ପଦକ ମିଳିବ। ଗତବର୍ଷ ଏସିଆନ୍ ଗେମ୍ସରେ ଅନୁ ରାଘବନ ୪୦୦ ମିଟର ହର୍ଡଲ୍ସରେ ଭାରତ ପକ୍ଷରୁ ପ୍ରତିନିଧିତ୍ୱ କରି ଚତୁର୍ଥ ସ୍ଥାନରେ ରହିଥିଲେ। ଏହି ପ୍ରତିଯୋଗିତାରେ ବାହରେନର  କେମି ଆଡେକୋୟା ସ୍ୱର୍ଣ୍ଣ ପଦକ ଜିତିଥିବା ବେଳେ ଭିଏତନାମର କ୍ୱାଚ୍‌ ଥି ଲାନ୍‌ ରୌପ୍ୟ ଓ ବାହରେନର ଅମିନତ୍‌ […]

anu

anu

Jitendra Garnayak
  • Published: Sunday, 20 January 2019
  • Updated: 20 January 2019, 12:28 PM IST

Sports

Latest News

କୋଚି: ୨୦୧୮ରେ ଜାକର୍ତ୍ତାରେ ଅନୁଷ୍ଠିତ ହୋଇଥିଲା ଏସିଆନ୍ ଗେମ୍ସ। ଏବେ ଏହି ପ୍ରତିଯୋଗିତାରୁ ଭାରତକୁ ଏକ ବ୍ରୋଞ୍ଜ ପଦକ ମିଳିବ। କେରଳର ଅନୁ ରାଘବନଙ୍କ ମାଧ୍ୟମରେ ଭାରତକୁ ଏହି ପଦକ ମିଳିବ।

[caption id="attachment_327733" align="aligncenter" width="750"]kemi କେମି ଆଡେକୋୟା[/caption]

ଗତବର୍ଷ ଏସିଆନ୍ ଗେମ୍ସରେ ଅନୁ ରାଘବନ ୪୦୦ ମିଟର ହର୍ଡଲ୍ସରେ ଭାରତ ପକ୍ଷରୁ ପ୍ରତିନିଧିତ୍ୱ କରି ଚତୁର୍ଥ ସ୍ଥାନରେ ରହିଥିଲେ। ଏହି ପ୍ରତିଯୋଗିତାରେ ବାହରେନର  କେମି ଆଡେକୋୟା ସ୍ୱର୍ଣ୍ଣ ପଦକ ଜିତିଥିବା ବେଳେ ଭିଏତନାମର କ୍ୱାଚ୍‌ ଥି ଲାନ୍‌ ରୌପ୍ୟ ଓ ବାହରେନର ଅମିନତ୍‌ ଜମାଲ ବ୍ରୋଞ୍ଜ ପଦକ ପାଇଥିଲେ। ଅନୁ ଚତୁର୍ଥ ସ୍ଥାନରେ ରହି ନିରାଶ ହୋଇଥିଲେ।

ତେବେ କେମି ବେଆଇନ୍ ଔଷଧ ଗ୍ରହଣ କରିଥିବା ନେଇ ଅଭିଯୋଗ ଆସିବା ପରେ ତାଙ୍କର ପରୀକ୍ଷା କରାଯାଇଥିଲା ଓ ଅଭିଯୋଗ ସତ ବୋଲି ଜଣାପଡ଼ିଥିଲା। ଏହା ପରେ ଆଥେଲେଟିକ୍ସ ଇଣ୍ଟିଗ୍ରିଟି ୟୁନିଟି ପ୍ରଥମ ପଦକ୍ଷେପ ସ୍ୱରୂପ ତାଙ୍କୁ ନିଲମ୍ବନ କରି ଦେଇଛି। ତେବେ ତାଙ୍କ ଉପରେ ବ୍ୟାନ୍‌ ଜାରି ହେଲା ମାତ୍ରେ ଅନୁ ବ୍ରୋଞ୍ଜ ପଦକ ପାଇବେ। ସେହିଭଳି ଥି ଲାନ୍ ଓ ଜମାଲ ଯଥାକ୍ରମେ ସ୍ୱର୍ଣ୍ଣ ଓ ରୌପ୍ୟ ପଦକ ପାଇବେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story